Ind vs NZ 1st ODI Live Updates: ଲଢେଇ କରି ୧୨ ରନରେ ଜିତିଲା ଭାରତ
Advertisement

Ind vs NZ 1st ODI Live Updates: ଲଢେଇ କରି ୧୨ ରନରେ ଜିତିଲା ଭାରତ

ନମସ୍କାର! ଜି ଓଡ଼ିଶା ନ୍ୟୁଜର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ । ଏହି ଲାଇଭ୍ ବ୍ଲଗ୍ ରେ, ଆମେ ଆପଣଙ୍କୁ ଭାରତ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ପ୍ରଥମ ମ୍ୟାଚର ଲଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ । ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ ।

Ind vs NZ 1st ODI Live Updates: ଲଢେଇ କରି ୧୨ ରନରେ ଜିତିଲା ଭାରତ
LIVE Blog

ନମସ୍କାର! ଜି ଓଡ଼ିଶା ନ୍ୟୁଜର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ । ଏହି ଲାଇଭ୍ ବ୍ଲଗ୍ ରେ, ଆମେ ଆପଣଙ୍କୁ ଭାରତ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ପ୍ରଥମ ମ୍ୟାଚର ଲଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ । ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ ।

18 January 2023
21:52 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୩୩୭

ବ୍ୟାଟସମ୍ୟାନ
ବ୍ଲେୟାର ଟିକନର: ୧
ମିଚେଲ ବ୍ରେସଓ୍ୱେଲ : ୧୩୪

୪୯ତମ ଓଭର
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : ୬
ଅତିରିକ୍ତ ବଲ: ଓ୍ୱାଇଡ଼
ଦ୍ୱିତୀୟ ବଲ : ଓ୍ୱିକେଟ
ତୃତୀୟ ବଲ :  
ଚତୁର୍ଥ ବଲ : 
ପଞ୍ଚମ ବଲ : 
ଷଷ୍ଠ ବଲ : 

ପ୍ରଥମ ଦିନିକିଆକୁ ୧୨ରନରେ ଜିତି ନେଇଛି ଭାରତ। ପ୍ରଥମେ ବ୍ୟାଟିଂ କରି ଭାରତ ୩୪୯ ରନର ଟାର୍ଗେଟ ଦେଇଥିବା ବେଳେ ଭ୍ରମଣକାରୀ ଦଳ ୩୩୭ ରନ କରି ଅଲ ଆଉଟ ହୋଇଯାଇଥିଲା। 

21:41 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୩୨୬/୮

ବ୍ୟାଟସମ୍ୟାନ
ଲକି ଫର୍ଗୁସନ: ୭
ମିଚେଲ ବ୍ରେସଓ୍ୱେଲ : ୧୩୨

୪୮ତମ ଓଭର
ବୋଲର: ମହମ୍ମଦ ସାମୀ

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୪
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୬

21:37 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୩୦୯/୮

ବ୍ୟାଟସମ୍ୟାନ
ଲକି ଫର୍ଗୁସନ: ୫୬
ମିଚେଲ ବ୍ରେସଓ୍ୱେଲ : ୧୨୧

୪୭ତମ ଓଭର
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : ୬
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ଅତିରିକ୍ତ ବଲ: ଓ୍ୱାଇଡ଼
ପଞ୍ଚମ ବଲ : ୬
ଷଷ୍ଠ ବଲ : ୦

21:33 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୨୯୪/୮

ବ୍ୟାଟସମ୍ୟାନ
ଲକି ଫର୍ଗୁସନ: ୫୬
ମିଚେଲ ବ୍ରେସଓ୍ୱେଲ : ୧୦୮

୪୬ତମ ଓଭର
ବୋଲର: ମହମ୍ମଦ ସିରାଜ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ଓ୍ୱିକେଟ
ଅତିରିକ୍ତ ବଲ: ଓ୍ୱାଇଡ଼
ପଞ୍ଚମ ବଲ : ଓ୍ୱିକେଟ
ଷଷ୍ଠ ବଲ : ୦

21:21 PM

ସପ୍ତମ ଓ୍ୱିକେଟ ହରାଇଲା ନ୍ୟୁଜିଲାଣ୍ଡ ଦଳ। ୫୭ ରନ କରି ମିଚେଲ ସେଣ୍ଟନର ଆଉଟ। 

21:19 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୨୯୧/୬

ବ୍ୟାଟସମ୍ୟାନ
ମିଚେଲ ସାଣ୍ଟେନର: ୫୬
ମିଚେଲ ବ୍ରେସଓ୍ୱେଲ : ୧୦୭

୪୫ତମ ଓଭର
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୨
ଅତିରିକ୍ତ ବଲ: ଓ୍ୱାଇଡ଼
ଷଷ୍ଠ ବଲ : ୧

21:13 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୨୮୫/୬

ବ୍ୟାଟସମ୍ୟାନ
ମିଚେଲ ସାଣ୍ଟେନର: ୫୨
ମିଚେଲ ବ୍ରେସଓ୍ୱେଲ : ୧୦୬

୪୪ତମ ଓଭର
ବୋଲର: ମହମ୍ମଦ ସିରାଜ

ଅତିରିକ୍ତ ବଲ: ଓ୍ୱାଇଡ଼
ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୪
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

