IND vs ENG: ଆଡିଲେଡରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୨ ର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।
Trending Photos
India vs England T20 world cup live score 2022: ଟି-୨୦ ବିଶ୍ୱକପ ୨୦୨୨ ର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ଏକପାଖିଆ ଭାବେ ମ୍ୟାଚକୁ ଜିତିନେଇଛି । ଏହି ମ୍ୟାଚରେ ଭାରତକୁ ୧୦ ୱିକେଟରେ ପରାସ୍ତ କରି ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛି । ରବିବାର ଦିନ ଇଂଲଣ୍ଡ ପାକିସ୍ତାନ ସହିତ ଫାଇନାଲରେ ମୁହାଁମୁହିଁ ହେବେ । ପ୍ରଥମେ ବ୍ୟାଟିଂ କରି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଯୋଗୁଁ ଭାରତ ୧୬୮ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଇଂଲଣ୍ଡ ୨୪ ଟି ବଲ ବାକି ଥାଇ କୌଣସି ୱିକେଟ୍ ନ ହରାଇ ମ୍ୟାଚକୁ ଜିତିନେଇଛି ।
ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 170/0 (16 ତମ ଓଭର)
ବ୍ୟାଟସମ୍ୟାନ:
ଜୋସ ବଟଲର: 80 (49 ବଲ୍)
ଆଲେକ୍ସ ହେଲେକ୍ସ: 86 (47 ବଲ୍)
ବୋଲର (ମହମ୍ମଦ ଶାମି)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 4
ପଞ୍ଚମ ବଲ: 1
ଷଷ୍ଠ ବଲ : 6
10 ୱିକେଟରେ ଜିତିଲା ଟିମ୍ ଇଂଲଣ୍ଡ
ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 156/0 (15 ତମ ଓଭର)
ବ୍ୟାଟସମ୍ୟାନ:
ଜୋସ ବଟଲର: 71 (45 ବଲ୍)
ଆଲେକ୍ସ ହେଲେକ୍ସ: 81 (45 ବଲ୍)
ବୋଲର (ଅକ୍ଷର ପଟେଲ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ: 0
ଷଷ୍ଠ ବଲ : 0
ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 154/0 (14 ତମ ଓଭର)
ବ୍ୟାଟସମ୍ୟାନ:
ଜୋସ ବଟଲର: 70 (43 ବଲ୍)
ଆଲେକ୍ସ ହେଲେକ୍ସ: 80 (41 ବଲ୍)
ବୋଲର (ମହମ୍ମଦ ଶାମି)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 4
ଚତୁର୍ଥ ବଲ : 0
ପଞ୍ଚମ ବଲ: 6
ଷଷ୍ଠ ବଲ : 4
ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 140/0 (ତ୍ରୟୋଦଶ ଓଭର)
ବ୍ୟାଟସମ୍ୟାନ:
ଜୋସ ବଟଲର: 56 (37 ବଲ୍)
ଆଲେକ୍ସ ହେଲେକ୍ସ: 80 (41 ବଲ୍)
ବୋଲର (ହାର୍ଦ୍ଦିକ ପାଣ୍ଡ୍ୟା)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 1
ତୃତୀୟ ବଲ : 3
ଚତୁର୍ଥ ବଲ : 4
ପଞ୍ଚମ ବଲ: 6
ଷଷ୍ଠ ବଲ : 1
ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 123/0 (ଦ୍ୱାଦଶ ଓଭର)
ବ୍ୟାଟସମ୍ୟାନ:
ଜୋସ ବଟଲର: 42 (32 ବଲ୍)
ଆଲେକ୍ସ ହେଲେକ୍ସ: 77 (40 ବଲ୍)
ବୋଲର (ଆର ଅଶ୍ୱିନି)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 2
ଚତୁର୍ଥ ବଲ : 1
ପଞ୍ଚମ ବଲ: 6
ଷଷ୍ଠ ବଲ : 4
ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 108/0 (ଏକାଦଶ ଓଭର)
ବ୍ୟାଟସମ୍ୟାନ:
ଜୋସ ବଟଲର: 38 (29 ବଲ୍)
ଆଲେକ୍ସ ହେଲେକ୍ସ: 66 (37 ବଲ୍)
ବୋଲର (ହାର୍ଦ୍ଦିକ ପାଣ୍ଡ୍ୟା)
ପ୍ରଥମ ବଲ : 6
ଦ୍ୱିତୀୟ ବଲ : 2
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ: 1
