World Cup 2023 Final: ଆଜି ବିଶ୍ବକପ୍ ଫାଇନାଲ୍ ଫାଇଟ୍ (World Cup 2023 Final) । ଏନେଇ ଆରମ୍ଭ ହୋଇ ଯାଇଛି କାଉନ ଡାଉନ୍। ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ (Narendra Modi Stadium in Ahmedabad) ମୁହାଁମୁହିଁ ହେବେ ଭାରତ -ଅଷ୍ଟ୍ରେଲିଆ (India vs Australia)। ଏନେଇ ଷ୍ଟାଡିୟମରେ ଜମିଲାଣୀ କ୍ରିକେଟ୍ ପ୍ରେମୀଙ୍କ ଭିଡ଼। ଆଉ ଏଥିରୁ ବାଦ୍ ପଡି ନାହାଁନ୍ତି ବଲିଉଡ଼ର ବଡ଼ ବଡ଼ ସେଲିବ୍ରେଟି।
Trending Photos
World Cup 2023 Final: ଆଜି ବିଶ୍ବକପ୍ ଫାଇନାଲ୍ ଫାଇଟ୍ (World Cup 2023 Final) । ଏନେଇ ଆରମ୍ଭ ହୋଇ ଯାଇଛି କାଉନ ଡାଉନ୍। ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ (Narendra Modi Stadium in Ahmedabad) ମୁହାଁମୁହିଁ ହେବେ ଭାରତ -ଅଷ୍ଟ୍ରେଲିଆ (India vs Australia)। ଅପରାହ୍ନ ୨ଟାରେ ଏହି ମ୍ୟାଚ୍ ଖେଳାଯିବ। ଏନେଇ ଷ୍ଟାଡିୟମରେ ଜମିଲାଣୀ କ୍ରିକେଟ୍ ପ୍ରେମୀଙ୍କ ଭିଡ଼। ଆଉ ଏଥିରୁ ବାଦ୍ ପଡି ନାହାଁନ୍ତି ବଲିଉଡ଼ର ବଡ଼ ବଡ଼ ସେଲିବ୍ରେଟି।
#WATCH पूर्व भारतीय क्रिकेटर सचिन तेंदुलकर ने कहा, "मैं यहां शुभकामनाएं देने आया हूं। उम्मीद है कि आज शाम को हम ट्रॉफी उठाएंगे...सब इस दिन की राह देख रहे थे।"#ICCMensCricketWorldCup2023 https://t.co/t8JbPQIYU5 pic.twitter.com/4oPjylYFuo
— ANI_HindiNews (@AHindinews) November 19, 2023
#WATCH बेंगलुरु: अभिनेता अनुपम खेर ने कहा, "आज भारत-ऑस्ट्रेलिया फाइनल मैच है... आज भारत की जीत पूरे विश्व में सुनाई देगी... हम 100 फीसदी जीतेंगे।"#ICCMensCricketWorldCup2023 pic.twitter.com/RlCtiHc94q
— ANI_HindiNews (@AHindinews) November 19, 2023
#WATCH मुंबई: अभिनेता रणवीर सिंह और दीपिका पादुकोण भारत-ऑस्ट्रेलिया के बीच आईसीसी विश्व कप फाइनल मैच देखने के लिए अहमदाबाद के लिए रवाना हुए। pic.twitter.com/Diia39aAjG
— ANI_HindiNews (@AHindinews) November 19, 2023
#WATCH अहमदाबाद, गुजरात: आईसीसी पुरुष क्रिकेट विश्व कप 2023 भारत बनाम ऑस्ट्रेलिया फाइनल मैच के लिए अभिनेत्री और भारतीय क्रिकेटर विराट कोहली की पत्नी अनुष्का शर्मा नरेंद्र मोदी स्टेडियम के लिए रवाना हुईं। pic.twitter.com/1h7smx5UqK
— ANI_HindiNews (@AHindinews) November 19, 2023
#WATCH | Gujarat: Ahead of the ICC World Cup final between India and Australia, actress Urvashi Rautela says, "I am very excited. I am sure India will win the trophy..." pic.twitter.com/6jZf1VRpbr
— ANI (@ANI) November 19, 2023
ଟିମ୍ ଇଣ୍ତିଆକୁ ଶୁଭେଚ୍ଛା ଜଣାଇବା ସହ ଚିଅର ଅପ୍ କରିବା ପାଇଁ ଏବେବୁ ଷ୍ଟାଡିୟମରେ ସେଲିବ୍ରେଟିଙ୍କ ଭିଡ଼ ଦେଖିବାକୁ ମିଳିଲାଣୀ। ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚି ଏଏନଆଇକୁ ପ୍ରତିକ୍ରିୟା ଦେଇଛନ୍ତି ସୋନୁସୁଦ। ସେ କହିଛନ୍ତି ଯେ, 'ମୁଁ ଟିମ୍ ଇଣ୍ଡିଆର ବିଜୟକୁ ନେଇ ଶୁଭେଚ୍ଛା ଜଣାଉଛି। ଟିମ୍ ଇଣ୍ତିଆରେ ବହୁତ୍ ମହାନ ଖେଳାଳି ଅଛନ୍ତି, ତେଣୁ ବିଜୟ ନିଶ୍ଚିତ ଅଟେ । ଟିମ୍ ଇଣ୍ଡିଆର ବିଜୟ ପାଇଁ ପୁରା ଦେଶ ପ୍ରାର୍ଥନା କରୁଛି ଏବଂ ଯେତେବେଳେ କେହି ହୃଦୟରୁ ପ୍ରାର୍ଥନା କରନ୍ତି, ତାଙ୍କର ପ୍ରାର୍ଥନା ନିଶ୍ଚିତ ଭାବରେ ପୂରଣ ହୁଏ ବୋଲି କହିଛନ୍ତି ସୋନୁ ସୁଦ।'
ସେପଟେ, ମ୍ୟାଚ୍ ଦେଖିବା ପାଇଁ ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିଛନ୍ତି ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲ । ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଯେ, ସେ କହିଛନ୍ତି ମୁଁ ବହୁତ ଉତ୍ସାହିତ ଏବଂ ମୁଁ ଜାଣେ ଟିମ୍ ଇଣ୍ଡିଆ ନିଶ୍ଚିତ ଭାବେ ଟ୍ରଫି ଆଣିବ । ସେପଟେ, ଅଭିନେତ୍ରୀ ରବନା ଟଣ୍ତନ ଟିମ୍ ଇଣ୍ଡିଆକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ କହିଛନ୍ତି, ଟିମ୍ ଇଣ୍ତିଆକୁ ଶୁଭେଚ୍ଛା, ଆମ ସମସ୍ତଙ୍କର ଆଶା ଟିମ୍ ଇଣ୍ତିଆ ନିଶ୍ଚିତ ଭାବେ ଟ୍ରଫି ହାତେଇବ। ଏବଂ ଦେଶ ପାଇଁ ଗୌରବ ଆଣିବ।