21:09 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୨୭୪/୬

ବ୍ୟାଟସମ୍ୟାନ
ମିଚେଲ ସାଣ୍ଟେନର: ୪୩
ମିଚେଲ ବ୍ରେସଓ୍ୱେଲ : ୧୦୫

୪୩ତମ ଓଭର
ବୋଲର: ମହମ୍ମଦ ସାମି

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୪

21:08 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୨୬୦/୬

ବ୍ୟାଟସମ୍ୟାନ
ମିଚେଲ ସାଣ୍ଟେନର: ୩୭
ମିଚେଲ ବ୍ରେସଓ୍ୱେଲ : ୯୭

୪୨ତମ ଓଭର
ବୋଲର: ମହମ୍ମଦ ସିରାଜ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ଅତିରିକ୍ତ ବଲ: ଓ୍ୱାଇଡ଼
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

21:01 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୨୫୬/୬

ବ୍ୟାଟସମ୍ୟାନ
ମିଚେଲ ସାଣ୍ଟେନର: ୩୫
ମିଚେଲ ବ୍ରେସଓ୍ୱେଲ : ୯୬

୪୧ତମ ଓଭର
ବୋଲର: ମହମ୍ମଦ ସାମୀ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୬
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

20:54 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୨୪୭/୬

ବ୍ୟାଟସମ୍ୟାନ
ମିଚେଲ ସାଣ୍ଟେନର: ୩୩
ମିଚେଲ ବ୍ରେସଓ୍ୱେଲ : ୮୯

୪୦ତମ ଓଭର
ବୋଲର: ଓ୍ୱାସିଂଟନ ସୁନ୍ଦର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୨
ତୃତୀୟ ବଲ : ୬
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୬

20:52 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୨୩୧/୬

ବ୍ୟାଟସମ୍ୟାନ
ମିଚେଲ ସାଣ୍ଟେନର: ୩୨
ମିଚେଲ ବ୍ରେସଓ୍ୱେଲ : ୭୪

୩୯ତମ ଓଭର
ବୋଲର: ଶାର୍ଦ୍ଦୁଳ ଠାକୁର

ପ୍ରଥମ ବଲ : ୦
ଅତିରିକ୍ତ ବଲ: ଓ୍ୱାଇଡ଼
ଦ୍ୱିତୀୟ ବଲ : ୪
ଅତିରିକ୍ତ ବଲ: ଓ୍ୱାଇଡ଼
ଅତିରିକ୍ତ ବଲ: ଓ୍ୱାଇଡ଼
ଅତିରିକ୍ତ ବଲ: ଓ୍ୱାଇଡ଼
ତୃତୀୟ ବଲ : ୪
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୪

20:43 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୨୧୪/୬

ବ୍ୟାଟସମ୍ୟାନ
ମିଚେଲ ସାଣ୍ଟେନର: ୨୮
ମିଚେଲ ବ୍ରେସଓ୍ୱେଲ : ୬୫

୩୮ତମ ଓଭର
ବୋଲର: କୁଲଦୀପ ଯାଦବ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

20:39 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୨୦୫/୬

ବ୍ୟାଟସମ୍ୟାନ
ମିଚେଲ ସାଣ୍ଟେନର: ୨୭
ମିଚେଲ ବ୍ରେସଓ୍ୱେଲ : ୫୭

୩୭ତମ ଓଭର
ବୋଲର: ଶାର୍ଦ୍ଦୁଳ ଠାକୁର

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୪
ଅତିରିକ୍ତ ବଲ: ଓ୍ୱାଇଡ଼
ଅତିରିକ୍ତ ବଲ: ଓ୍ୱାଇଡ଼
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

20:34 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୧୮୮/୬

ବ୍ୟାଟସମ୍ୟାନ
ମିଚେଲ ସାଣ୍ଟେନର: ୨୭
ମିଚେଲ ବ୍ରେସଓ୍ୱେଲ : ୪୨

୩୬ତମ ଓଭର
ବୋଲର: କୁଲଦୀପ ଯାଦବ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୪
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

20:33 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୧୮୩/୬

ବ୍ୟାଟସମ୍ୟାନ
ମିଚେଲ ସାଣ୍ଟେନର: ୨୭
ମିଚେଲ ବ୍ରେସଓ୍ୱେଲ : ୩୭

୩୫ତମ ଓଭର
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୨
ପଞ୍ଚମ ବଲ : ୪
ଷଷ୍ଠ ବଲ : ୧

20:25 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୧୬୨/୬

ବ୍ୟାଟସମ୍ୟାନ
ମିଚେଲ ସାଣ୍ଟେନର: ୨୨
ମିଚେଲ ବ୍ରେସଓ୍ୱେଲ : ୩୦

୩୪ତମ ଓଭର
ବୋଲର: ଓ୍ୱାସିଂଟନ ସୁନ୍ଦର

ପ୍ରଥମ ବଲ : ୬
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

20:23 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୧୬୨/୬

ବ୍ୟାଟସମ୍ୟାନ
ମିଚେଲ ସାଣ୍ଟେନର: ୧୪
ମିଚେଲ ବ୍ରେସଓ୍ୱେଲ : ୨୯

୩୩ତମ ଓଭର
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୪
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

