ଜଳୁଛି ଶିମିଳିପାଳ, ନିଆଁ ଲିଭାଉଛନ୍ତି ୨୫ ଜଣିଆ ଦମକଳ ଏବଂ ଓଡ୍ରାଫ ଟିମ୍
Advertisement
Article Detail0/zeeodisha/odisha2215291

ଜଳୁଛି ଶିମିଳିପାଳ, ନିଆଁ ଲିଭାଉଛନ୍ତି ୨୫ ଜଣିଆ ଦମକଳ ଏବଂ ଓଡ୍ରାଫ ଟିମ୍

ଜଳୁଛି ଶିମିଳିପାଳ ଜାତୀୟ ଉଦ୍ୟାନ । ଆଉ ଭୟଙ୍କର ନିଆଁ ବ୍ୟାପିବା କାରଣରୁ ଅନେକ କ୍ଷୟକ୍ଷତି ମଧ୍ୟ ହେବାରେ ଲାଗିଛି । ଅଭୟାରଣ୍ୟର ଭିତର ଉଭୟ ଉତ୍ତର ଏବଂ ଦକ୍ଷିଣରେ ନିଆଁ ବ୍ୟାପିବା ଦ୍ୱାରା ଜୀବଜନ୍ତୁଙ୍କ ଉପରେ ଏହାର କୁ ପ୍ରଭାବ ପଡିବାରେ ଲାଗିଛି । ସମୁଦାୟ ୪୩ଟି ପଏଣ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି ।

ଜଳୁଛି ଶିମିଳିପାଳ, ନିଆଁ ଲିଭାଉଛନ୍ତି ୨୫ ଜଣିଆ ଦମକଳ ଏବଂ ଓଡ୍ରାଫ ଟିମ୍

ମୟୁରଭଞ୍ଜ: ଜଳୁଛି ଶିମିଳିପାଳ ଜାତୀୟ ଉଦ୍ୟାନ । ଆଉ ଭୟଙ୍କର ନିଆଁ ବ୍ୟାପିବା କାରଣରୁ ଅନେକ କ୍ଷୟକ୍ଷତି ମଧ୍ୟ ହେବାରେ ଲାଗିଛି । ଅଭୟାରଣ୍ୟର ଭିତର ଉଭୟ ଉତ୍ତର ଏବଂ ଦକ୍ଷିଣରେ ନିଆଁ ବ୍ୟାପିବା ଦ୍ୱାରା ଜୀବଜନ୍ତୁଙ୍କ ଉପରେ ଏହାର କୁ ପ୍ରଭାବ ପଡିବାରେ ଲାଗିଛି । ସମୁଦାୟ ୪୩ଟି ପଏଣ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି ।

ତେବେ ଶିମିଳିପାଳରେ ଲାଗିଥିବା ନିଆଁ କୌଣସି ପ୍ରାକୃତିକ ଉପାୟରେ ନୁହେଁ ବରଂ ମନୁଷ୍ୟକୃତ ବୋଲି ସୂଚନା ଦେଇଛନ୍ତି ଶିମିଳିପାଳ ଉପ ନିର୍ଦ୍ଦେଶକ ସମ୍ରାଟ ଗୈଡ଼ା । ଲାଗିଥିବା ନିଆଁ ଆହୁରି ଭୟଙ୍କର ହେବା ପୂର୍ବରୁ ତାହାକୁ ଆୟତ କରିବା ପାଇଁ ୨୬ ଜଣିଆ ଓଡ୍ରାଫ ଏବଂ ଦମକଳ ଟିମ ନିଯୋଜିତ କରାଯାଇଛି । ନିଆଁ ଲିଭାଇବା ପାଇଁ କୁତ୍ରିମ ଉପାୟରେ ସମସ୍ତ ପ୍ରୟାସ କରାଯାଉଛି ବୋଲି ଉପନିର୍ଦ୍ଦେଶକ କହିଛନ୍ତି ।

Also Read- Accident News: ଯାତ୍ରୀବାହୀ ଅଟୋକୁ ପିଟିଦେଲା ଟ୍ରକ୍, ୩ ମୃତ ୪ ଗୁରୁତର

Also Read- Ollywood News; "ଯୋଗିନୀ" ଏକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ରର ଶୁଭମୁକ୍ତି