Top 3 Porn Watching Country: ପର୍ଣ୍ଣ ଦେଖିବାରେ ପାକିସ୍ତାନ ନମ୍ବର ୱାନ, ଜାଣନ୍ତୁ ଭାରତର ସ୍ଥାନ କେତେ?
Advertisement
Article Detail0/zeeodisha/odisha1477042

Top 3 Porn Watching Country: ପର୍ଣ୍ଣ ଦେଖିବାରେ ପାକିସ୍ତାନ ନମ୍ବର ୱାନ, ଜାଣନ୍ତୁ ଭାରତର ସ୍ଥାନ କେତେ?

Porn Watching Country List: ପର୍ଣ୍ଣ ଭିଡିଓ ଦେଖିବା ଅପରାଧିକ ବୋଲି ବିବେଚନା ହୋଇଥାଏ। ତେବେ ଭାରତରେ ଅନେକ ପର୍ଣ୍ଣ ସାଇଟକୁ ବ୍ୟାନ କରାଯାଇଥିବା ବେଳେ ଗୁଗଲ ସର୍ଚ୍ଚ ଇଞ୍ଜିନ୍ ଅନୁଯାୟୀ  ନିଜ ପାରମ୍ପରିକ ବନ୍ଧୁ ଚୀନ ପରି ପାକିସ୍ତାନ ହେଉଛି ଏମିତି ଏକ ଦେଶ ଯେଉଁଠାରେ ପର୍ଣ୍ଣ ଭିଡିଓ ଦେଖିବାରେ ସବୁଠାରୁ ଆଗରେ। ତେବେ ଭାରତ ମଧ୍ୟ ବହୁ ପରିମାଣରେ ସାଇଟ ବନ୍ଦ ହୋଇଥିଲେ ମଧ୍ୟ ଏହି ପର୍ଣ୍ଣ ଭିଡିଓ ଦେଖିବାରେ ଭାରତ ବି ଦଶ ତମ ସ୍ଥାନ ମଧ୍ୟରେ ରହିଛି।

Top 3 Porn Watching Country: ପର୍ଣ୍ଣ ଦେଖିବାରେ ପାକିସ୍ତାନ ନମ୍ବର ୱାନ, ଜାଣନ୍ତୁ ଭାରତର ସ୍ଥାନ କେତେ?

Porn Watching Country: ଏକ ରିପୋର୍ଟରେ ଖୁଲାସା ଯେ, ପୁରା ବିଶ୍ୱରେ ଏମିତି କିଛି ଦେଶ ଅଛନ୍ତି ଯେଉଁଠାରେ ପର୍ଣ୍ଣ ଭିଡିଓ ବେଶିକରି ଦେଖାଯାଉଛି । ଯଦି ତାଲିକା ଦେଖିବା ତେବେ ସବୁ ଦୃଷ୍ଟିରୁ ପାକିସ୍ତାନ ନମ୍ବର ୱାନ ଅର୍ଥାତ୍ ପ୍ରଥମ ସ୍ଥାନରେ ରହିଛି । ସେହିପରି ଇଜିପ୍ଟ ଦ୍ୱିତୀୟ , ତୃତୀୟରେ ଭିଏତନାମା ରହିଛି। ଗୁଗଲ ସର୍ଚ୍ଚ ଇଞ୍ଜିନ୍ ଅନୁଯାୟୀ  ନିଜ ପାରମ୍ପରିକ ବନ୍ଧୁ ଚୀନ ପରି ପାକିସ୍ତାନ ହେଉଛି ଏମିତି ଏକ ଦେଶ ଯେଉଁଠାରେ ପର୍ଣ୍ଣ ଭିଡିଓ ଦେଖିବାରେ ସବୁଠାରୁ ଆଗରେ। କେବଳ ଏତିକି ନୁହେଁ ପାକିସ୍ତାନର ଲୋକମାନେ ଏମିତିକି କୁକୁର, ଘୁଷୁରୀ ଏବଂ ଗଧ ସମେତ ପଶୁମାନଙ୍କ ପର୍ଣ୍ଣ ଭିଡିଓକୁ ମଧ୍ୟ ଖୁଲମଖୁଲା ଗୁଗଲରେ ସର୍ଚ୍ଚ କରିବାକୁ ପସନ୍ଦ କରନ୍ତି। 

ସବୁଠାରୁ ଅଧିକ ପର୍ଣ୍ଣ ଦେଖୁଥିବା ଦେଶ

  • ପାକିସ୍ତାନ
  • ଇଜିପ୍ଟ
  • ଭିଏତନାମା
  • ଇରାନ
  • ମୋରୋକୋ
  • ଭାରତ
  • ସାଉଦି ଆରବ 
  • ତୁର୍କି
  • ଫିଲିଫାଇନ୍ସ
  • ପୋଲାଣ୍ଡ 

Also Read: FIFA World Cup Quarter Final 2022: ଫିଫା ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପହିଞ୍ଚିଲେ ଏହି ୮ଟି ଦଳ, କିଏ କାହାକୁ ଦେବ ଟକ୍କର; ଦେଖନ୍ତୁ ପୂରା ଶେଡ୍ୟୁଲ୍