20:22 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୧୫୩/୬

ବ୍ୟାଟସମ୍ୟାନ
ମିଚେଲ ସାଣ୍ଟେନର: ୫
ମିଚେଲ ବ୍ରେସଓ୍ୱେଲ : ୨୯

୩୨ତମ ଓଭର
ବୋଲର: ଓ୍ୱାସିଂଟନ ସୁନ୍ଦର

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୪
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୪

20:14 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୧୪୧/୬

ବ୍ୟାଟସମ୍ୟାନ
ମିଚେଲ ସାଣ୍ଟେନର: ୩
ମିଚେଲ ବ୍ରେସଓ୍ୱେଲ : ୧୯

୩୧ତମ ଓଭର
ବୋଲର : ମହମ୍ମଦ ସିରାଜ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୪
ଷଷ୍ଠ ବଲ : ୧

20:09 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୧୩୪/୬

ବ୍ୟାଟସମ୍ୟାନ
ମିଚେଲ ସାଣ୍ଟେନର: ୨
ମିଚେଲ ବ୍ରେସଓ୍ୱେଲ : ୧୩

୩୦ତମ ଓଭର
ବୋଲର : ଓ୍ୱାସିଂଟନ ସୁନ୍ଦର 

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୨

20:05 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୧୩୧/୬

ବ୍ୟାଟସମ୍ୟାନ
ମିଚେଲ ସାଣ୍ଟେନର: ୦
ମିଚେଲ ବ୍ରେସଓ୍ୱେଲ : ୧୨

୨୯ତମ ଓଭର
ବୋଲର : ମହମ୍ମଦ ସିରାଜ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ଓ୍ୱିକେଟ
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

19:59 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୧୩୦/୫

ବ୍ୟାଟସମ୍ୟାନ
ଟମ ଲାଥୋମ: ୨୪
ମିଚେଲ ବ୍ରେସଓ୍ୱେଲ : ୧୧

୨୮ତମ ଓଭର
ବୋଲର : ଓ୍ୱାସିଂଟନ ସୁନ୍ଦର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

19:57 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୧୨୬/୫

ବ୍ୟାଟସମ୍ୟାନ
ଟମ ଲାଥୋମ: ୨୦
ମିଚେଲ ବ୍ରେସଓ୍ୱେଲ : ୧୧

୨୭ତମ ଓଭର
ବୋଲର : ମହମ୍ମଦ ସାମୀ

ପ୍ରଥମ ବଲ : ୧ (LB)
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୦
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

19:52 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୧୧୫/୫

ବ୍ୟାଟସମ୍ୟାନ
ଟମ ଲାଥୋମ: ୧୯
ମିଚେଲ ବ୍ରେସଓ୍ୱେଲ : ୨

୨୬ତମ ଓଭର
ବୋଲର : ଓ୍ୱାସିଂଟନ ସୁନ୍ଦର

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

19:49 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୧୧୨/୫

ବ୍ୟାଟସମ୍ୟାନ
ଟମ ଲାଥୋମ: ୧୭
ମିଚେଲ ବ୍ରେସଓ୍ୱେଲ : ୧

୨୫ତମ ଓଭର
ବୋଲର : ମହମ୍ମଦ ସାମି

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ଓ୍ୱିକେଟ (ଗ୍ଲେନ ଫିଲିପ)
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

19:44 PM

ଭ୍ରମଣକାରୀ ନ୍ୟୁଜିଲାଣ୍ଡର ପଞ୍ଚମ ଓ୍ୱିକେଟର ପତନ। ଗ୍ଲେନ ଫିଲିପ ୧୧ ରନ କରି ଆଉଟ।

19:43 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୧୧୦/୪

ବ୍ୟାଟସମ୍ୟାନ
ଟମ ଲାଥୋମ: ୧୬
ଗ୍ଲେନ ଫିଲିପ : ୧୧

୨୪ତମ ଓଭର
ବୋଲର : ଓ୍ୱାସିଂଟନ ସୁନ୍ଦର

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

19:39 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୧୦୭/୪

ବ୍ୟାଟସମ୍ୟାନ
ଟମ ଲାଥୋମ: ୧୫
ଗ୍ଲେନ ଫିଲିପ : ୯

୨୩ତମ ଓଭର
ବୋଲର : ମହମ୍ମଦ ସାମୀ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

19:35 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୧୦୪/୪

ବ୍ୟାଟସମ୍ୟାନ
ଟମ ଲାଥୋମ: ୧୪
ଗ୍ଲେନ ଫିଲିପ : ୭

୨୨ତମ ଓଭର
ବୋଲର : କୁଲଦୀପ ଯାଦବ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୪

