Accident News: କାର ପାର୍କ କରୁଥିଲେ ବାପା: ଚକା ତଳେ ଚାଲିଗଲା ଝିଅର ଜୀବନ, ଦେଖନ୍ତୁ ଫଟୋ
Advertisement
Article Detail0/zeeodisha/odisha2218589

Accident News: କାର ପାର୍କ କରୁଥିଲେ ବାପା: ଚକା ତଳେ ଚାଲିଗଲା ଝିଅର ଜୀବନ, ଦେଖନ୍ତୁ ଫଟୋ

Accident News: ବାପା କାର ତଳେ ଚାଲିଗଲା ଝିଅର ଜୀବନ । କାର ପାର୍କ କରିବା ସମୟରେ ଘଟିଛି ଏଭଳି ଘଟଣା । ଏପରି ଏକ ଲୋମଟାଙ୍କୁରା ଘଟଣା ବାଙ୍ଗାଲୁରୁରେ ଘଟିଥିବା ବେଳେ ଏହାର ଭିଡିଓ ସିସିଟିଭିରେ କଏଦ ହୋଇଛି।

ସୂଚନାଯୋଗ୍ୟ, ଏକ ବିବାହ ଭୋଜିରେ ଯୋଗ ଦେଇ ହସଖୁସିରେ ଫେରିଥିଲେ ପରିବାର ଲୋକେ । ପରିବାରର ସମସ୍ତ କାରରୁ ଓହ୍ଲାଇ ସାରିଥିବା ବେଳେ କାର ପାଖରେ ଦୁଇ ବର୍ଷର କୁନି ଝିଅଟି ଠିଆ ହୋଇଥିଲା । ମାତ୍ର ଝିଅ ଛିଡ଼ା ହୋଇଥିବା କଥା ଜାଣି ନ ପାରି ବ୍ୟକ୍ତି ଜଣକ ଗାଡ଼ି ପାର୍କ କରୁଥିବା ବେଳେ କାରଟି କୁନି ଝିଅ ଉପରକୁ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଛି। ତେବେ ଏହି ଛାତିଥରା ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

fallback

Also Read- Sugar Price Hike: ଦେଶରେ ଚିନ୍ତା ବଢାଇଛି ଚିନି ଦର, କେଜି ପ୍ରତି ବଢିଲା ଏତିକି ଟଙ୍କା

Also Read- Summer Special Trains 2024: ଗଡ଼ିବ ଏତିକିଟି ଗ୍ରୀଷ୍ମ କାଳୀନ ସ୍ବତନ୍ତ୍ର ଟ୍ରେନ୍, ଜାଣନ୍ତୁ କେଉଁ ରୁଟରେ ମିଳିବ ସେବା