BJD Candidate List 2024: ଦ୍ବିତୀୟ ପର୍ଯ୍ୟାୟ ବିଧାୟକ ଏବଂ ତୃତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡି଼ି
Advertisement

BJD Candidate List 2024: ଦ୍ବିତୀୟ ପର୍ଯ୍ୟାୟ ବିଧାୟକ ଏବଂ ତୃତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡି଼ି

BJD MP Candidate List 2024: ବୁଧବାର ବିଜୁ ଜନତା ଦଳ ୨୭ ବିଧାନସଭା ଏବଂ ୫ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

 

BJD Candidate List 2024: ଦ୍ବିତୀୟ ପର୍ଯ୍ୟାୟ ବିଧାୟକ ଏବଂ ତୃତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡି଼ି

BJD MLA Candidate List 2024: ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଥିବା ଉଭୟ ବିଧାନସଭା-ଲୋକସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ବିଧାୟକ ଏବଂ ତୃତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ତାଲିକା ଜାରି କରିଛି ବିଜୁ ଜନତା ଦଶ। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ବିଭିନ୍ନ ଆସନରୁ ନିର୍ବାଚନ ଲଢିବାକୁ ଯାଉଥିବା ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ବୁଧବାର ବିଜେଡ଼ି ୨୭ ବିଧାନସଭା ଏବଂ ୫ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

ବିଜେଡ଼ି ବିଧାୟକ ପ୍ରାର୍ଥୀ?

  • ବ୍ରଜରାଜନଗର-ଅଳକା ମହାନ୍ତି
  • ଝାରସୁଗୁଡ଼ା-ଦୀପାଳି ଦାସ
  • ତଳସରା-ବିନୟ କୁମାର ଟପୋ
  • ସୁନ୍ଦରଗଡ଼-ଯୋଗେଶ ସିଂହ
  • ରାଜଗାଙ୍ଗପୁର-ଅନିଲ ବରୱା
  • ବଣାଇ-ଭୀମସେନ ଚୌଧୁରୀ
  • ଯଶୀପୁର-ଚକ୍ରଧର ହେମ୍ବ୍ରମ୍
  • ଉଦଳା-ଶ୍ରୀନାଥ ସୋରେନ
  • ବାରିପଦା-ସାନନ୍ଦ ମାରାଣ୍ଡି
  • ବଡ଼ସାହି-ଅନୁସୂୟା ପାତ୍ର 
  • ମୋରଡ଼ା-ପ୍ରୀତିନନ୍ଦା କାନୁନଗୋ
  • ସୋର-ମାଧବ ଧଡ଼ା
  • ଆଠମଲ୍ଲିକ-ନଳିନୀକାନ୍ତ ପ୍ରଧାନ
  • ବୀରମହାରାଜପୁର-ପଦ୍ନନାଭ ବେହେରା
  • ଖରିଆର ରୋଡ-ଅଧିରାଜ ମୋହନ ପାଣିଗ୍ରାହୀ
  • ଫୁଲବାଣୀ-ଜୟଶ୍ରୀ କହଁର 
  • ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା
  • ତିର୍ତ୍ତୋଲ-ରମାକାନ୍ତ ଭୋଇ
  • ଜଗତସିଂହପୁର-ପ୍ରଶାନ୍ତ କୁମାର ମୁଦୁଲି
  • ଭୁବନେଶ୍ୱର ଉତ୍ତର-ସୁଶାନ୍ତ କୁମାର ରାଉତ
  • ଭୁବନେଶ୍ୱର ଏକାମ୍ର-ଅଶୋକ ଚନ୍ଦ୍ର ପଣ୍ଡା
  • ଖଲ୍ଲିକୋଟ-ସୂର୍ଯ୍ୟମଣି ବୈଦ୍ୟ
  • ଆସ୍କା-ମଞ୍ଜୁଳା ସ୍ୱାଇଁ
  • ବ୍ରହ୍ମପୁର-ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ
  • ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ
  • ମୋହନ-ଅର୍ନ୍ତଯ୍ୟାମୀ ଗମାଙ୍ଗୋ
  • ପଟାଙ୍ଗୀ-ପ୍ରଫୁଲ୍ଲ କୁମାର ପାଙ୍ଗୀ

ବିଜେଡ଼ି ସାଂସଦ ପ୍ରାର୍ଥୀ?

  • ବଲାଙ୍ଗୀର-ସୁରେନ୍ଦ୍ର ସିଂହ ଭୋଇ
  • ଭଦ୍ରକ-ମଞ୍ଜୁଳତା ମଣ୍ଡଳ
  • ବରଗଡ଼-ପରିଣିତା ମିଶ୍ର
  • ବ୍ରହ୍ମପୁର-ଭୃଗୁ ବକ୍ସି ପାତ୍ର
  • କେଉଁଝର- ଧନୁର୍ଜୟ ସିଦ୍ଧୁ