19:32 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୯୮/୪

ବ୍ୟାଟସମ୍ୟାନ
ଟମ ଲାଥୋମ: ୯
ଗ୍ଲେନ ଫିଲିପ : ୬

୨୧ତମ ଓଭର
ବୋଲର : ଶାର୍ଦ୍ଦୁଳ ଠାକୁର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

19:26 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୯୭/୪

ବ୍ୟାଟସମ୍ୟାନ
ଟମ ଲାଥୋମ: ୮
ଗ୍ଲେନ ଫିଲିପ : ୬

୨୦ତମ ଓଭର
ବୋଲର : କୁଲଦୀପ ଯାଦବ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

19:26 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୯୬/୪

ବ୍ୟାଟସମ୍ୟାନ
ଟମ ଲାଥୋମ: ୭
ଗ୍ଲେନ ଫିଲିପ : ୬

୧୯ତମ ଓଭର
ବୋଲର : ଶାର୍ଦ୍ଦୁଳ ଠାକୁର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

19:25 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୯୫/୪

ବ୍ୟାଟସମ୍ୟାନ
ଟମ ଲାଥୋମ: ୬
ଗ୍ଲେନ ଫିଲିପ : ୬

୧୮ତମ ଓଭର
ବୋଲର : କୁଲଦୀପ ଯାଦବ

ପ୍ରଥମ ବଲ : ୨
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୨
ଚତୁର୍ଥ ବଲ : ଓ୍ୱିକେଟ
ପଞ୍ଚମ ବଲ : ୦
ଷଷ୍ଠ ବଲ : ୬

19:18 PM

ଚତୁର୍ଥ ଓ୍ୱିକେଟର ପତନ। ଡାରେନ ମିଚେଲ ୯ ରନ କରି ପାଭିଲିୟନ ଫେରିଛନ୍ତି। 

19:17 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୮୫/୩

ବ୍ୟାଟସମ୍ୟାନ
ଟମ ଲାଥୋମ: ୬
ଡାରଲି ମିଚେଲ : ୫

୧୭ତମ ଓଭର
ବୋଲର : ଶାର୍ଦ୍ଦୁଳ ଠାକୁର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୪
ଷଷ୍ଠ ବଲ : ୦

19:12 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୭୯/୨

ବ୍ୟାଟସମ୍ୟାନ
ଟମ ଲାଥୋମ: ୧
ଡାରଲି ମିଚେଲ : ୪

୧୬ତମ ଓଭର
ବୋଲର : କୁଲଦୀପ ଯାଦବ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ଓ୍ୱିକେଟ (ହେନରି ନିକୋଲାସ)
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

19:07 PM

ଭ୍ରମଣକାରୀ ଦଳର ତୃତୀୟ ଓ୍ୱିକେଟର ପତନ। ତୃତୀୟ ଓ୍ୱିକେଟ ଭାବେ ହେନରି ନିକୋଲାସ ୧୮ ରନ କରି ପାଭିଲିୟନ ଫେରିଛନ୍ତି। 

19:04 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୭୪/୨

ବ୍ୟାଟସମ୍ୟାନ
ହେନରି ନିକୋଲାସ: ୧୪
ଡାରଲି ମିଚେଲ : ୪

୧୫ତମ ଓଭର
ବୋଲର : ଶାର୍ଦ୍ଦୁଳ ଠାକୁର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୨
ତୃତୀୟ ବଲ : ୨
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

19:03 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୭୦/୨

ବ୍ୟାଟସମ୍ୟାନ
ହେନରି ନିକୋଲାସ: ୧୪
ଡାରଲି ମିଚେଲ : ୦

୧୪ତମ ଓଭର
ବୋଲର : କୁଲଦୀପ ଯାଦବ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

19:00 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୭୦/୨

ବ୍ୟାଟସମ୍ୟାନ
ହେନରି ନିକୋଲାସ: ୧୩
ଡାରଲି ମିଚେଲ : ୦

୧୩ତମ ଓଭର
ବୋଲର : ଶାର୍ଦ୍ଦୁଲ ଠାକୁର

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ଓ୍ୱିକେଟ (ଫିନ ଏଲନ)
ଷଷ୍ଠ ବଲ : ୦

18:53 PM

ଦ୍ୱିତୀୟ ଓ୍ୱିକେଟ ହରାଇଲା ଭ୍ରମଣକାରୀ ଦଳ। ଫିଲନ ଆଲନ ୪୦ ରନ କରି ପାଭିଲିୟନ ଫେରିଲେ। 

18:51 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୬୯/୧

ବ୍ୟାଟସମ୍ୟାନ
ହେନରି ନିକୋଲାସ: ୧୩
ଫିନ ଏଲନ : ୪୦

୧୨ତମ ଓଭର
ବୋଲର : କୁଲଦୀପ ଯାଦବ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

18:46 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୬୨/୧

ବ୍ୟାଟସମ୍ୟାନ
ହେନରି ନିକୋଲାସ: ୧୧
ଫିନ ଏଲନ : ୩୫

୧୧ତମ ଓଭର
ବୋଲର : ହାର୍ଦ୍ଦିକ ପାଣ୍ଡ୍ୟା

ଅତିରିକ୍ତ ବଲ: ଓ୍ୱାଇଡ଼
ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୪
ଚତୁର୍ଥ ବଲ : ୬
ପଞ୍ଚମ ବଲ : ୪
ଷଷ୍ଠ ବଲ : ୪

