Jio Recharge Plans: ଜିଓ ଦେଲା ଏୟାରଟେଲକୁ ଟେନସନ, ୨୪୦ ଟଙ୍କାରେ ୮୪ ଦିନ ପର୍ଯ୍ୟନ୍ତ ଦୈନିକ ୨ ଜିବି ଡାଟା ଓ ଅସୀମିତ କଲିଂ!
Advertisement

Jio Recharge Plans: ଜିଓ ଦେଲା ଏୟାରଟେଲକୁ ଟେନସନ, ୨୪୦ ଟଙ୍କାରେ ୮୪ ଦିନ ପର୍ଯ୍ୟନ୍ତ ଦୈନିକ ୨ ଜିବି ଡାଟା ଓ ଅସୀମିତ କଲିଂ!

Jio Recharge Plans: ଯଦିଓ ମାସିକ ପ୍ଲାନର ମୂଲ୍ୟ ଅଧିକ । ଏପରି ପରିସ୍ଥିତିରେ ଆମେ ଆପଣଙ୍କୁ ଜିଓର ଏପରି ରିଚାର୍ଜ ପ୍ଲାନ ବିଷୟରେ କହୁଛୁ, ଯେଉଁଥିରେ ଆପଣଙ୍କର ମାସିକ ଖର୍ଚ୍ଚ ମାତ୍ର ୨୪୦ ଟଙ୍କା ହେବ । ଏହି ପ୍ଲାନରେ ନିୟମିତ ମାସିକ ପ୍ଲାନ୍ ଅପେକ୍ଷା ଅଧିକ ଡାଟା ଓ କଲିଂ ଉପଲବ୍ଧ ହେବ । ଆମେ ଯେଉଁ ପ୍ଲାନ୍ ବିଷୟରେ କହୁଛୁ ତାହା ୭୧୯ ଟଙ୍କାରେ ଆସିଥାଏ ।

Jio Recharge Plans: ଜିଓ ଦେଲା ଏୟାରଟେଲକୁ ଟେନସନ, ୨୪୦ ଟଙ୍କାରେ ୮୪ ଦିନ ପର୍ଯ୍ୟନ୍ତ ଦୈନିକ ୨ ଜିବି ଡାଟା ଓ ଅସୀମିତ କଲିଂ!

Jio Recharge Plans: ଏୟାରଟେଲ (Airtel) ଅପେକ୍ଷା ଶସ୍ତା ମୂଲ୍ୟରେ ଜିଓ (Reliance Jio) ଦ୍ୱାରା ରିଚାର୍ଜ ପ୍ଲାନ୍ ପ୍ରଦାନ କରାଯାଉଛି । ଯଦିଓ ମାସିକ ପ୍ଲାନର ମୂଲ୍ୟ (Monthly Recharge Plan) ଅଧିକ । ଏପରି ପରିସ୍ଥିତିରେ ଆମେ ଆପଣଙ୍କୁ ଜିଓର ଏପରି ରିଚାର୍ଜ ପ୍ଲାନ (Jio Recharge Plans) ବିଷୟରେ କହୁଛୁ, ଯେଉଁଥିରେ ଆପଣଙ୍କର ମାସିକ ଖର୍ଚ୍ଚ ମାତ୍ର ୨୪୦ ଟଙ୍କା ହେବ । ଏହି ପ୍ଲାନରେ ନିୟମିତ ମାସିକ ପ୍ଲାନ୍ ଅପେକ୍ଷା ଅଧିକ ଡାଟା ଓ କଲିଂ ଉପଲବ୍ଧ ହେବ । ଆମେ ଯେଉଁ ପ୍ଲାନ୍ ବିଷୟରେ କହୁଛୁ ତାହା ୭୧୯ ଟଙ୍କାରେ ଆସିଥାଏ ।

