Vastu Tips: ଭାଗ୍ୟ ବଦଳାଇବ ଏସବୁ ବସ୍ତୁ, ଆପଣଙ୍କ ଘରେ ଅଛିକି ?
Advertisement

Vastu Tips: ଭାଗ୍ୟ ବଦଳାଇବ ଏସବୁ ବସ୍ତୁ, ଆପଣଙ୍କ ଘରେ ଅଛିକି ?

Vastu Tips: ବାସ୍ତୁ ଶାସ୍ତ୍ରରେ ଦିଗର ଖୁବ ମହତ୍ତ୍ୱ ରହିଛି। ଘରେ ପ୍ରତ୍ୟେକ ଜିନିଷର ମଧ୍ୟ ବିଶେଷତ୍ୱ ରହିଛି। ଘରକୁ ବାସ୍ତୁ ଅନୁଯାୟୀ ସଜାଇବା ଦ୍ୱାରା ଓ ଜିନିଷ ସଠିକ ଭାବେ ରଖିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା,ସ୍ନେହ ଶ୍ରଦ୍ଧା, ସୁଖଶାନ୍ତି ଓ ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିଥାଏ। ରୋଗ ଶରୀର ଠାରୁ ଦୂରେଇ ରହିଥାଏ।

ସୌଜନ୍ୟ- ସୋସିଆଲ ମିଡିଆ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ବାସ୍ତୁ ଦୋଷ ଦୂର କରିବା ପାଇଁ ଘରେ ଭିତରେ ହୋଇଥିବା ସାଜସଜ୍ଜାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। କେଉଁ ସ୍ଥାନରେ କେଉଁ ଜିନିଷ ରଖିବା ଉଚିତ ତାହା ମଧ୍ୟ ଜାଣିବା ଆବଶ୍ୟକ। ସଠିକ ସ୍ଥାନରେ ସଠିକ ଜିନିଷ ନରହିଲେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ତେଣୁ ସଠିକ ଭାବେ ପ୍ରତ୍ୟେକ ଜିନିଷକୁ ସଜାଇ ରଖିବା ଉଚିତ। ଏହାଦ୍ୱାରା ଘରେ ସୁଖଶାନ୍ତି ପ୍ରବେଶ କରିଥାଏ।

Also Read : Types Of Marriage In Sanatan: ସନାତନ ଧର୍ମରେ କେତେ ପ୍ରକାରର ଅଛି ବିବାହ, ଜାଣନ୍ତୁ ସବୁଠୁ ପବିତ୍ର ବାହାଘର କେଉଁଟା?

Also Read : Dola Purnima Ritual: ମହଣ ମହଣ ସୁନାରେ ସଜେଇ ହେବେ ମହାବାହୁ, ଏହି ଦୁର୍ଲଭ ବେଶ ଦର୍ଶନ କଲେ ମିଳେ କୋଟିପୁଣ୍ୟ

ଘରେ ଯଦି କୌଣସି ପ୍ରକାର ମରାମତି କାମ କରିବେ ତେବେ ଘରର ଛାତରେ ପ୍ରଥମେ ଏକ ଗୋଲ ଆକାରର ଆଇନା ରଖନ୍ତୁ। ଏହାଦ୍ୱାରା ଶବ୍ଦ କାରଣରୁ ସୃଷ୍ଟି ହୋଇଥିବା ବାସ୍ତୁ ଦୋଷ ଦୂର ହୋଇଥାଏ।

ସଭିଁଙ୍କ ସ୍ୱାସ୍ଥ୍ୟ ମୁଖ୍ୟତଃ ଖାଦ୍ୟ ସହ ଜଡିତ। ତେଣୁ ଭୁଲ ଦିଗରେ ରୋଷେଇ ଘର ଆଦୌ ରଖନ୍ତୁ ନାହିଁ। ଭୁଲ ଦିଗରେ ରୋଷେଇ ଘର ରହିବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହେବା ସହ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ। ରୋଷେଇ ଘରର ଆଗ୍ନେୟ କୋଣରେ ଏକ ବଲବ୍‍ ଜଳାଇ ରଖନ୍ତୁ। ସକାଳ ଠାରୁ ସନ୍ଧ୍ୟା ଏହି ବଲବ୍‍ ଜଳାଇ ରଖନ୍ତୁ।

ହିନ୍ଦୁ ଧର୍ମରେ ସ୍ୱସ୍ତିକ ଚିହ୍ନର ଖୁବ ମହତ୍ତ୍ୱ ରହିଛି। ତେଣୁ ଘରର ମୁଖ୍ୟଦ୍ୱାର ସମ୍ମୁଖରେ ଏହି ଚିହ୍ନ ରଖନ୍ତୁ। ଏହା ଶୁଭଫଳ ଓ ଶୁଭ ସଙ୍କେତ ପ୍ରଦାନ କରିଥାଏ। ସର୍ବଦା ୯ ଆଙ୍ଗୁଠି ଲମ୍ବ ଓ ଓସାରର ସ୍ୱସ୍ତିକ ଚିହ୍ନ ରଖିବା ଦ୍ୱାରା ସମସ୍ତ ରୋଗ ଓ ଦୋଷରୁ ମୁକ୍ତି ମିଳିଥାଏ।

Also Read : Bijaya Sankar Das and Somalika Controversy:ଜୟ ନାରାୟଣ ମିଶ୍ରଙ୍କୁ ଭେଟିବା ପରେ ସୋମାଲିକାଙ୍କୁ ଅଜଣା ନମ୍ବରରୁ ମିଳୁଛି ଧମକ, ଅଡିଓ ଭାଇରାଲ

Also Read : Sugar for Diabetes: ଡାଇବେଟିସ ରୋଗୀ କେତେ ଖାଇବେ ଚିନି, ଜାଣନ୍ତୁ ଏକ୍ସପର୍ଟଙ୍କ ରିପୋର୍ଟ

Also Read : Entertainment News: ୨୨ ବର୍ଷ ଅପେକ୍ଷାର ଘଟିଲା ଅନ୍ତ, ପୁଣି ବଡ଼ ପରଦାରେ ଏକାଠି ନଜର ଆସିବେ ବାବୁରାଓ-ରାଜୁ -ଶ୍ୟାମ

Also Read : Nikki Murder Case: ପୋଲିସ ଆଗରେ ସତ ଓଗାଳିଲା ବଏଫ୍ରେଣ୍ତ ସାହିଲ୍, ହତ୍ୟାର ୧୨ ଘଣ୍ଟା ପୂର୍ବରୁ ନିକି ସହ...