Odisha Election 2024: ଆଜିଠୁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ
Advertisement
Article Detail0/zeeodisha/odisha2233737

Odisha Election 2024: ଆଜିଠୁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ

Odisha Election 2024: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିବେ। ୪ଟି ସଭାରେ ଆଜି ନବୀନ ଉଦ୍‍ବୋଧନ ରଖିବା କାର୍ଯ୍ୟକ୍ରମ ରହିଛି। ସକାଳ ସାଢ଼େ ୧୦ଟାରେ ନବୀନ କୋରାପୁଟରେ ୧୧ଟା ୪୦ରେ ନବରଙ୍ଗପୁର, ଅପରାହ୍ଣ ୩ଟା ୪୦ରେ ରାୟଗଡ଼ାଠାରେ ସାଧାରଣ ସଭା ସାରି ପାରଳାଖେମୁଣ୍ଡି ଯିବେ।

Odisha Election 2024: ଆଜିଠୁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ

Odisha Election 2024: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିବେ। ୪ଟି ସଭାରେ ଆଜି ନବୀନ ଉଦ୍‍ବୋଧନ ରଖିବା କାର୍ଯ୍ୟକ୍ରମ ରହିଛି। ସକାଳ ସାଢ଼େ ୧୦ଟାରେ ନବୀନ କୋରାପୁଟରେ ୧୧ଟା ୪୦ରେ ନବରଙ୍ଗପୁର, ଅପରାହ୍ଣ ୩ଟା ୪୦ରେ ରାୟଗଡ଼ାଠାରେ ସାଧାରଣ ସଭା ସାରି ପାରଳାଖେମୁଣ୍ଡି ଯିବେ। ସେଠାରେ ଏକ ନିର୍ବାଚନୀ ସଭା ଆୟୋଜନ କରାଯାଇଛି।

 ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏଠାରେ କେବଳ ଏକ ରୋଡ୍‍ ଶୋ’ ରେ ଯୋଗ ଦେଇଥିଲେ। ଏଥା ଗଜପତି ଷ୍ଟାଡିୟମରେ ଲୋକସମାଗମ ସହ ନିଜର ଭାଷଣ ରଖିବେ। ତାଙ୍କ ସହ ବିଜେଡିର ଦ୍ୱିତୀୟ ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍‍ ବି ରହିବେ। ମେ’ ୧୩ ତାରିଖରେ ଏଠାରେ ଭୋଟ ଗ୍ରହଣ ହେବ।ଶେଷରେ ଅପରାହ୍ନ ୫ଟାରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରଚାରରେ ନବୀନଙ୍କ ସହ 5T ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହିବେ ।