Advertisement
Photo Details/zeeodisha/odisha1985684
photoDetails0hindi

Randeep Hooda Wedding Pics: ହାତକୁ ଦି ହାତ ହେଲେ ରଣଦୀପ୍ ହୁଡା, ଦେଖନ୍ତୁ ଖୁସିଭରା ମୂହୁର୍ତ୍ତର କିଛି ଝଲକ୍

Randeep Hooda Wedding: ହାତକୁ ଦି ହାତ ହୋଇଛନ୍ତି ଅଭିନେତା ରଣଦୀପ୍ ହୁଡା (Randeep Hooda)। ଦିର୍ଘ ଦିନ ଧରି ଡେଟ୍ କରୁଥିବା ଗର୍ଲଫ୍ରେଣ୍ତ (Lin Laishram) ଲିନ୍‌ ଲ୍ୟାସରାମଙ୍କୁ ବିବାହ କରିଛନ୍ତି। ବିବାହ ସମୟର ଭିଡି଼ଓ ସାମ୍ନାକୁ ଆସିଥିବା ବେଳେ ଏବେ ଅଭିନେତା ତାଙ୍କ ସୋସିଆଲ୍ ମିଡିଆରେ ବିବାହ ସମୟର କିଛି ଫଟୋ ସେୟାର କରିଛନ୍ତି। 

1/5

ରଣଦୀପ ହୁଡା ଏବଂ  ଲିନ୍‌ ଲ୍ୟାସରାମଙ୍କ ବିବାହ ସମୟ ଫଟୋ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଫଟୋରେ ଦେଖିବାକୁ ମିଳିଛି ଯେ,ରଣଦୀପ ହୁଡା ଧୋତି ଓ କୁର୍ତ୍ତା ପିନ୍ଧି ବିବାହ ମଣ୍ଡପ ଆଡକୁ ଆସୁଥିବାର ନଜର ଆସିଥିଲେ । 

 

2/5

ଏହା ସହ ଅଭିନେତା ତାଙ୍କ ଡ୍ରେସ୍‌ ସହ ମ୍ୟାଚିଙ୍ଗି ପଗଡି ପିନ୍ଧିଥିବାର ନଜର ଆସିଛନ୍ତି । 

 

3/5

ଏଥିସହ ରଣଦୀପଙ୍କ ପ୍ରେମିକା ତଥା ସ୍ତ୍ରୀ ଏକ ମରୁନ୍ କର୍ଲର ଓ୍ବେଡିଂ ଲେହେଙ୍ଗାରେ ନଜର ଆସିଥିଲେ।  ଏଥି ସହ ସେ ସୁନା ଗହଣାରେ ସଜେଇ ହୋଇ ପରିଟିଏ ପରି ଲାଗୁଥିଲେ। 

4/5

ତେବେ, ଏହି ବିବାହରେ କେବଳ ଘନିଷ୍ଠ ବନ୍ଧୁ ଓ ପରିବାର ବର୍ଗ ସାମିଲ୍ ହୋଇଥିଲେ।

 

5/5

ମଣିପୁରରୁ ଫେରିବା ପରେ ଏକ ଗ୍ରାଣ୍ତ ପାର୍ଟି ମଧ୍ୟ ସେ ଖୁବଶିଘ୍ର ମୁମ୍ବାଇରେ ଦେବେ। ଯେଉଁଥିରେ ବଲିଉଡର ଏକାଧିକ ତାରକା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।