Advertisement
Photo Details/zeeodisha/odisha1353020
photoDetails0hindi

କୁକୁର କାମୁଡିବା ସଙ୍ଗେ ସଙ୍ଗେ ଏହିପରି କରନ୍ତୁ ପ୍ରାଥମିକ ଚିକିତ୍ସା

Dog Bite Treatments: କୁକୁର କାମୁଡ଼ିବା କାରଣରୁ ମୁଣ୍ଡରେ ଓ ବେକରେ ଆଘାତର ଆଶଙ୍କା ଅଧିକ ଥାଏ । ତେବେ କୁକୁର କାମୁଡିବା ମାତ୍ରେ ପ୍ରାଥମିକ ଚିକିତ୍ସା (Dog Bite Treatments) କଲେ ସାଙ୍ଗେ ସାଙ୍ଗେ ମୁତ୍ୟୁରୁ ଏଡାଇ ପାରିହେବ । ତେବେ ଆସନ୍ତୁ ଜାଣିବା କୁକୁର କାମୁଡ଼ିଲେ କ'ଣ କରିବେ ।

1/6

ନୂଆଦିଲ୍ଲୀ: Dog Bite Treatments: ଭାରତରେ ବର୍ଷକୁ ପ୍ରାୟ ୧୦ ଲକ୍ଷ ବ୍ୟକ୍ତି କୁକୁର କାମୁଡ଼ା (Dog Bite) ରେ ଆକ୍ରାନ୍ତ ହୋଇଥାନ୍ତି । ଏଥିରେ  ଛୋଟ ପିଲାଙ୍କ ସଂଖ୍ୟା ଅଧିକ ମାତ୍ରାରେ ଥାଏ । କୁକୁର କାମୁଡ଼ିଲେ ମଣିଷ ପାଗଳ ମଧ୍ୟ ହୋଇଯାଇପାରେ । ଅନେକ କ୍ଷେତ୍ରରେ ଡାକ୍ତରୀ ଚିକିତ୍ସା ଅବହେଳା ଫଳରୁ ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥାଏ । କୁକୁର କାମୁଡ଼ିବା କାରଣରୁ ମୁଣ୍ଡରେ ଓ ବେକରେ ଆଘାତର ଆଶଙ୍କା ଅଧିକ ଥାଏ । ତେବେ କୁକୁର କାମୁଡିବା ମାତ୍ରେ ପ୍ରାଥମିକ ଚିକିତ୍ସା (Dog Bite Treatments) କଲେ ସାଙ୍ଗେ ସାଙ୍ଗେ ମୁତ୍ୟୁରୁ ଏଡାଇ ପାରିହେବ । ତେବେ ଆସନ୍ତୁ ଜାଣିବା କୁକୁର କାମୁଡ଼ିଲେ କ'ଣ କରିବେ ।

ଚିକିତ୍ସା

2/6
ଚିକିତ୍ସା

କୁକୁର  ହିଂସ୍ର ଦିଶୁଥିଲେ ଆଖପାଖରେ ଯିବା ଆସିବା କରିବେ ନାହିଁ ।

3/6

ବାହାରକୁ ଯିବା ସମୟରେ  କୁକୁରମାନେ ବୁଲୁଥିଲେ ସାଙ୍ଗରେ ବାଡ଼ି ନେଇକରି ଯାଆନ୍ତୁ ।

5/6

କ୍ଷତ ଉପରେ ପାଣି ଢାଳି ଧୋଇଦିଅନ୍ତୁ ।

6/6

କୌଣସି ଆଣ୍ଟିସେପ୍ଟିକ ଲୋସନ ଲଗାଇ ଡାକ୍ତର ପାଖକୁ ଯାଆନ୍ତୁ ।