Advertisement
Photo Details/zeeodisha/odisha2616353
photoDetails0hindi

Ollywood News: ସୁପରଷ୍ଟାର ଅନୁଭବଙ୍କ ସହ ଜାଗ୍ରତିଙ୍କ ୬ ଟି ଫଟୋ ଭାଇରାଲ୍, କ୍ଲିକ୍ କରି ଦେଖନ୍ତୁ

ନିଜ ବିବାହ ଛାଡପତ୍ର ଏବଂ ଦିଲ୍ଲୀ ବାନ୍ଧବୀ ଜାଗ୍ରତିଙ୍କ ସହ ସମ୍ପର୍କକୁ ନେଇ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଚର୍ଚ୍ଚାରେ ଅଛନ୍ତି ।

1/5

ଜାଗ୍ରତିଙ୍କ ସହ ପ୍ରକୃତରେ ସମ୍ପର୍କ ବନ୍ଧୁତ୍ୱର ନା ପ୍ରେମର ସେନେଇ ସିଧାସଳଖ କୌଣସି ଖୁଲାସା ହୋଇନଥିଲେ ମଧ୍ୟ ପରସ୍ପର ବିବାହ ବନ୍ଧନରେ ଆବନ୍ଧ ହେବେ ବୋଲି ଚର୍ଚ୍ଚା ହେଉଛି ।

2/5

ପୂର୍ବରୁ ଅନୁଭବଙ୍କ ଜୀବନୀକୁ ନେଇ ଜାଗ୍ରତି ଏକ ବହି ଲେଖିସାରିଛନ୍ତି । ଯାହାର କଭର ପେଜ୍ ସୋସିଆଲ ମିଡିଆରେ ସେ ନିଜେ ସେୟାର କରିଥିଲେ ।

3/5

ଏଥିସହ ଅନୁଭବଙ୍କ ସିନେମାର କାହାଣୀ ଜାଗ୍ରତି ନିଜେ ଲେଖିବା ଏକ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

4/5

ଜାଗ୍ରତି ଗଣମାଧ୍ୟମରେ ମଧ୍ୟ କହିସାରିଛନ୍ତି ଯେ, ଅନୁଭବଙ୍କ ପରିବାର ସହ ମୋର ସମ୍ପର୍କ ଖୁବ ଭଲ ଏବଂ ସେମାନେ ମୋର ନିଜର ।

5/5

ତେବେ ଅଭିନେତା ଅନୁଭବ ମହାନ୍ତି ଏବଂ ସାମ୍ୱାଦିକା ଜାଗ୍ରତି ଶୁକ୍ଳା କେବେ ବିବାହ କରିବେ ସେନେଇ କୌଣସି ସୂଚନା ନିଜ ଆଡୁ ଦେଇନାହାନ୍ତି ।