ଏହାକୁ ନେଇ ବିଶ୍ୱବ୍ୟାପୀ ଟ୍ରାଫିକ୍ (Traffic Source) କଥା ମଧ୍ୟ ଆସେ । ଦେଖିବାକୁ ଗଲେ ହାରାହାରି ସମୟ ୯ ମିନିଟ୍ ୩୦ ସେକେଣ୍ଡ୍ ସହିତ ଭାରତ ପର୍ଣ୍ଣ ଦେଖିବାରେ  ତୃତୀୟ ସ୍ଥାନରେ ରହିଛି। ସେହିପରି ଇଂଲଣ୍ଡ ଓ ଆମେରିକା ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତେବେ କ୍ୟୁବାରେ ପର୍ଣ୍ଣ ଭିଡିଓ (Porn Video) ଦେଖିବାର ହାରାହାରି ସମୟ ହେଉଛି ୫ ମିନିଟ୍ ୧୧ ସେକେଣ୍ଡ୍। ସାଧାରଣ ଛୁଟିଦିନରେ ଟ୍ରାଫିକ ମାତ୍ରାଧିକ ପ୍ରଭାବିତ ହୋଇଥାଏ। ତେବେ ଯଦି କେଉଁ ଦିନ ଏବଂ କେଉଁ ସମୟରେ ଟ୍ରାଫିକ୍ ସର୍ବାଧିକ ଏବଂ ସର୍ବନିମ୍ନ ଥାଏ ଯଦି ଦେଖିବା ତେବେ ଛୁଟିଦିନ ରବିବାର ସକାଳେ , ଶନିବାର ଅପରାହ୍ଣ, ଶୁକ୍ରବାର ବିଳମ୍ବିତ ରାତି ଏବଂ ସପ୍ତାହ ଦିନ କାମ କରିବା ପୂର୍ବରୁ ଏଥିରେ ତଫାତ୍ ଦେଖାଦିଏ। 

Also Read: IND vs BAN 3rd ODI: ଟିମ୍ ଇଣ୍ଡିଆକୁ ଲାଗିଲା ଜୋରଦାର ଝଟକା, ତୃତୀୟ ଦିନିକିଆରୁ ରୋହିତ ଶର୍ମାଙ୍କ ସମେତ ୩ ଖେଳାଳି ବାହାର

ତେବେ ଯଦି ୨୦୧୫ର  ରେକର୍ଡକୁ ଦେଖାଯାଏ ତେବେ ପର୍ଣ୍ଣହବରେ (Porn Hub) ସର୍ବାଧିକ ଖୋଜା ଯାଇଥିବା ଶବ୍ଦ ହେଉଛି 'ଲେସବିୟାନ୍'। ଆଶ୍ଚର୍ଯ୍ୟର କଥା, ଏହା ମହିଳା ଦର୍ଶକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ। ୨୦୧୫ ମସିହାର ଏକ ରେକର୍ଡ ଅନୁସାରେ, ଫିଲିପାଇନ୍ସ ରେ ୧୨ ମିନିଟ୍ ୪୫ ସେକେଣ୍ଡ ଧରି ପର୍ଣ୍ଣ ଭିଡିଓ ଡାଟାରେ ପ୍ରଥମେ ରହିଛି। ସେହିପରି ୟୁଏସ ୯ ମିନିଟ ୫୧ ସେକେଣ୍ଡର ଭିଡିଓ ଦେଖି ଦ୍ୱିତୀୟ ସ୍ଥାନରେ ରହିଛି। ୨୦୧୫ରେ ତୃତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ। ଭିଡିଓର ଡ୍ୟୁରେସନ ରହିଛି ୯ ମିନିଟ ୩୬ ସେକେଣ୍ଡ। ଅନ୍ୟପଟେ ଭାରତ ୯ ମିନିଟ ୩୦ ସେକେଣ୍ଡ ସହ ଚତୁର୍ଥ ସ୍ଥାନରେ ରହିଥିଲା। 

Also Read: Google Search 2022: ସରିବ ୨୦୨୨ ଜାଣନ୍ତୁ ଏହି ବର୍ଷରେ Google ରେ କଣ ହୋଇଛି ସର୍ବାଧିକ Search

ସେହିପରି ଯଦି ୨୦୧୫ର ରିପୋର୍ଟକୁ ଦେଖାଯାଏ ପର୍ଣ୍ଣ ଦେଖିବାରେ ସମୟର ମଧ୍ୟ ତାଲିକା ଓ ରେକର୍ଡ ରଖାଯାଇଛି। ସର୍ବାଧିକ ସମୟ ପ୍ରତିଦିନ ରାତି ୧୨ ଟା ରହିଥିବା ବେଳେ ରାତି ୧୧ ଟା ମଧ୍ୟ ରହିଛି। ଏହି ସମୟରେ ଲୋକମାନେ ଅଧିକ ପର୍ଣ୍ଣ ସାଇଟ (Porn Site) ଭିଜିଟ କରୁଛନ୍ତି। ରାତି ୧୨ ଟାରୁ ତା ପରଦିନ ରାତି ୧୧ ଟା ପର୍ଯ୍ୟନ୍ତ ବିଶେଷ କରି ମଧ୍ୟରାତ୍ରରେ ହିଁ ପର୍ଣ୍ଣ ଦେଖିବା ରେକର୍ଡ ଅଧିକ ରହିଛି। ସେହିପରି ବାର ଅନୁସାରେ, ରବିବାର, ଶୁକ୍ରବାର ଓ ଶନିବାର ପର୍ଣ୍ଣ ସାଇଟ ଅଧିକ ଭିଜିଟ କରୁଛନ୍ତି ଲୋକ। କାରଣ ଏହି ଦିନ ଗୁଡିକ ଛୁଟିଦିନରେ ଗଣାହୁଏ।