Rajyasabha Poll: ଫେବୃଆରୀ ୨୭ରେ ରାଜ୍ୟସଭା ନିର୍ବାଚନ, ରାଜ୍ୟରୁ ସରୁଛି ଏହି ତିନି ସାଂସଦଙ୍କ କାର୍ଯ୍ୟକାଳ?
Advertisement
Article Detail0/zeeodisha/odisha2084424

Rajyasabha Poll: ଫେବୃଆରୀ ୨୭ରେ ରାଜ୍ୟସଭା ନିର୍ବାଚନ, ରାଜ୍ୟରୁ ସରୁଛି ଏହି ତିନି ସାଂସଦଙ୍କ କାର୍ଯ୍ୟକାଳ?

Rajyasabha Poll: ରାଜ୍ୟସଭା ନିର୍ବାଚନ (Rajyasabha Poll) ପାଇଁ ବାଜିଲା ବିଗୁଲ୍ । ଘୋଷଣା ହେଲା ରାଜ୍ୟସଭା ନିର୍ବାଚନ ତାରିଖ।  ଆସନ୍ତା ଫେବୃଆରୀ ୨୭ ତାରିଖରେ ହେବ ନିର୍ବାଚନ ବୋଲି ଜଣାପଡିଛି। ୧୫ଟି ରାଜ୍ୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ( Election Commission of India )। ଓଡ଼ିଶାରେ ଖାଲିପଡିଥିବା 3 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। 

 

Rajyasabha Poll: ଫେବୃଆରୀ ୨୭ରେ ରାଜ୍ୟସଭା ନିର୍ବାଚନ, ରାଜ୍ୟରୁ ସରୁଛି ଏହି ତିନି ସାଂସଦଙ୍କ କାର୍ଯ୍ୟକାଳ?

Rajyasabha Poll: ରାଜ୍ୟସଭା ନିର୍ବାଚନ (Rajyasabha Poll) ପାଇଁ ବାଜିଲା ବିଗୁଲ୍ । ଘୋଷଣା ହେଲା ରାଜ୍ୟସଭା ନିର୍ବାଚନ ତାରିଖ।  ଆସନ୍ତା ଫେବୃଆରୀ ୨୭ ତାରିଖରେ ହେବ ନିର୍ବାଚନ ବୋଲି ଜଣାପଡିଛି। ୧୫ଟି ରାଜ୍ୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ( Election Commission of India )। ଓଡ଼ିଶାରେ ଖାଲିପଡିଥିବା 3 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ପାଇଁ ଫେବୃଆରୀ ୮ରେ ପ୍ରକାଶ ପାଇବ ବିଜ୍ଞପ୍ତି। ଫେବୃଆରୀ ୧୫ରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। ଏବଂ ୧୬ରେ ଯାଂଚ ପ୍ରକ୍ରିୟା କରାଯିବା ସହ ୨୦ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଅନ୍ୟପଟେ ଏପ୍ରିଲ୍ ୩ରେ ଓଡି଼ଶାର ତିନି ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଇଛି। ସେମାନେ ହେଲେ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ବିନୀ ବୈଷ୍ଣବ।