Castor Oil Benefits: ଜଡ଼ା ତେଲରେ ଫ୍ୟାଟି ଏସିଡ୍ ଏବଂ ଅନେକ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ। ଯାହା ଆପଣଙ୍କ କେଶକୁ ମଜବୁତ୍ କରିବାରେ ଏବଂ ବଢ଼ିବାରେ ସାହାଯ୍ୟ କରିଥାଏ। ଏହାକୁ ଉଭୟ ପୁରୁଷ ଏବଂ ମହିଳା ବ୍ୟବହାର କରିଥାନ୍ତି। ଏହି ତେଲର ଲଗାତାର ବ୍ୟବହାର କରିବା ଦ୍ୱାରା ଏହା କେଶକୁ ପତଳା ହେବାରୁ ରୋକିଥାଏ। ଯଦି ଆପଣ ଏହାକୁ ସଠିକ୍ ଭାବରେ ବ୍ୟବହାର କରନ୍ତି, ତେବେ ଆପଣ ଏଥିରୁ ଅନେକ ଲାଭ ପାଇପାରିବେ। ଆସନ୍ତୁ ଜାଣିବା ଏହାକୁ ପ୍ରୟୋଗ କରିବାର ଲାଭ କ’ଣ?
ट्रेन्डिंग फोटोज़