କାହିଁକି ବେଷ୍ଟ୍ ୭୧୯ ପ୍ଲାନ୍ 

ଜିଓର ୭୧୯ ପ୍ଲାନ୍ (Jio 719 Recharge Plan) ୮୪ ଦିନର ବୈଧତା (Jio 84 Day Validity Plan) ସହିତ ଆସିଥାଏ । ସେପଟେ ୨୯୯ ଟଙ୍କାରେ ୨୮ ଦିନର ବୈଧତା ପ୍ରଦାନ କରାଯାଇଛି । ଉଭୟ ପ୍ଲାନରେ ସମାନ ଡାଟା କଲିଂ ଏବଂ ମେସେଜିଂ ସୁବିଧା ମିଳିଥାଏ । ଯଦି ଆପଣ ୨୯୯ ଟଙ୍କା ପ୍ଲାନ (Jio 299 Recharge Plan) କୁ ୩ ଥର ରିଚାର୍ଜ କରନ୍ତି, ତେବେ ଆପଣଙ୍କୁ ମୋଟ ୮୪ ଦିନର ମୋଟ ବୈଧତା ମିଳିବ । ଯାହାର ମୋଟ ଖର୍ଚ୍ଚ ୮୯୭ ଟଙ୍କା ହେବ । ଯଦି ଆପଣ ଏକାଥରେ ୭୧୯ ଟଙ୍କା ପ୍ଲାନ ରିଚାର୍ଜ କରନ୍ତି, ତେବେ ଆପଣ ମଧ୍ୟ ୮୪ ଦିନ ପାଇଁ ସମାନ ସୁବିଧା ପାଇବେ । ଏହି ଉପାୟରେ ଆପଣ ପାଖାପାଖି ୧୭୮ ଟଙ୍କା ସଞ୍ଚୟ କରିବାକୁ ସମର୍ଥ ହେବେ ।

ଜିଓ ୭୧୯ ପ୍ଲାନ୍

ଏହି ପ୍ଲାନରେ ୮୪ ଦିନର ବୈଧତା ଉପଲବ୍ଧ ରହିଛି । ଏହି ସମୟରେ ଆପଣ ଅସୀମିତ କଲିଂ ସହିତ ଦୈନିକ 2 GB ଡାଟାର ସୁବିଧା ପାଇବେ । ଏହା ବ୍ୟତୀତ ପ୍ରତିଦିନ 100 SMS ର ସୁବିଧା ଉପଲବ୍ଧ ରହିଥାଏ । ଏହି ପ୍ଲାନରେ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି, ଜିଓ କ୍ଲାଉଡ୍ ସୁବିଧା ଉପଲବ୍ଧ ରହିଥାଏ ।

ଅଧିକ ପଢ଼ନ୍ତୁ:-ଖୁସି ଖବର: ମହିଳାଙ୍କୁ ମିଳିବ ୧୨ ହଜାର ଟଙ୍କା, ଏହି ଦିନ ହେବ ଆକାଉଣ୍ଟକୁ ଜମା

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ସରକାର ଦେଲେ ମହଙ୍ଗା ଭତ୍ତାର ଉପହାର, ଜାଣନ୍ତୁ କେତେ ବଢ଼ିଲା?

ଅଧିକ ପଢ଼ନ୍ତୁ:-ସାବଧାନ! ଅଧିକ ପାରାସିଟାମୋଲ ନେଉଛନ୍ତି କି? ଜାଣନ୍ତୁ ଏହାର ସଠିକ୍ ବ୍ୟବହାର ଓ ସାଇଡ୍ ଇଫେକ୍ଟ

 

ଜିଓ ୨୯୯ ପ୍ଲାନ୍

ଜିଓର ୨୯୯ ପ୍ଲାନରେ ୭୧୯ ପ୍ଲାନ୍ ପରି ଦୈନିକ 2 ଜିବି ଡାଟା, ଅସୀମିତ କଲିଂ ଏବଂ ଦୈନିକ 100 SMS ମିଳିଥାଏ । ଏହା ସହିତ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି ଏବଂ ଜିଓ କ୍ଲାଉଡ୍ ର ମାଗଣା ସୁବିଧା ଉପଲବ୍ଧ ହେବ । କିନ୍ତୁ ବୈଧତା କେବଳ ୨୯ ଦିନର ହେବ । ଏଠାରେ କହି ରଖୁଛୁ ଯେ, ଯଦି ଆପଣ ସାମଗ୍ରିକ ଭାବରେ ଦେଖନ୍ତି, ତେବେ ୮୪ ଦିନର ବୈଧତା ଅନୁଯାୟୀ Jio ୭୧୯ ପ୍ଲାନ Jio ୨୯୯ ତୁଳନାରେ ସର୍ବୋତ୍ତମ ବୋଲି ପ୍ରମାଣିତ ହେବ । ଏହି ପ୍ଲାନରେ ଉପଭୋକ୍ତାମାନେ ୧୭୮ ଟଙ୍କା ସଞ୍ଚୟ କରିପାରିବେ ।