18:39 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୪୨/୧

ବ୍ୟାଟସମ୍ୟାନ
ହେନରି ନିକୋଲାସ: ୧୦
ଫିନ ଏଲନ : ୧୭

ଦଶମ ଓଭର
ବୋଲର : ମହମ୍ମଦ ସିରାଜ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୦
ଅତିରିକ୍ତ ବଲ: ଓ୍ୱାଇଡ଼
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୪
ଷଷ୍ଠ ବଲ : ୧

18:35 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୩୨/୧

ବ୍ୟାଟସମ୍ୟାନ
ହେନରି ନିକୋଲାସ: ୧
ଫିନ ଏଲନ : ୧୭

ନବମ ଓଭର
ବୋଲର : ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୨

18:28 PM

ଅଷ୍ଟମ ଓଭର
ବୋଲର : ସିରାଜ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

18:28 PM

ସପ୍ତମ ଓଭର
ବୋଲର : ମହମ୍ମଦ ସାମି

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

18:20 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୨୮/୧

ବ୍ୟାଟସମ୍ୟାନ
ହେନରି ନିକୋଲାସ: ୦
ଫିନ ଏଲନ : ୧୪

ଷଷ୍ଠ ଓଭର
ବୋଲର : ମହମ୍ମଦ ସିରାଜ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ଓ୍ୱିକେଟ (ଡେଭନ କନଭୟ)
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

18:15 PM

ନ୍ୟୁଜିଲାଣ୍ଡର ପ୍ରଥମ ଓ୍ୱିକେଟର ପତନ। ଡେଭନ କନଭୟ ୧୦ ରନ କରି ପାଭିଲିୟନ ଫେରିଛନ୍ତି। 

18:14 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୨୮/୦

ବ୍ୟାଟସମ୍ୟାନ
ଡେଭନ କନଭୟ: ୧୦
ଫିନ ଏଲନ : ୧୪

ପଞ୍ଚମ ଓଭର
ବୋଲର : ମହମ୍ମଦ ସାମି

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୦ 
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

18:10 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୨୪/୦

ବ୍ୟାଟସମ୍ୟାନ
ଡେଭନ କନଭୟ: ୧୦
ଫିନ ଏଲନ : ୧୦

ଚତୁର୍ଥ ଓଭର
ବୋଲର : ମହମ୍ମଦ ସିରାଜ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୪ (LB)
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

18:05 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୧୮/୦

ବ୍ୟାଟସମ୍ୟାନ
ଡେଭନ କନଭୟ: ୯
ଫିନ ଏଲନ : ୯

ତୃତୀୟ ଓଭର
ବୋଲର : ମହମ୍ମଦ ସାମି

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

18:01 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୧୨/୦

ବ୍ୟାଟସମ୍ୟାନ
ଡେଭନ କନଭୟ: ୮
ଫିନ ଏଲନ : ୪

ଦ୍ୱିତୀୟ ଓଭର
ବୋଲର : ମହମ୍ମଦ ସିରାଜ

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୪
ଷଷ୍ଠ ବଲ : ୦

17:56 PM

ସ୍କୋର
ଭାରତ: ୩୪୯/୮
ନ୍ୟୁଜିଲାଣ୍ଡ: ୪/୦

ବ୍ୟାଟସମ୍ୟାନ
ଡେଭନ କନଭୟ: ୦
ଫିନ ଏଲନ : ୪

ପ୍ରଥମ ଓଭର
ବୋଲର : ମହମ୍ମଦ ସାମି

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

17:21 PM

ସ୍କୋର
ଭାରତ: ୩୪୯/୮

ବ୍ୟାଟସମ୍ୟାନ
କୁଳଦୀପ ଯାଦବ: ୫
ମହମ୍ମଦ ସାମି : ୨ 

୫୦ତମ ଓଭର
ବୋଲର : ହେନେରି ସିପଲି

ପ୍ରଥମ ବଲ : ୬
ଦ୍ୱିତୀୟ ବଲ : ଓ୍ୱିକେଟ (ଶୁବମନ ଗିଲ)
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

17:17 PM

୨୦୮ ରନ କରି ଆଉଟ ହେଲେ ଶୁବମନ ଗିଲ। 

17:14 PM

ସ୍କୋର
ଭାରତ: ୩୩୯/୭

ବ୍ୟାଟସମ୍ୟାନ
କୁଳଦୀପ ଯାଦବ: ୩
ଶୁବମନ ଗିଲ : ୨୦୨

୪୯ତମ ଓଭର
ବୋଲର : ଲକି ଫର୍ଗୁସନ

ପ୍ରଥମ ବଲ : ୬
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୬
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

