Archana Nag Money Laundering Case: ଅର୍ଚ୍ଚନାଙ୍କୁ ଫସାଇଲେ! ଆଉ ଏବେ ନିଜେ ଅଡୁଆରେ ଫସିଲେ ...
Advertisement

Archana Nag Money Laundering Case: ଅର୍ଚ୍ଚନାଙ୍କୁ ଫସାଇଲେ! ଆଉ ଏବେ ନିଜେ ଅଡୁଆରେ ଫସିଲେ ...

Archana Nag Money Laundering Case News In Odia: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲା(Archana Nag Money Laundering Case)। ଏହି ମାମଲାରେ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ(shradhanjali Behera) ମାମଲାର ହେବ ପୁନଃ ଶୁଣାଣି( rehearing)। ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ଆବେଦନର ପୁନଶ୍ଚ ଶୁଣାଣି( rehearing) ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ (Highcourt)।

ସୌଜନ୍ୟ- ସୋସିଆଲ ମିଡ଼ିଆ

Archana Nag Money Laundering Case News In Odia: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲା(Archana Nag Money Laundering Case)।  ଏହି ମାମଲାରେ  ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ(shradhanjali Behera) ମାମଲାର ହେବ ପୁନଃ ଶୁଣାଣି( rehearing)। ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ଆବେଦନର ପୁନଶ୍ଚ ଶୁଣାଣି( rehearing) ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ (Highcourt)। ସୂଚନାଯୋଗ୍ୟ, ଇଡି ମାମଲାରେ ବ୍ୟକ୍ତିଗତ ହାଜର ନ ହେବାକୁ ଶ୍ରଦ୍ଧାଞ୍ଜଳି ଆବେଦନ କରିଥିଲେ । ତେବେ ଏହି ଆବେଦନକୁ ସ୍ୱତନ୍ତ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କ କୋର୍ଟ (ED Court)ଖାରଜ କରିଥିଲେ। ଏହାକୁ ହାଇକୋର୍ଟରେ (Highcourt) ଚାଲେଞ୍ଜ କରିଥିଲେ ଶ୍ରଦ୍ଧାଞ୍ଜଳି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଦୁଇ ସପ୍ତାହ ମଧ୍ୟରେ ଶ୍ରଦ୍ଧାଞ୍ଜଳିଙ୍କ ଆବେଦନର ସ୍ୱତନ୍ତ୍ର ଇଡି କୋର୍ଟରେ (ED Court)ପୁନଶ୍ଚ ଶୁଣାଣି କରିବାକୁ ହାଇକୋର୍ଟ (Highcourt)ନିର୍ଦ୍ଦେଶ ଦେଇଛନ୍ତି। ତେବେ,ବର୍ତ୍ତମାନ ଶ୍ରଦ୍ଧାଞ୍ଜଳିଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । 

ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ହନି ଟ୍ରାପ୍‌ ମାମଲାରେ ଇଡି (ED)ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳିଙ୍କୁ ଚତୁର୍ଥ ଅଭିଯୁକ୍ତ ଦର୍ଶାଯାଇଛି । ସେପଟେ କିଛି ଦିନ ତଳେ, ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ (Lady Blackmailer Archana Nag) ସ୍ୱାମୀ ଜଗବନ୍ଧୁ ଚାନ୍ଦ (Jagabandhu Chand) ବିସ୍ଫୋରକ ବୟାନ ଦେଇଥିଲେ।  (Odia Film Maker Akshay Parija ) ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣି ଜଗବନ୍ଧୁ କହିଥିଲେ, ଆମ ମୁଣ୍ଡରେ ଅଠା ବୋଳାଯାଇଛି । ସବୁ ସେଇ ଅକ୍ଷୟ ପରିଜାଙ୍କ  (Odia Film Maker Akshay Parija )ଚକ୍ରାନ୍ତ ବୋଲି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ନେବା ବେଳେ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଜଗବନ୍ଧୁ ଚାନ୍ଦ(Jagabandhu Chand)। ଏଥିସହ ଜଗବନ୍ଧୁ କହିଛନ୍ତି, ସେ ଝିଅକୁ ଟଙ୍କା ଲାଳସା ଦେଖାଇ ଆମ ନାଁରେ ଅଠା ବୋଳିଛନ୍ତି, ତାଙ୍କୁ ଶୀଘ୍ର ବାହାର କରାଯାଉ । ସମୟ ଆସିଲେ ସବୁ କହିବୁ ବୋଲି କହିବା ସହ ଏହାପଛରେ ଆହୁରି ଅନେକ ଲୋକ ଥିବା କହିଛନ୍ତି ଜଗବନ୍ଧୁ (Jagabandhu Chand)। ସେମାନଙ୍କୁ ବାହାର କରିବାକୁ ସେ ଦାବି କରିଛନ୍ତି । ଏଥିସହ ଜଗବନ୍ଧୁ କହିଛନ୍ତି, ସେମାନେ କାହାକୁ ଟଙ୍କା ମାଗି ନାହାନ୍ତି ।