ଷଷ୍ଠ ବଲ : 1
ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 98/0 (ଦଶମ ଓଭର)
ବ୍ୟାଟସମ୍ୟାନ:
ଜୋସ ବଟଲର: 37 (28 ବଲ୍)
ଆଲେକ୍ସ ହେଲେକ୍ସ: 57 (32 ବଲ୍)
ବୋଲର (ଅର୍ଶଦୀପ ସିଂ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 1
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ: 1
ଷଷ୍ଠ ବଲ : 1
ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 91/0 (ନବମ ଓଭର)
ବ୍ୟାଟସମ୍ୟାନ:
ଜୋସ ବଟଲର: 36 (25 ବଲ୍)
ଆଲେକ୍ସ ହେଲେକ୍ସ: 51 (29 ବଲ୍)
ବୋଲର (ହାର୍ଦ୍ଦିକ ପାଣ୍ଡ୍ୟା)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 4
ତୃତୀୟ ବଲ : 0
ଚତୁର୍ଥ ବଲ : 2
ପଞ୍ଚମ ବଲ: 0
ଷଷ୍ଠ ବଲ : 0
ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 84/0 (ଅଷ୍ଟମ ଓଭର)
ବ୍ୟାଟସମ୍ୟାନ:
ଜୋସ ବଟଲର: 30 (20 ବଲ୍)
ଆଲେକ୍ସ ହେଲେକ୍ସ: 50 (28 ବଲ୍)
ବୋଲର (ଅକ୍ଷର ପଟେଲ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 6
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ: 1
ଷଷ୍ଠ ବଲ : 1
ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 75/0 (ସପ୍ତମ ଓଭର)
ବ୍ୟାଟସମ୍ୟାନ:
ଜୋସ ବଟଲର: 39 (19 ବଲ୍)
ଆଲେକ୍ସ ହେଲେକ୍ସ: 42 (23 ବଲ୍)
ବୋଲର (ଆର ଅଶ୍ୱିନି)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : WD
ଅତିରିକ୍ତ ବଲ: 1
ଚତୁର୍ଥ ବଲ : 1
ପଞ୍ଚମ ବଲ: 6
ଷଷ୍ଠ ବଲ : 1
ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 63/0 (ଷଷ୍ଠ ଓଭର)
ବ୍ୟାଟସମ୍ୟାନ:
ଜୋସ ବଟଲର: 28 (17 ବଲ୍)
ଆଲେକ୍ସ ହେଲେକ୍ସ: 33 (19 ବଲ୍)
ବୋଲର (ଅକ୍ଷର ପଟେଲ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 6
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ: 0
ଷଷ୍ଠ ବଲ : 6
ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 52/0 (ପଞ୍ଚମ ଓଭର)
ବ୍ୟାଟସମ୍ୟାନ:
ଜୋସ ବଟଲର: 26 (16 ବଲ୍)
ଆଲେକ୍ସ ହେଲେକ୍ସ: 24 (14 ବଲ୍)
ବୋଲର (ମହମ୍ମଦ ଶାମି)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 6
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ: 4
ଷଷ୍ଠ ବଲ : 1
ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 41/0 (ଚତୁର୍ଥ ଓଭର)
ବ୍ୟାଟସମ୍ୟାନ:
ଜୋସ ବଟଲର: 24 (14 ବଲ୍)
ଆଲେକ୍ସ ହେଲେକ୍ସ: 16 (10 ବଲ୍)
ବୋଲର (ଅକ୍ଷର ପଟେଲ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 1
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ: 1
ଷଷ୍ଠ ବଲ : 1
ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 33/0 (ତୃତୀୟ ଓଭର)
ବ୍ୟାଟସମ୍ୟାନ:
ଜୋସ ବଟଲର: 18 (11 ବଲ୍)
ଆଲେକ୍ସ ହେଲେକ୍ସ: 13 (7 ବଲ୍)
ବୋଲର (ଭୁବନେଶ୍ୱର କୁମାର)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ: 6
ଷଷ୍ଠ ବଲ : 2
ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 21/0 (ଦ୍ୱିତୀୟ ଓଭର)
ବ୍ୟାଟସମ୍ୟାନ:
ଜୋସ ବଟଲର: 17 (10 ବଲ୍)
ଆଲେକ୍ସ ହେଲେକ୍ସ: 2 (2 ବଲ୍)
ବୋଲର (ଅର୍ଶଦୀପ ସିଂ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 4
ତୃତୀୟ ବଲ : WD
ଅତିରିକ୍ତ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ: 1
ଷଷ୍ଠ ବଲ : 1
ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 13/0 (ପ୍ରଥମ ଓଭର)
ବ୍ୟାଟସମ୍ୟାନ:
ଜୋସ ବଟଲର: 12 (6 ବଲ୍)
ଆଲେକ୍ସ ହେଲେକ୍ସ: 0 (0 ବଲ୍)
ବୋଲର (ଭୁବନେଶ୍ୱର କୁମାର)
ପ୍ରଥମ ବଲ : WD
ଅତିରିକ୍ତ ବଲ: 4
ଦ୍ୱିତୀୟ ବଲ : 0
ତୃତୀୟ ବଲ : 4
ଚତୁର୍ଥ ବଲ : 0
ପଞ୍ଚମ ବଲ: 0
ଷଷ୍ଠ ବଲ : 4
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 168/6 (20 ତମ ଓଭର)
ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 63 (33 ବଲ୍)
ଆର ଅଶ୍ୱନି: 0 (0 ବଲ୍)
ବୋଲର (କ୍ରିସ୍ ଜୋର୍ଡାନ୍)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : W
ଚତୁର୍ଥ ବଲ : 6
ପଞ୍ଚମ ବଲ: 4
ଷଷ୍ଠ ବଲ : W (ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ 63(33) [4s-4 6s-5])
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 156/4 (19 ତମ ଓଭର)
ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 52 (29 ବଲ୍)
ଋଷଭ ପନ୍ତ: 5 (2 ବଲ୍)
ବୋଲର (ସାମ୍ କରନ୍)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 4
ତୃତୀୟ ବଲ : 1
ଚତୁର୍ଥ ବଲ : 4
ପଞ୍ଚମ ବଲ: 6
ଷଷ୍ଠ ବଲ : 4
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 136/4 (18 ତମ ଓଭର)
ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 37 (25 ବଲ୍)
ଋଷଭ ପନ୍ତ: 0 (0 ବଲ୍)
ବୋଲର (କ୍ରିସ୍ ଜୋର୍ଡାନ୍)
ପ୍ରଥମ ବଲ : 6
ଦ୍ୱିତୀୟ ବଲ : 6
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ: 2
ଷଷ୍ଠ ବଲ : W (ବିରାଟ କୋହଲି ଆଉଟ 50(40) [4s-4 6s-1])
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 121/3 (17 ତମ ଓଭର)
ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 24 (21 ବଲ୍)
ବିରାଟ କୋହଲି: 48 (38 ବଲ୍)
ବୋଲର (ସାମ୍ କରନ୍)
ପ୍ରଥମ ବଲ : 6
ଦ୍ୱିତୀୟ ବଲ : 2
ତୃତୀୟ ବଲ : 0
ଚତୁର୍ଥ ବଲ : 2
ପଞ୍ଚମ ବଲ: 0
ଷଷ୍ଠ ବଲ : 1
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 110/3 (16 ତମ ଓଭର)
ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 13 (15 ବଲ୍)
ବିରାଟ କୋହଲି: 48 (38 ବଲ୍)
ବୋଲର (କ୍ରିସ୍ ଜୋର୍ଡାନ୍)
ପ୍ରଥମ ବଲ : WD
ଅତିରିକ୍ତ ବଲ: 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 4
ଚତୁର୍ଥ ବଲ : 1
ପଞ୍ଚମ ବଲ: 2
ଷଷ୍ଠ ବଲ : 1
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 100/3 (15 ତମ ଓଭର)
ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 9 (12 ବଲ୍)
ବିରାଟ କୋହଲି: 43 (35 ବଲ୍)
ବୋଲର (ଲିଆମ୍ ଲିଭିଙ୍ଗଷ୍ଟୋନ୍)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 4
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ: 0
ଷଷ୍ଠ ବଲ : 4
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 90/3 (ଚତୃଦଶ ଓଭର)
ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 4 (9 ବଲ୍)
ବିରାଟ କୋହଲି: 32 (38 ବଲ୍)
ବୋଲର (କ୍ରିସ୍ ୱାକସ୍)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 4
ଚତୁର୍ଥ ବଲ : 1
ପଞ୍ଚମ ବଲ: WD
ଅତିରିକ୍ତ ବଲ: 1
ଷଷ୍ଠ ବଲ : 1
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 80/3 (ତ୍ରୟୋଦଶ ଓଭର)
ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 2 (7 ବଲ୍)
ବିରାଟ କୋହଲି: 31 (28 ବଲ୍)
ବୋଲର (ଲିଆମ୍ ଲିଭିଙ୍ଗଷ୍ଟୋନ୍)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ: 1
ଷଷ୍ଠ ବଲ : 0
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 77/3 (ଦ୍ୱାଦଶ ଓଭର)
ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 1 (3 ବଲ୍)
ବିରାଟ କୋହଲି: 29 (26 ବଲ୍)
ବୋଲର (ଆଦିଲ ରସିଦ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : W (ସୂର୍ଯ୍ୟକୁମାର ଯାଦବ ଆଉଟ 14(10) [4s-1 6s-1])
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ: 1
ଷଷ୍ଠ ବଲ : 1
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 74/2 (ଏକାଦଶ ଓଭର)
ବ୍ୟାଟସମ୍ୟାନ:
ସୂର୍ଯ୍ୟକୁମାର ଯାଦବ: 14 (9 ବଲ୍)
ବିରାଟ କୋହଲି: 27 (24 ବଲ୍)
ବୋଲର (ବେନ୍ ଷ୍ଟୋକ୍ସ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ: 6
ଷଷ୍ଠ ବଲ : 4
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 62/2 (ଦଶମ ଓଭର)
ବ୍ୟାଟସମ୍ୟାନ:
ସୂର୍ଯ୍ୟକୁମାର ଯାଦବ: 3 (4 ବଲ୍)
ବିରାଟ କୋହଲି: 26 (23 ବଲ୍)
ବୋଲର (ଆଦିଲ ରସିଦ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : 2
ଚତୁର୍ଥ ବଲ : 0
ପଞ୍ଚମ ବଲ: 1
ଷଷ୍ଠ ବଲ : 1
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 57/2 (ନବମ ଓଭର)
ବ୍ୟାଟସମ୍ୟାନ:
ସୂର୍ଯ୍ୟକୁମାର ଯାଦବ: 1 (1 ବଲ୍)
ବିରାଟ କୋହଲି: 23 (20 ବଲ୍)
ବୋଲର (କ୍ରିସ୍ ଜୋର୍ଡାନ୍)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 4
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ: (ରୋହିତ ଶର୍ମା ଆଉଟ 27(28) [4s-4])
ଷଷ୍ଠ ବଲ : 0
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 51/1 (ଅଷ୍ଟମ ଓଭର)
ବ୍ୟାଟସମ୍ୟାନ:
ରୋହିତ ଶର୍ମା: 23 (24 ବଲ୍)
ବିରାଟ କୋହଲି: 22 (19 ବଲ୍)
ବୋଲର (ଆଦିଲ ରସିଦ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ: 1
ଷଷ୍ଠ ବଲ : 1
