Advertisement
Photo Details/zeeodisha/odisha1168207
photoDetails0hindi

ସକାଳର ଏହି ୫ଟି ଭୁଲ ମୋଟାପଣକୁ ଦେଇଥାଏ ଅତିଶୀଘ୍ର ଆମନ୍ତ୍ରଣ

ସକାଳେ ଜଳଖିଆରେ ବିଳମ୍ବ କରି ଶରୀରର ମେଟାବୋଲିଜିମ୍ କମିଯାଏ । ଯେଉଁ କାରଣରୁ ଚର୍ବି ସଠିକ୍ ଭାବରେ ଜଳି ନଥାଏ ଓ ଓଜନ ବଢ଼ିଥାଏ ।

1/6

ମେଦବହୁଳତା (Fat) ହ୍ରାସ କରିବା ପାଇଁ ଲୋକମାନେ ବିଭିନ୍ନ ପଦ୍ଧତି ଅବଲମ୍ବନ କରନ୍ତି । କିନ୍ତୁ ନିଜର ଭୁଲ ଖାଇବା ଅଭ୍ୟାସ ଛାଡନ୍ତି ନାହିଁ । ଯେଉଁ କାରଣରୁ ମେଦବହୁଳତା ବଢ଼ିଥାଏ । ଆଜି ଆପଣ ନିଜ ଜଳଖିଆରେ କିଛି ସୁଧାର କରି ଆପଣ ଏହି ସମସ୍ୟାରୁ ବହୁ ପରିମାଣରେ ମୁକ୍ତି ପାଇପାରିବେ । ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବୁ । ଯାହା କ୍ରମାଗତ ଭାବରେ ଆପଣଙ୍କ ମେଦବହୁଳତାକୁ ଆମନ୍ତ୍ରଣ ଦେଉଥାଏ…

୧. ଜଳଖିଆରେ ବିଳମ୍ବ

2/6
୧. ଜଳଖିଆରେ ବିଳମ୍ବ

ସକାଳେ ଜଳଖିଆରେ ବିଳମ୍ବ କରି ଶରୀରର ମେଟାବୋଲିଜିମ୍ କମିଯାଏ । ଯେଉଁ କାରଣରୁ ଚର୍ବି ସଠିକ୍ ଭାବରେ ଜଳି ନଥାଏ ଏବଂ ଓଜନ ବଢ଼ିଥାଏ ।

୨. ପ୍ରୋଟିନ୍ ଡାଏଟ୍ ଗ୍ରହଣ ନ କରିବା

3/6
୨. ପ୍ରୋଟିନ୍ ଡାଏଟ୍ ଗ୍ରହଣ ନ କରିବା

ସକାଳ ଜଳଖିଆରେ କ୍ଷୀର, ଦହି, ଅଣ୍ଡା ଏବଂ ଶୁଖିଲା ଫଳ ଗ୍ରହଣ ନକରିବାରୁ ଶରୀରର ମେଟାବୋଲିଜିମ୍ କମ୍ ହୋଇଯାଇଥାଏ । ଫଳରେ ଓଜନ ବଢ଼ିଥାଏ ।

୩. ବ୍ୟାୟାମ ନକରିବା

4/6
୩. ବ୍ୟାୟାମ ନକରିବା

ପ୍ରତିଦିନ ଚାଲିବା ଓ ବ୍ୟାୟାମ ନକରିବାରୁ ମେଟାବୋଲାଇଜିମ୍ ହ୍ରାସ ହୋଇଯାଇଥାଏ । ସେଥିପାଇଁ ଓଜନ ବଢ଼ିବା ଆରମ୍ଭ କରେ ।

୪. ପର୍ଯ୍ୟାପ୍ତ ନିଦ ନହେବା

5/6
୪. ପର୍ଯ୍ୟାପ୍ତ ନିଦ ନହେବା

ଦୈନିକ ୮ ଘଣ୍ଟା ଶୋଇବା ମଧ୍ୟ ହରମୋନ୍ ସ୍ତରକୁ ବଢ଼ାଇଥାଏ । ଆଉ ମୋଟାପଣକୁ ବଢ଼ାଇ ଥାଏ ।

ଏହା ବି ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା କୋରୋନା! ଗତକାଲି ଅପେକ୍ଷା ଆଜି ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା

ଏହା ବି ପଢ଼ନ୍ତୁ:-ଜମାକାରୀଙ୍କ ଟଙ୍କା ଫେରାଇବ ସାହାରା ଇଣ୍ଡିଆ! କୋର୍ଟିଙ୍କ ବଡ଼ ନିଷ୍ପତ୍ତି

୫. ପାଣି ନ ପିଇବା

6/6
୫. ପାଣି ନ ପିଇବା

ସକାଳେ ଖାଲି ପେଟରେ ୧ କିମ୍ବା ୨ ଗ୍ଲାସ୍ ପାଣି ନ ପିଇଲେ ଶରୀରର ମେଟାବୋଲିଜିମ୍ କମ୍ ହୋଇଯାଏ । ମେଦବହୁଳତା ଦ୍ରୁତ ଗତିରେ ବଢ଼ିବାକୁ ଲାଗେ ।