Advertisement
Photo Details/zeeodisha/odisha1521398
photoDetails0hindi

Health Tips: ପ୍ରେଗନେନସି ସମୟରେ ଖାଆନ୍ତୁ ନାହିଁ ଏହି ଫଳ, ପଡିପାରେ ଗର୍ଭସ୍ତ ଶିଶୁ ଉପରେ ପ୍ରଭାବ

Health Tips: ପ୍ରେଗନେନସି ବା ଗର୍ଭାବସ୍ଥା । ଏହି ସମୟରେ ପ୍ରସୂତି ମହିଳାଙ୍କର ଅଧିକ ଯତ୍ନ ନିଆଯାଇଥାଏ । ଗର୍ଭାର ଥିବା ଶିଶୁର ସ୍ବାସ୍ଥ୍ୟ ପାଇଁ ମାଆ ମାନଙ୍କୁ ଉପଯକ୍ତ ଖାଦ୍ୟ ଖାଇବାକୁ ମଧ୍ୟ ଦିଆଯାଇଥାଏ ।

1/5

ମହିଳାମାନେ ଗର୍ଭାବସ୍ଥା ସମୟରେ ଅମୃତଭଣ୍ତା ଖାଇବା ଉଚିତ୍ ନୁହେଁ । ଏହି ସମୟରେ ଆପଣ ଅମୃତଭଣ୍ତା ଖାଇବା ଦ୍ବାରା ଆପଣଙ୍କ ଗର୍ଭସ୍ତ ଶିଶୁ ଉପରେ ଏହା ପ୍ରଭାବ ପକାଇପାରେ। 

2/5

ସପୁରୀ ମଧ୍ୟ ପ୍ରେଗନେନସି ସମୟରେ ଖାଇବା ଉଚିତ୍ ନୁହେଁ । ଏହା ଖାଇଲେ ପ୍ରସୂତି ମହିଳାଙ୍କର ସ୍ବାସ୍ଥ୍ୟ ବିଗିଡି ପାରେ ବୋଲି ସମ୍ଭାବନା ରହିଛି । ସେଥିପାଇଁ ଗର୍ଭବତୀ ମହିଳାମାନେ ଭୁଲରେ ମଧ୍ୟ ଏହାକୁ ଖାଇବା ଉଚିତ୍ ନୁହେଁ ।

 

3/5

ଅଙ୍ଗୁର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଫଳ, କିନ୍ତୁ ଗର୍ଭାବସ୍ଥାରେ ଅଙ୍ଗୁର ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଏ । 

 

4/5

ପାଚିଲା କଦଳୀ ଗର୍ଭାବସ୍ଥାରେ ଏହାକୁ ଖାଇଲେ ଆଲର୍ଜି ସମସ୍ୟା ହୋଇପାରେ । ଏବଂ ରକ୍ତରେ ଶର୍କରା ମଧ୍ୟ ବଢିପାରେ। ସେଥିପାଇଁ ଗର୍ଭବତୀ ମହିଳାମାନେ କଦଳୀ ଖାଇବା ଉଚିତ୍ ନୁହେଁ ।

5/5

କମଳା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଗର୍ଭବତୀ ମହିଳାମାନେ କମଳା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।