Nita Ambani Makeup Artist: ଦିନରେ ଥରେ ମେକଅପ କରି ଏତିକି ଦରମା ନିଅନ୍ତି ନୀତା ଅମ୍ବାନୀଙ୍କ ମେକଅପ ଆର୍ଟିଷ୍ଟ, ଶୁଣିଲେ ଉଡ଼ିଯିବ ହୋସ!
Advertisement

Nita Ambani Makeup Artist: ଦିନରେ ଥରେ ମେକଅପ କରି ଏତିକି ଦରମା ନିଅନ୍ତି ନୀତା ଅମ୍ବାନୀଙ୍କ ମେକଅପ ଆର୍ଟିଷ୍ଟ, ଶୁଣିଲେ ଉଡ଼ିଯିବ ହୋସ!

Nita Ambani Makeup Artist: ୩ଟି ସନ୍ତାନର ମାଆ ନୀତା ଅମ୍ବାନୀ କୌଣସି ସେଲିବ୍ରିଟିଙ୍କଠାରୁ ମଧ୍ଯ କମ୍ ନୁହଁନ୍ତି । ତେବେ କ’ଣ ଆପଣ ଜାଣିଛନ୍ତି କି? ଅମ୍ବାନୀଙ୍କ ପତ୍ନୀଙ୍କର ଏହି ସୁନ୍ଦରତା ପଛରେ କାହାର ହାତ ଅଛି? କିଏ କରେ ଏହି ସଫଳ ମହିଳା ବ୍ୟବସାୟୀଙ୍କ ମେକଅପ?  ତେବେ ଆସନ୍ତୁ ଜାଣିବା ନୀତା ଅମ୍ବାନୀଙ୍କ ମେକଅପ୍ ମ୍ୟାନ କିଏ ଓ ତାଙ୍କ ଦରମା କେତେ?

ସୌ(ସୋସିଆଲ ମିଡିଆ)

Nita Ambani Makeup Artist: ନୀତା ଅମ୍ବାନୀ ଓ ମୁକେଶ ଅମ୍ବାନୀଙ୍କୁ କିଏ ବା ନ ଜାଣେ । ମୁକେଶ ଅମ୍ବାନୀଙ୍କ (Mukesh Ambani) ପତ୍ନୀ ନୀତା ଅମ୍ବାନୀ (Nita Ambani) ଏକ ସଫଳ ମହିଳା ବ୍ୟବସାୟୀ ଅଟନ୍ତି। ଏହା ସହ ସେ ଜଣେ ଉତ୍କୃଷ୍ଟ ନୃତ୍ୟଶିଳ୍ପୀ, ଫ୍ୟାଶିନିଷ୍ଟ ଓ ସାମାଜିକ କର୍ମୀ (Social Worker0 ଭାବେ ମଧ୍ୟ ବେଶ ଜଣାସୁଣା। ସମସ୍ତେ ତାଙ୍କ ସୌନ୍ଦର୍ଯ୍ୟର ମଧ୍ଯ ଖୁବ ପ୍ରସଂଶା କରିଥାଆନ୍ତି । ୩ଟି ସନ୍ତାନର ମାଆ ନୀତା ଅମ୍ବାନୀ କୌଣସି ସେଲିବ୍ରିଟିଙ୍କଠାରୁ ମଧ୍ଯ କମ୍ ନୁହଁନ୍ତି । ତେବେ କ’ଣ ଆପଣ ଜାଣିଛନ୍ତି କି? ଅମ୍ବାନୀଙ୍କ ପତ୍ନୀଙ୍କର (mukesh ambani wife) ଏହି ସୁନ୍ଦରତା ପଛରେ କାହାର ହାତ ଅଛି? କିଏ କରେ ଏହି ସଫଳ ମହିଳା ବ୍ୟବସାୟୀଙ୍କ ମେକଅପ?  ତେବେ ଆସନ୍ତୁ ଜାଣିବା ନୀତା ଅମ୍ବାନୀଙ୍କ ମେକଅପ୍ ମ୍ୟାନ (Nita Ambani Personal Makeup Artist) କିଏ ଓ ତାଙ୍କ ଦରମା କେତେ?

