Advertisement
Photo Details/zeeodisha/odisha2306316
photoDetails0hindi

ଗାଁ ମାଟିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ପ୍ରବଳ ଗହଳୀ ପରିଲକ୍ଷିତ ହୋଇଥିଲା । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ରାଇକଳା ସ୍ଥିତ ଘରେ ଭୋଜନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

1/5

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗାଁ ନିକଟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ ନିକଟରେ ଗାଁ ଲୋକଙ୍କ ଅପେକ୍ଷା

2/5

ଜଣେ ଦିବ୍ୟାଙ୍ଗ ସହିତ ହାତ ମିଳାଇ କଥା ହେଉଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

3/5

ଝୁମ୍ପୁରା ହାଇସ୍କୁଲ ଠାରେ ନିଜ ସହପାଠୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

4/5

ମୁଖ୍ୟମନ୍ତ୍ରୀ ନିଜ ଗାଁରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଉଛି

5/5

ସୁରକ୍ଷାବଳୟ ମଧ୍ୟରେ ନିଜ ଗାଁକୁ ପ୍ରବେଶ କରୁଛନ୍ତି ମୁଖ୍ୟମନ୍ତ୍ରୀ