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 46/1 (ସପ୍ତମ ଓଭର)
ବ୍ୟାଟସମ୍ୟାନ:
ରୋହିତ ଶର୍ମା: 21 (21 ବଲ୍)
ବିରାଟ କୋହଲି: 19 (16 ବଲ୍)
ବୋଲର (ଲିଆମ୍ ଲିଭିଙ୍ଗଷ୍ଟୋନ୍)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : 4
ଚତୁର୍ଥ ବଲ : 2
ପଞ୍ଚମ ବଲ: 1
ଷଷ୍ଠ ବଲ : 0
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 38/1 (ଷଷ୍ଠ ଓଭର)
ବ୍ୟାଟସମ୍ୟାନ:
ରୋହିତ ଶର୍ମା: 20 (18 ବଲ୍)
ବିରାଟ କୋହଲି: 12 (13 ବଲ୍)
ବୋଲର (ଆଦିଲ ରସିଦ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ: 1
ଷଷ୍ଠ ବଲ : 1
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 31/1 (ପଞ୍ଚମ ଓଭର)
ବ୍ୟାଟସମ୍ୟାନ:
ରୋହିତ ଶର୍ମା: 14 (13 ବଲ୍)
ବିରାଟ କୋହଲି: 11 (12 ବଲ୍)
ବୋଲର (ସାମ୍ କରନ୍)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 4
ତୃତୀୟ ବଲ : 4
ଚତୁର୍ଥ ବଲ : 1
ପଞ୍ଚମ ବଲ: 0
ଷଷ୍ଠ ବଲ : 0
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 21/1 (ଚତୃର୍ଥ ଓଭର)
ବ୍ୟାଟସମ୍ୟାନ:
ରୋହିତ ଶର୍ମା: 5 (10 ବଲ୍)
ବିରାଟ କୋହଲି: 10 (9 ବଲ୍)
ବୋଲର (କ୍ରିସ୍ ୱେକସ୍)
ପ୍ରଥମ ବଲ : 6
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ : wd
ଅତିରିକ୍ତ ବଲ: 1
ଷଷ୍ଠ ବଲ : 0
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 11/1 (ତୃତୀୟ ଓଭର)
ବ୍ୟାଟସମ୍ୟାନ:
ରୋହିତ ଶର୍ମା: 4 (7 ବଲ୍)
ବିରାଟ କୋହଲି: 2 (5 ବଲ୍)
ବୋଲର (ସାମ୍ କରନ୍)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 10/1 (ଦ୍ୱିତୀୟ ଓଭର)
ବ୍ୟାଟସମ୍ୟାନ:
ରୋହିତ ଶର୍ମା: 4 (5 ବଲ୍)
ବିରାଟ କୋହଲି: 1 (2 ବଲ୍)
ବୋଲର (କ୍ରିସ୍ ୱେକସ୍)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 2
ତୃତୀୟ ବଲ : 1
ଚତୁର୍ଥ ବଲ : W (କେ ଏଲ ରାହୁଲ ଆଉଟ 5(5) [4s-1])
ପଞ୍ଚମ ବଲ : 0
ଷଷ୍ଠ ବଲ : 1
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 06/00 (ପ୍ରଥମ ଓଭର)
ବ୍ୟାଟସମ୍ୟାନ:
ରୋହିତ ଶର୍ମା: 1 (2 ବଲ୍)
କେଏଲ ରାହୁଲ: 5 (4 ବଲ୍)
ବୋଲର (ବେନ୍ ଷ୍ଟୋକ୍ସ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 1
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ : 0
ଷଷ୍ଠ ବଲ : 0
ଇଂଲଣ୍ଡ ଦଳରେ ଆଜି ଦୁଇଟି ପରିବର୍ତ୍ତନ ହୋଇଛି । ଡେଭିଡ୍ ମାଲାନ୍ ଓ ମାର୍କ ୱୁଡ଼ ଆଘାତ ଥିବା ଯୋଗୁଁ ତାଙ୍କ ସ୍ଥାନରେ ଫିଲିପ୍ ସଲ୍ଟ ଓ କ୍ରିସ୍ ଜୋର୍ଡାନଙ୍କୁ ସ୍ଥାନ ମିଳିଛି ।
ଇଂଲଣ୍ଡ ପ୍ଲେଇଂ ଇଲେଭେନ:
ଜୋସ୍ ବଟଲର୍, ଆଲେକ୍ସ ହେଲ୍ସ, ଫିଲିପ୍ ସଲ୍ଟ, ବେନ୍ ଷ୍ଟୋକ୍ସ, ହ୍ୟାରି ବ୍ରୁକ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୋଏନ୍ ଅଲି, ସାମ୍ କରନ୍, କ୍ରିସ୍ ଜୋର୍ଡାନ୍, କ୍ରିସ୍ ୱୁକସ୍, ଆଦିଲ୍ ରସିଦ୍
ଟିମ୍ ଇଣ୍ଡିଆ ପ୍ଲେଇଂ ଇଲେଭେନ:
କେଏଲ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂ
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.