୫୯ ବର୍ଷ ବୟସରେ ମଧ୍ୟ ନୀତା ଅମ୍ବାନୀ ଖୁବ ସୁନ୍ଦର ଅଟନ୍ତି। ତେବେ ତାଙ୍କର ଏହି ସୁନ୍ଦରତା ପଛରେ ମିକି କଣ୍ଟ୍ରାକ୍ଟରଙ୍କର (Mickey Contractor) ହାତ ଅଛି । ସେ ଅମ୍ବାନୀ ପରିବାରର ପର୍ସନାଲ ମେକଅପ (Makeup) ଆର୍ଟିଷ୍ଟ ଅଟନ୍ତି । ଖାଲି ନୀତା ଅମ୍ବାନୀ ନୁହେଁ, ସେ ବଡ଼ ବୋହୂ ଶ୍ଲୋକା ଓ ଝିଅ ଇଶା ଅମ୍ବାନୀଙ୍କର ମଧ୍ଯ ସେ ମେକଅପ କରିଥାଆନ୍ତି । ଏହା ପୂର୍ବରୁ ମେକଅପ ଆର୍ଟିଷ୍ଟ (Makeup artist) ମିକି ( Mickey Contractor) ଟୋକିଓରେ (Tokyo) ଏକ ହେୟାର ଡ୍ରେସର ଭାବେ କାମ କରୁଥିଲେ। ପରେ ସେ ହେଲେନଙ୍କୁ ଭେଟିବା ପରେ ତାଙ୍କ ପରାମର୍ଶକ୍ରମେ ସେ ଫିଲ୍ମ ଇଣ୍ତଷ୍ଟ୍ରିକୁ ଆସିଥିଲେ।

 

ତେବେ ବର୍ତ୍ତମାନ ମିକି (Mickey Contractor) ବେଶ ଜଣାସୁଣା ମେକଅପ ଆର୍ଟିଷ୍ଟ ଅଟନ୍ତି । ମିଡ଼ିଆ ରିପୋର୍ଟ ଅନୁଯାୟୀ ମିକି ଜଣଙ୍କୁ ମେକଅପ କରିବା ଲାଗି ପ୍ରାୟତଃ ୭୫,୦୦୦ରୁ ୧ ଲକ୍ଷ ଟଙ୍କା ଚାର୍ଜ କରିଥାଆନ୍ତି । ତେବେ ଅମ୍ବାନୀ ପରିବାର ବ୍ୟତୀତ ସେ କରୀନା କପୁର (kareena kapoor), ଦୀପିକା ପାଦୁକୋନ (Deepika padukone), ଐଶ୍ବର୍ଯ୍ୟା ବଚ୍ଚନ (Aishwarya Rai Bachchan) ଓ ଅନୁଷ୍କା ଶର୍ମାଙ୍କ (Anushka Sharma) ମେକଅପ ମଧ୍ୟ କରନ୍ତି ।

ଏହା ବି ପଢନ୍ତୁ-Happy Birthday Varun Dhawan: କେବେ ଲଣ୍ଡନର ନାଇଟ୍ କ୍ଲବରେ ବିକୁଥିଲେ ମଦ! ଆଜି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ

ଏହା ବି ପଢନ୍ତୁ-Happy birthday Manoj Bajpayee: ତିନି ତିନି ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ମନୋଜ ବାଜପେୟୀ, ଆଜି ଏତିକି କୋଟିର ମାଲି

ଏହା ବି ପଢନ୍ତୁ-Samantha Ruth Prabhu: 'ଷ୍ଟାର ହିରୋଇନ୍ ଭାବେ ସମନ୍ଥାଙ୍କ କ୍ୟାରିୟର୍ ବର୍ତ୍ତମାନ ଶେଷ', ଏହି ଫିଲ୍ମ ନିର୍ମାତା କଲେ ଆଶ୍ଚର୍ଯ୍ୟଜନକ ଦାବି!

ଏହା ବି ପଢନ୍ତୁ-The kapil sharma show: ବନ୍ଦ ହେବ କପିଲ ଶର୍ମାଙ୍କ ଶୋ’! ଅନେକ ବିବାଦରେ ଫସିଥିଲେ କମେଡ଼ି କିଙ୍ଗ

ଏହା ବି ପଢନ୍ତୁ-Shahrukh khan on aryan khan: ଏହି କାରଣ ଲାଗି କେବେ ଅଭିନେତା ହୋଇପାରିବେ ନାହିଁ ଆର୍ଯ୍ୟନ୍, ଖୁଲାସା କଲେ ଶାହାରୁଖ ଖାନ

ଏହା ବି ପଢନ୍ତୁ- Kapil Sharma: ଦିନେ ବାପାଙ୍କ ଚିକିତ୍ସା ପାଇଁ ନଥିଲା ଟଙ୍କା, ଏବେ ଏତିକି କୋଟିର ମାଲିକ କପିଲ ଶର୍ମା