fallback

Also Read: Odia jawan Debasish Biswal: ଦେବାଶିଷଙ୍କୁ ଝୁରୁଛନ୍ତି ପତ୍ନୀ, ଆଜି ପାଳିଥାନ୍ତେ ବିବାହ ବାର୍ଷିକୀ

Also Read: Jagatsinghpur News: ଦିନେ ଖାକି ବର୍ଦ୍ଦିରେ ଦେଉଥିଲେ ସୁରକ୍ଷା, ଆଜି ପୁଅ ବୋହୂ ଦେଉଛନ୍ତି ଅକଥନୀୟ ନିର୍ଯାତନା

Also Read: Cuttack News: ମାଟି ଖୋଳିବା ବେଳ ତଳୁ ବାହାରିଲା ପୁଳା ପୁଳା ପାଞ୍ଚଶହ ଟଙ୍କିଆ ନୋଟ୍, ବିଡ଼ା ବିଡ଼ା ଟଙ୍କା ଦେଖି ବେହୋସ୍ ହେଲା ଶ୍ରମିକ!

ହନିଟ୍ରାପର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅର୍ଚ୍ଚନା ନାଗଙ୍କ(Archana Nag) ବିରୋଧରେ ଚାଲିଥିବା ମନି ଲଣ୍ଡରିଂ ମାମଲାରେ (Archana Nag Money Laundering Case) ଜବାବ ରଖିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ (ଇଡ଼ି) (ED) ଓଡ଼ିଶା ହାଇକୋର୍ଟ (Odisha high court) ନିର୍ଦ୍ଦେଶ ଦେଇଛନ୍ତି। ଅର୍ଚ୍ଚନାଙ୍କ ନିୟମିତ ଜାମିନ ଆବେଦନର ପ୍ରାଥମିକ ଶୁଣାଣି ବେଳେ ଜଷ୍ଟିସ ଭି. ନରସିଂହଙ୍କ ଖଣ୍ଡପୀଠ ଇଡିକୁ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ (Jagabandhu Chand)  ମଧ୍ୟ ଜାମିନ ପାଇଁ ଆବେଦନ କରିଥିବା ବେଳେ ଆସନ୍ତା ୨୬ ତାରିଖରେ ଅର୍ଚ୍ଚନାଙ୍କ ମାମଲା (Lady Blackmailer Archana Nag) ସହିତ ତାଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ କୋର୍ଟ ନିଷ୍ପତ୍ତି ଦେଇଛନ୍ତି।

୨୦୨୨ ମସିହା ଅକ୍ଟୋବର ୬ ତାରିଖରେ ହନିଟ୍ରାପ ରାକେଟ୍ ସାମ୍ନାକୁ ଆସିବା ପରେ ଅର୍ଚ୍ଚନାଙ୍କ (Lady Blackmailer Archana Nag)ଆଇନଗତ ସମସ୍ୟା ଆରମ୍ଭ ହୋଇଥିଲା। ସେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଆପତ୍ତିଜନକ ଭିଡିଓ ଦେଖାଇ ବ୍ଲାକମେଲିଂ କରି ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଗତବର୍ଷ ତଳ କୋର୍ଟରେ ଅର୍ଚ୍ଚନାଙ୍କ ଜାମିନ୍ ଆବେଦନ ଖାରଜ ହେବା ପରେ ଓଲିଉଡ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା(Odia Film Maker Akshay Parija ) ୨୦୨୨ ଅକ୍ଟୋବର ୨୯ରେ ନୟାପଲ୍ଲୀ ଥାନାରେ ମାମଲା ରୁଜୁ କରିଥିଲେ।

Also Read: Akshaya Tritiya 2023: ବିବାହରେ ହେଉଛି କି ବିଳମ୍ବ ? ତେବେ ଅକ୍ଷୟ ତୃତୀୟାରେ କରନ୍ତୁ ଏହି କାମ, ଦୂର ହେବ ସମସ୍ୟା

Also Read: Akshaya Tritiya 2023: ଅକ୍ଷୟ ତୃତୀୟାରେ ରାଶି ଅନୁସାରେ କିଣନ୍ତୁ ଏହି ସବୁ ଜିନିଷ, ବର୍ଷିବ ଧନ...

