Advertisement
Photo Details/zeeodisha/odisha2493571
photoDetails0hindi

Mangal Gochar 2024: ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ, ଦୀପାବଳିରେ ସତର୍କ ରୁହନ୍ତୁ ୩ ରାଶି

Mangal Gochar 2024: ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କର ଏକ ବିଶେଷ ସ୍ଥାନ ରହିଛି । ଏହି କାରଣରୁ ମଙ୍ଗଳଙ୍କୁ ଗ୍ରହମାନଙ୍କର ସେନାପତି କୁହାଯାଏ । ଯେତେବେଳେ ମଙ୍ଗଳ ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ କରନ୍ତି ତାହାର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡିଥାଏ ।

1/5

Mangal Gochar 2024: ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଧନତେରାସ ଗୋଟିଏ ଦିନ ପୂର୍ବରୁ ୨୮ ଅକ୍ଟୋବର ୨୦୨୪ ରେ ମଙ୍ଗଳବାର ୪ଟା ୨୪ ରେ ଶନିଙ୍କ ନକ୍ଷତ୍ର ପୁଷ୍ୟାରେ ଚଳନ କରିଛନ୍ତି । ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ କାରଣରୁ ଦୀପାବଳି ପୂର୍ବରୁ କିଛି ରାଶିର ବ୍ୟକ୍ତି ଉପକୃତ ହେବେ ଏବଂ କିଛି ରାଶିର ବ୍ୟକ୍ତିଙ୍କୁ ସାବଧାନ ରହିବାକୁ ପଡିବ ।

2/5

ବୃଷ ରାଶି

ଚଳିତ ବର୍ଷର ଦୀପାବଳି ଆପଣଙ୍କ ପାଇଁ ବିଶେଷ ଭଲ ହେବ ନାହିଁ । ଧନ ଅଭାବ କାରଣରୁ ମାନସିକ ଚାପର ସମ୍ମୁଖୀନ ହେବେ। ବ୍ୟବସାୟୀଙ୍କ ଆୟର ଉତ୍ସ ହ୍ରାସ କାରଣରୁ ଆର୍ଥିକ ସ୍ଥିତି ବିଗଦିଡିଯିବ । ବିଭିନ୍ନ କ୍ଷେତ୍ରରେ ଅର୍ଥ ଅଭାବର ସାମ୍ନା କରିବାକୁ ପଡିପାରେ ।

3/5

ତୁଳା ରାଶି

ଚାକିରି କ୍ଷେତ୍ରରେ ପଦବୀ ଏବଂ ବେତନରେ କୌଣସି ବୃଦ୍ଧି ହେବ ନାହିଁ । ଭାଗିଦାରୀରେ ବ୍ୟବସାୟରେ ବହୁତ କ୍ଷତି ସହିବେ । ବ୍ୟବସାୟରେ ସହଭାଗୀମାନଙ୍କ ସହିତ ସମ୍ପର୍କ ମଧ୍ୟ ଭଲ ହେବ ନାହିଁ । ଯାହା କାର୍ଯ୍ୟ ଉପରେ ସିଧାସଳଖ ନକାରାତ୍ମକ ପ୍ରଭାବ ପକାଇବ । ଷ୍ଟକ୍ ମାର୍କେଟରେ ଟଙ୍କା ବିନିଯୋଗ କରିବା ପାଇଁ ଏହା ଉପଯୁକ୍ତ ସମୟ ନୁହେଁ । କାରଣ ବହୁତ କ୍ଷତି ସହିପାରନ୍ତି । ପୁରୁଣା ନିବେଶରୁ ମଧ୍ୟ କ୍ଷତି ହେବାର ସମ୍ଭାବନା ଅଛି ।

4/5

ମୀନ ରାଶି

ମଙ୍ଗଳ ଚଳନ ଆପଣଙ୍କ ପାଇଁ ଉଦ୍ଦିଷ୍ଟ ହେବ । ଟଙ୍କା ନଷ୍ଟ କାରଣରୁ ମାନସିକ ଚାପଗ୍ରସ୍ତ ହୋଇପାରନ୍ତି । ବୈବାହିକ ଜୀବନରେ ସାଥୀଙ୍କ ସହିତ ଝଗଡା ହୋଇପାରେ । ଘରର ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପକାଇବ । ଛାତ୍ରମାନେ ଅଧ୍ୟୟନରେ ଆଗ୍ରହ ପ୍ରକାଶ କରିବେ ନାହିଁ ।  ପରୀକ୍ଷାରେ ଭଲ ମାର୍କ ହାସଲ କରିପାରିବେ ନାହିଁ ।

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।