Nalco recruitment: ନାଲକୋରେ ଚାକିରି ପାଇଁ ସୂବର୍ଣ୍ଣ ସୁଯୋଗ, ଜାଣନ୍ତୁ କିପରି କରିବେ ଆପ୍ଲାଏ...
Advertisement
Article Detail0/zeeodisha/odisha2316046

Nalco recruitment: ନାଲକୋରେ ଚାକିରି ପାଇଁ ସୂବର୍ଣ୍ଣ ସୁଯୋଗ, ଜାଣନ୍ତୁ କିପରି କରିବେ ଆପ୍ଲାଏ...

Executive recruitment: ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଭଲ ନିଯୁକ୍ତି ସୁଯୋଗ। ଭାରତୀୟ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲକୋରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ସୂଚନା ପାଇ ପାରିବେ।

ଆବେଦନ ତାରିଖ:

-ଆବେଦନ ତାରିଖ ଜୁଲାଇ ୨ରୁ ଆରମ୍ଭ ହେବାକୁ ଯାଉଛି

-ଆବେଦର ଶେଷ ତାରିଖ ଜୁଲାଇ ୩୧ ତାରିଖ

ଖାଲି ପଦବୀ:

ମୋଟ୍ ୧୭ଟି ପଦବୀ ଖାଲି ପଡ଼ିଛି:

-ଏଗ୍ଜୁକୁଟିଭ ଡିରେକ୍ଟର-୧

-ଗ୍ରୁପ୍ ଜେନେରାଲ ମ୍ୟାନେଜର-୩

-ଜେନେରାଲ ମ୍ୟାନେଜର-୩

-ଜେନେରାଲ ମ୍ୟାନେଜର(Civil)-୨

-ଜେନେରାଲ୍ ମ୍ୟାନେଜର(Finance)-୫

-ଜେନେରାଲ୍ ମ୍ୟାନେଜର(Mining)- ୨

-ଗ୍ରୁପ୍ ଜେନେରାଲ୍ ମ୍ୟାନେଜର(Mining)-୧

ଆବେଦନ ଫି:

-ଜେନେରାଲ, ଓବିସି କାଟାଗୋରୀଙ୍କ ପାଇଁ ଆବେଦନ ଫି ୧୦୦୦ ଧାର୍ଯ୍ୟ କରାଯାଇଥିବା ବେଳେ ଏସସି, ଏସଟିଙ୍କ ୫୦୦ ଟଙ୍କା ରହିଛି ଆବେଦନ ଫି।

-ନେଟ୍ ବ୍ୟାଙ୍କିଂ, ୟୁପିଆଇ ଓ ଡେବିଟ୍ କାର୍ଡ ବ୍ୟବହାର କରି ପ୍ରାର୍ଥୀ ଆବେଦନ କରିପାରିବେ।

କିପରି କରିବେ ଆବେଦନ:

-ଆବେଦନ ପାଇଁ ପାର୍ଥୀ ଭାରତୀୟ ନାଗରୀକ ହୋଇଥିବା ନିତ୍ୟାନ୍ତ ଆବଶ୍ୟକ

-ପ୍ରାର୍ଥୀମାନେ ନାଲକୋର ଅଫିସିଆଲ ସାଇଟ୍ www.nalcoindia.comକୁ ଯାଇ ଆବେଦନ କରିପାରିବେ

-ଆବେଦନ ପାଇଁ ପାସପୋର୍ଟ ସାଇଜ୍ ଫଟୋ, ସିଗନେଚର୍, କ୍ୱାଲିଫିକେସନ୍ ସାର୍ଟିଫିକେଟ୍, ଏକ୍ସପେରିଏନ୍ସ ସାର୍ଟିଫିକେଟ୍, ସାଲାରି ସ୍ଲିପ୍, ଏବଂ ଆବଶ୍ୟକୀୟ ଡକୁମେଣ୍ଟ ଦାଖଲ୍ କରିବା ଆବଶ୍ୟକ।

ଅଧିକ ସୂଚନା ପାଇଁ ତଳେ ଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ।

https://mudira.nalcoindia.co.in/iorms/UploadData/Advertisement/638545906169885827_Advertisement%20for%20recruitment%20to%20senior%20level%20positions.pdf