ଚଳିତ ମାସ ଏପ୍ରିଲ୍ ୧୧ ତାରିଖରେ ଲେଡି୍ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଭୁବନେଶ୍ୱର ନୟାପଲ୍ଲୀ ଥାନା (Nayapali Police Station) ମାମଲାରେ (sextortion case) ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଅର୍ଚ୍ଚନାଙ୍କୁ (Lady Blackmailer Archana Nag) ସର୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ (Odisha high court) ।  (Odia Film Maker Akshay Parija ) ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ହୋଇଥିବା ମାମଲା ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ତେବେ ଅର୍ଚ୍ଚନାଙ୍କୁ ତଦନ୍ତରେ ସହଯୋଗ କରିବା ସହ ବାହାରକୁ ନଯିବା ଓ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କେବଳ ଗୋଟିଏ ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିଛି । ତେବେ ଅର୍ଚ୍ଚନାଙ୍କ ନାଁରେ (Lady Blackmailer Archana Nag) ଏକାଧିକ ମାମଲା ଥିବାରୁ ଏବେ ସେ ଜେଲରୁ ବାହାରି ପାରିବେନି । 

Also Read: Bhubaneswar News: ଗାଡ଼ି ପାର୍କିଂକୁ ନେଇ ରଣକ୍ଷେତ୍ର ପାଲଟିଲା ମହାରାଜା ହଲ୍‌ ପରିସର

Also Read: Amritpal Singh Arrest: ଗୁରୁଦ୍ବାରକୁ ଯାଇଥିଲା ଶରଣ ପଶିବାକୁ, ହେଲେ ମାଡି ବସିଲା ପୋଲିସ୍

ଅର୍ଚ୍ଚନାଙ୍କ ବିରୋଧରେ (Lady Blackmailer Archana Nag) ଆଉ ଦୁଇଟି ମାମଲା ରହିଛି । ଅର୍ଚ୍ଚନାଙ୍କ ବିରୋଧରେ ଶ୍ରଦ୍ଧାଞ୍ଜଳି (shradhanjali Behera)  କରିଥିବା ଏତଲା ଆଧାରରେ ଖଣ୍ଡଗିରି ଥାନାରେ ହୋଇଥିବା ମାମଲା ଓ ଇଡି ପକ୍ଷରୁ ତଦନ୍ତ ମାମଲା ଏବେବି କୋର୍ଟରେ ବିଚାରାଧୀନ ଅଛି । ସେପଟେ ଏବେ ଅର୍ଚ୍ଚନାଙ୍କ ଗୁମର ଖୋଲିବ କେନ୍ଦ୍ରୀୟ ଫରେନସିକ ଲାବେରୀଟୋରୀ, ସିଏଫଏସଏଲ । ଅର୍ଚ୍ଚନାଙ୍କ ଘରୁ(Archana Nag)  ପେନଡ୍ରାଇଭ, ଲାପଟପ, ଟାବଲଏଡ ଜବତ କରିଥିଲା ପୋଲିସ । ଏହାକୁ ଏସଏଫଏସଲକୁ ପଠାଯାଇଥିଲା । ତେବେ ରାଜ୍ୟ ଫରେନସିକ ଲାବେରୀଟୋରୀ ରୁ ଅର୍ଚ୍ଚନାଙ୍କ(Lady Blackmailer Archana Nag)  ଡିଜିଟଲ ଗେଜେଟ ମିଳିଲାନି । ଏ ନେଇ ଚିଠି ଲେଖିଥିଲା ଇଡି (ED)। ସିଏଫଏସଏଲକୁ ଗେଜେଟ ହସ୍ତାନ୍ତର ପାଇଁ କରିଥିଲା ନିବେଦନ । ଏ ନେଇ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ପିଏମଏଲଏ କୋର୍ଟ । ଜବତ ସାମଗ୍ରୀ ଏସଡିଜେଏମ କୋର୍ଟରେ ଦାଖଲ ନିର୍ଦ୍ଦେଶ ଦିଆଯାଇଛି ।