Advertisement
Photo Details/zeeodisha/odisha2256531
photoDetails0hindi

VK Pandian: ପୁରୀରେ ଭିକେ ପାଣ୍ତିଆନଙ୍କ ରୋଡ ଶୋ', ଦେଖନ୍ତୁ କିଛି ଝଲକ୍

VK Pandian: ବିଜେଡି ନେତା ଭିକେ ପାଣ୍ତିଆନ୍ ପୁରୀରେ ରୋଡ୍ ସୋ କରିଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ଦେଖନ୍ତୁ ରୋଡ଼ ଶୋ' ସମୟର କିଛି ଝଲକ୍...

1/5

ବିଜେଡି ନେତା ଭିକେ ପାଣ୍ତିଆନ୍ ପୁରୀରେ ରୋଡ୍ ସୋ କରିଛନ୍ତି। ଦେଖନ୍ତୁ ରୋଡ଼ ଶୋ' ସମୟର କିଛି ଝଲକ୍...

2/5

ବିଜେଡି ନେତା ଭିକେ ପାଣ୍ତିଆନ୍ ପୁରୀରେ ରୋଡ୍ ସୋ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ଭିକେ ପାଣ୍ତିଆନଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଶ ଉତ୍ସାହ ଦେଖିବାକୁ ମିଳିଥିଲା। 

3/5

ସାଢେ ଚାରିକୋଟି ଓଡି଼ଆ ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଆନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଆର୍ଶିବାଦ କରନ୍ତୁ । ବିଧାୟକ ପ୍ରାର୍ଥୀ ଓ ସାସଂଦ ପ୍ରାର୍ଥୀଙ୍କୁ ବିଜୟ କରନ୍ତୁ। ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି ବୋଲି କହିଛନ୍ତି ବିଜେଡି ନେତା ଭିକେ ପାଣ୍ତିଆନ୍। 

 

4/5

ଆପଣମାନେ ଆର୍ଶିବାଦ କଲେ ପୁରୀ ପାଇଁ ନବୀନ୍ ଅଧିକ କାର୍ଯ୍ୟ ଆହୁରି କରିବେ। 

 

5/5

ମୁଖ୍ୟମନ୍ତ୍ରୀ ଯେଉଁ ଦିନ ଶପଥ ଗ୍ରହଣ କରିବେ । ସେହିଦିନ ପ୍ରଥମେ ବିଜୁଳି ବିଲ୍ ଛାଡ କରିବା ପାଇଁ ଘୋଷଣା କରିବେ। ଏବଂ ଯେଉଁମାନେ Biju Swastya Kalyan Yojana ର କାର୍ଡ଼ ପାଇ ନାହାଁନ୍ତି । ସେମାନଙ୍କୁ ମିଳିବ।  ମିଶନ ଶକ୍ତି ମାଆମାନେ ୬୦ ବର୍ଷ ପରେ ପେନସନ୍ ପାଇବେ ବୋଲି ପୁରୀବାସୀଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି ପାଣ୍ତିଆନ୍।