17:05 PM

ସ୍କୋର
ଭାରତ: ୩୦୩/୭

ବ୍ୟାଟସମ୍ୟାନ
କୁଳଦୀପ ଯାଦବ: ୧
ଶୁବମନ ଗିଲ : ୧୬୯

୪୭ତମ ଓଭର
ବୋଲର : ଲକି ଫର୍ଗୁସନ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ଓ୍ୱିକେଟ (ଶାର୍ଦ୍ଦୁଳ ଠାକୁର)
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

17:03 PM

ରନ ଆଉଟ ହେଲେ ଶାର୍ଦ୍ଦୁଳ ଠାକୁର। ଦଳର ସପ୍ତମ ଓ୍ୱିକେଟର ପତନ। 

17:01 PM

ସ୍କୋର
ଭାରତ: ୨୯୯/୬

ବ୍ୟାଟସମ୍ୟାନ
ଶାର୍ଦ୍ଦୁଳ ଠାକୁର: ୧
ଶୁବମନ ଗିଲ : ୧୬୮

୪୬ତମ ଓଭର
ବୋଲର : ବ୍ଲେୟାର ଟିକନର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୨
ତୃତୀୟ ବଲ : ୨
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୨

16:56 PM

ସ୍କୋର
ଭାରତ: ୨୯୨/୬

ବ୍ୟାଟସମ୍ୟାନ
ଓ୍ୱାସିଂଟନ ସୁନ୍ଦର: ୧୨
ଶୁବମନ ଗିଲ : ୧୬୨

୪୫ତମ ଓଭର
ବୋଲର : ହେନେରି ସିପଲି

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୨
ଅତିରିକ୍ତ ବଲ: ଓ୍ୱାଇଡ଼
ଷଷ୍ଠ ବଲ : ଓ୍ୱିକେଟ (ଓ୍ୱାସିଂଟନ ସୁନ୍ଦର)

16:54 PM

ଭାରତର ଷଷ୍ଠ ଓ୍ୱିକେଟର ପତନ। ହେନେରି ସିପଲିଙ୍କ ବଲରେ ଏଲବିଡବ୍ଲ୍ୟୁ ହେଲେ ଓ୍ୱାସିଂଟନ ସୁନ୍ଦର।

16:49 PM

ସ୍କୋର
ଭାରତ: ୨୮୬/୫

ବ୍ୟାଟସମ୍ୟାନ
ଓ୍ୱାସିଂଟନ ସୁନ୍ଦର: ୧୦
ଶୁବମନ ଗିଲ : ୧୫୯

୪୪ତମ ଓଭର
ବୋଲର : ମିଚେଲ ବ୍ରେସଓ୍ୱେଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୨
ଷଷ୍ଠ ବଲ : ୧

16:44 PM

ସ୍କୋର
ଭାରତ: ୨୭୯/୫

ବ୍ୟାଟସମ୍ୟାନ
ଓ୍ୱାସିଂଟନ ସୁନ୍ଦର: ୮
ଶୁବମନ ଗିଲ : ୧୫୪

୪୩ତମ ଓଭର
ବୋଲର : ମିଚେଲ ବ୍ରେସଓ୍ୱେଲ

ପ୍ରଥମ ବଲ : ୨
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୬
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

16:42 PM

୧୨୩ ବଲ ଖେଳି ୧୫୩ ରନ ପୁରଣ କରିଛନ୍ତି ଶୁବମନ ଗିଲ। 

16:40 PM

ସ୍କୋର
ଭାରତ: ୨୬୯/୫

ବ୍ୟାଟସମ୍ୟାନ
ଓ୍ୱାସିଂଟନ ସୁନ୍ଦର: ୫
ଶୁବମନ ଗିଲ : ୧୪୭

୪୨ତମ ଓଭର
ବୋଲର : ମିଚେଲ ସେଣ୍ଟନର

ପ୍ରଥମ ବଲ : ୧
ଅତିରିକ୍ତ ବଲ: ଓ୍ୱାଇଡ଼
ଦ୍ୱିତୀୟ ବଲ : ୨
ତୃତୀୟ ବଲ : ୨
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

16:36 PM

ସ୍କୋର
ଭାରତ: ୨୫୭/୫

ବ୍ୟାଟସମ୍ୟାନ
ଓ୍ୱାସିଂଟନ ସୁନ୍ଦର: ୩
ଶୁବମନ ଗିଲ : ୧୩୮

୪୧ତମ ଓଭର
ବୋଲର : ମିଚେଲ ବ୍ରାସଓ୍ୱେଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୨
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

16:32 PM

ସ୍କୋର
ଭାରତ: ୨୫୨/୫

ବ୍ୟାଟସମ୍ୟାନ
ଓ୍ୱାସିଂଟନ ସୁନ୍ଦର: ୧
ଶୁବମନ ଗିଲ : ୧୩୪

୪୦ତମ ଓଭର
ବୋଲର : ଡାର୍ଲି ମିଚେଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ଓ୍ୱିକେଟ (ହାର୍ଦ୍ଦିକ ପାଣ୍ଡ୍ୟା)
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

16:27 PM

ଦଳର ପଞ୍ଚମ ଓ୍ୱିକେଟର ପତନ। ବ୍ୟକ୍ତିଗତ ୨୮ ରନ କରି ଆଉଟ ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। 

