Dog Bite Treatments: କୁକୁର କାମୁଡ଼ିବା କାରଣରୁ ମୁଣ୍ଡରେ ଓ ବେକରେ ଆଘାତର ଆଶଙ୍କା ଅଧିକ ଥାଏ । ତେବେ କୁକୁର କାମୁଡିବା ମାତ୍ରେ ପ୍ରାଥମିକ ଚିକିତ୍ସା (Dog Bite Treatments) କଲେ ସାଙ୍ଗେ ସାଙ୍ଗେ ମୁତ୍ୟୁରୁ ଏଡାଇ ପାରିହେବ । ତେବେ ଆସନ୍ତୁ ଜାଣିବା କୁକୁର କାମୁଡ଼ିଲେ କ'ଣ କରିବେ ।
ନୂଆଦିଲ୍ଲୀ: Dog Bite Treatments: ଭାରତରେ ବର୍ଷକୁ ପ୍ରାୟ ୧୦ ଲକ୍ଷ ବ୍ୟକ୍ତି କୁକୁର କାମୁଡ଼ା (Dog Bite) ରେ ଆକ୍ରାନ୍ତ ହୋଇଥାନ୍ତି । ଏଥିରେ ଛୋଟ ପିଲାଙ୍କ ସଂଖ୍ୟା ଅଧିକ ମାତ୍ରାରେ ଥାଏ । କୁକୁର କାମୁଡ଼ିଲେ ମଣିଷ ପାଗଳ ମଧ୍ୟ ହୋଇଯାଇପାରେ । ଅନେକ କ୍ଷେତ୍ରରେ ଡାକ୍ତରୀ ଚିକିତ୍ସା ଅବହେଳା ଫଳରୁ ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥାଏ । କୁକୁର କାମୁଡ଼ିବା କାରଣରୁ ମୁଣ୍ଡରେ ଓ ବେକରେ ଆଘାତର ଆଶଙ୍କା ଅଧିକ ଥାଏ । ତେବେ କୁକୁର କାମୁଡିବା ମାତ୍ରେ ପ୍ରାଥମିକ ଚିକିତ୍ସା (Dog Bite Treatments) କଲେ ସାଙ୍ଗେ ସାଙ୍ଗେ ମୁତ୍ୟୁରୁ ଏଡାଇ ପାରିହେବ । ତେବେ ଆସନ୍ତୁ ଜାଣିବା କୁକୁର କାମୁଡ଼ିଲେ କ'ଣ କରିବେ ।
କୁକୁର ହିଂସ୍ର ଦିଶୁଥିଲେ ଆଖପାଖରେ ଯିବା ଆସିବା କରିବେ ନାହିଁ ।
ବାହାରକୁ ଯିବା ସମୟରେ କୁକୁରମାନେ ବୁଲୁଥିଲେ ସାଙ୍ଗରେ ବାଡ଼ି ନେଇକରି ଯାଆନ୍ତୁ ।
କୁକୁର କାମୁଡ଼ିଲେ ପ୍ରଥମେ ସେହି ସ୍ଥାନକୁ ସାବୁନ ଓ ପାଣିରେ ଧୁଅନ୍ତୁ ।
ଅଧିକ ପଢ଼ନ୍ତୁ:-କଂଗ୍ରେସର ନୂଆ ଆକ୍ରାମକ ଅବତାର, ଏଣିକି ଆତ୍ମରକ୍ଷା ନୁହେଁ ପାଲଟା ଆକ୍ରମଣ କରୁଛି ଦଳ
ଅଧିକ ପଢ଼ନ୍ତୁ:-ଅମିତ ଶାହ କହିଲେ ଗୁଜୁରାଟରେ ବିଜେପିକୁ ମିଳିବ କେତେ ଆସନ, ଜାଣନ୍ତୁ ଗେରୁଆ ଦଳର କ'ଣ ରହିଛି ପ୍ଲାନ୍
ଅଧିକ ପଢ଼ନ୍ତୁ:-ଭାରତ ଯୋଡ଼ ଯାତ୍ରାରୁ ରାହୁଲ ଗାନ୍ଧୀଙ୍କୁ ଲାଭ ହେବ କି କ୍ଷତି, କ'ଣ ବିଜେପିକୁ ଦେଇପାରିବେ ମାତ୍? ଜାଣନ୍ତୁ କ'ଣ କହୁଛି କଂଗ୍ରେସ ନେତାଙ୍କ ଜାତକ
କ୍ଷତ ଉପରେ ପାଣି ଢାଳି ଧୋଇଦିଅନ୍ତୁ ।
କୌଣସି ଆଣ୍ଟିସେପ୍ଟିକ ଲୋସନ ଲଗାଇ ଡାକ୍ତର ପାଖକୁ ଯାଆନ୍ତୁ ।
ट्रेन्डिंग फोटोज़