16:20 PM

ସ୍କୋର
ଭାରତ: ୨୪୬/୪

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୨୭
ଶୁବମନ ଗିଲ : ୧୩୧

୩୯ତମ ଓଭର
ବୋଲର : ଲକି ଫର୍ଗୁସନ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୪
ଷଷ୍ଠ ବଲ : ୦

16:18 PM

ସ୍କୋର
ଭାରତ: ୨୩୯/୪

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୨୨
ଶୁବମନ ଗିଲ : ୧୨୯

୩୮ତମ ଓଭର
ବୋଲର : ହେନରି ସିପଲି

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୨
ତୃତୀୟ ବଲ : ୦
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

16:10 PM

ସ୍କୋର
ଭାରତ: ୨୩୨/୪

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୨୨
ଶୁବମନ ଗିଲ : ୧୨୨

୩୭ତମ ଓଭର
ବୋଲର : ଲକି ଫର୍ଗୁସନ

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୨

16:08 PM

ସ୍କୋର
ଭାରତ: ୨୨୨/୪

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୧୪
ଶୁବମନ ଗିଲ : ୧୨୦

୩୬ତମ ଓଭର
ବୋଲର : ହେନେରି ସିପଲି

ପ୍ରଥମ ବଲ : ୨
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

16:05 PM

ସ୍କୋର
ଭାରତ: ୨୧୪/୪

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୧୩
ଶୁବମନ ଗିଲ : ୧୧୩

୩୫ତମ ଓଭର
ବୋଲର : ବ୍ଲେୟାର ଟିକନର

ଅତିରିକ୍ତ ବଲ: ଓ୍ୱାଇଡ଼
ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

16:00 PM

ସ୍କୋର
ଭାରତ: ୨୧୦/୪

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୧୨
ଶୁବମନ ଗିଲ : ୧୧୧

୩୪ତମ ଓଭର
ବୋଲର : ହେନେରୀ ସିପଲି

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ଅତିରିକ୍ତ ବଲ: ଓ୍ୱାଇଡ଼
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

15:52 PM

ସ୍କୋର
ଭାରତ: ୨୦୩/୪

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୭
ଶୁବମନ ଗିଲ : ୧୧୦

୩୩ତମ ଓଭର
ବୋଲର : ବ୍ଲେୟାର ଟିକନର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

15:48 PM

ସ୍କୋର
ଭାରତ: ୧୯୬/୪

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୫
ଶୁବମନ ଗିଲ : ୧୦୫

୩୨ତମ ଓଭର
ବୋଲର : ମିଚେଲ ସାଣ୍ଟେନର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୪
ଷଷ୍ଠ ବଲ : ୦

15:46 PM

ସ୍କୋର
ଭାରତ: ୧୯୧/୪

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୪
ଶୁବମନ ଗିଲ : ୧୦୧

୩୧ତମ ଓଭର
ବୋଲର : ଡାରିଲ ମିଚେଲ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ଅତିରିକ୍ତ ବଲ: ଓ୍ୱାଇଡ଼ + ୩
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

15:42 PM

ସ୍କୋର
ଭାରତ: ୧୮୫/୪

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୨
ଶୁବମନ ଗିଲ : ୧୦୦

୩୦ତମ ଓଭର
ବୋଲର : ମିଚେଲ ସାଣ୍ଟନେର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

15:40 PM

ଶୁବମନ ଗିଲଙ୍କ ଶତକ ପୂରଣ

15:36 PM

ସ୍କୋର
ଭାରତ: ୧୭୭/୩

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୧
ଶୁବମନ ଗିଲ : ୯୩

୨୮ତମ ଓଭର
ବୋଲର : ଡାରିଲ ମିଚେଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ଓ୍ୱିକେଟ (ସୂର୍ଯ୍ୟକୁମାର)
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

15:33 PM

ଭାରତର ଚତୁର୍ଥ ଓ୍ୱିକେଟର ପତନ। ସୂର୍ଯ୍ୟକୁମାର ଯାଦବ ୩୧ ରନ କରି ପାଭିଲିୟନ ଫେରିଛନ୍ତି। 

15:31 PM

ସ୍କୋର
ଭାରତ: ୧୭୪/୩

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୩୧
ଶୁବମନ ଗିଲ : ୯୧

୨୮ତମ ଓଭର
ବୋଲର : ମିଚେଲ ସାଣ୍ଟନେର

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

15:24 PM

ସ୍କୋର
ଭାରତ: ୧୬୮/୩

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୩୦
ଶୁବମନ ଗିଲ : ୮୬

୨୭ତମ ଓଭର
ବୋଲର : ଡାରିଲ ମିଚେଲ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

15:23 PM

ସ୍କୋର
ଭାରତ: ୧୬୦/୩

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୨୮
ଶୁବମନ ଗିଲ : ୮୦

୨୬ତମ ଓଭର
ବୋଲର : ବ୍ଲେୟାର ଟିକନେର

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୨
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

15:17 PM

ସ୍କୋର
ଭାରତ: ୧୫୪/୩

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୨୪
ଶୁବମନ ଗିଲ : ୭୮

୨୫ତମ ଓଭର
ବୋଲର : ଡାରିଲ ମିଚେଲ

ପ୍ରଥମ ବଲ : ୨
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୨

15:15 PM

ସ୍କୋର
ଭାରତ: ୧୪୬/୩

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୨୨
ଶୁବମନ ଗିଲ : ୭୨

୨୪ତମ ଓଭର
ବୋଲର : ବ୍ଲେୟାର ଟିକନେର

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

15:08 PM

ସ୍କୋର
ଭାରତ: ୧୩୮/୩

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୨୦
ଶୁବମନ ଗିଲ : ୬୬

୨୩ତମ ଓଭର
ବୋଲର : ମାଇକେଲ ବ୍ରେସଓ୍ୱେଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

15:06 PM

ସ୍କୋର
ଭାରତ: ୧୩୨/୩

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୧୫
ଶୁବମନ ଗିଲ : ୬୫

୨୨ତମ ଓଭର
ବୋଲର : ଲକି ଫର୍ଗୁସନ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

15:00 PM

ସ୍କୋର
ଭାରତ: ୧୨୨/୩

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୬
ଶୁବମନ ଗିଲ : ୬୪

୨୧ତମ ଓଭର
ବୋଲର : ମାଇକେଲ ବ୍ରେସଓ୍ୱେଲ

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

14:58 PM

ସ୍କୋର
ଭାରତ: ୧୧୯/୩

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୪
ଶୁବମନ ଗିଲ : ୫୮

୨୦ତମ ଓଭର
ବୋଲର : ଲକି ଫର୍ଗୁସନ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୧
ଚତୁର୍ଥ ବଲ : ଓ୍ୱିକେଟ (ଇଶାନ କିସନ)
ପଞ୍ଚମ ବଲ : ୦
ଷଷ୍ଠ ବଲ : ୪

14:53 PM

ଭାରତର ତୃତୀୟ ଓ୍ୱିକେଟର ପତନ। ତୃତୀୟ ଓ୍ୱିକେଟ ଭାବେ ପାଭିଲିୟନ ଫେରିଛନ୍ତି ଇଶାନ କିସନ। ମାତ୍ର ୮ ରନ କରି ପାଭିଲିୟନ ଫେରିଛନ୍ତି ଇଶାନ

14:52 PM

ସ୍କୋର
ଭାରତ: ୧୦୫/୨

ବ୍ୟାଟସମ୍ୟାନ
ଇଶାନ କିଶାନ: ୫
ଶୁବମନ ଗିଲ : ୫୭

୧୯ତମ ଓଭର
ବୋଲର : ମାଇକେଲ ବ୍ରେସୱେଲ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୬
ଷଷ୍ଠ ବଲ : ୧

14:48 PM

ସ୍କୋର
ଭାରତ: ୯୬/୨

ବ୍ୟାଟସମ୍ୟାନ
ଇଶାନ କିଶାନ: ୪
ଶୁବମନ ଗିଲ : ୪୫

୧୮ତମ ଓଭର
ବୋଲର : ମାଇକେଲ ବ୍ରେସୱେଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

14:44 PM

ସ୍କୋର
ଭାରତ: ୯୫/୨

ବ୍ୟାଟସମ୍ୟାନ
ଇଶାନ କିଶାନ: ୪
ଶୁବମନ ଗିଲ : ୪୪

୧୭ତମ ଓଭର
ବୋଲର : ମାଇକେଲ ବ୍ରେସୱେଲ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

14:41 PM

ସ୍କୋର
ଭାରତ: ୯୧/୨

ବ୍ୟାଟସମ୍ୟାନ
ଇଶାନ କିଶାନ: ୩
ଶୁବମନ ଗିଲ : ୪୨

୧୬ତମ ଓଭର
ବୋଲର : ମିଚେଲ ସାଣ୍ଟନର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ଓ୍ୱିକେଟ (ବିରାଟ କୋହଲି)
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

14:37 PM

ଭାରତର ଦ୍ୱିତୀୟ ଓ୍ୱିକେଟର ପତନ। ବିରାଟ କୋହଲି ୮ ରନ କରି ସେଣ୍ଟନରଙ୍କ ବଲରେ ଆଉଟ। 

14:33 PM

ସ୍କୋର
ଭାରତ: ୮୮/୧

ବ୍ୟାଟସମ୍ୟାନ
ବିରାଟ କୋହଲି: ୮
ଶୁବମନ ଗିଲ : ୪୧

୧୫ତମ ଓଭର
ବୋଲର : ହେନେରୀ ସିପଲି

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୪
ଷଷ୍ଠ ବଲ : ୦

14:29 PM

ସ୍କୋର
ଭାରତ: ୭୫/୧

ବ୍ୟାଟସମ୍ୟାନ
ବିରାଟ କୋହଲି: ୩
ଶୁବମନ ଗିଲ : ୩୩

୧୪ତମ ଓଭର
ବୋଲର : ମିଚେଲ ସାଣ୍ଟନର

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