trendingNowFive1835186

Odia Music Director News

alt
ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଏସ୍.ଜୟନ୍ତ...ପେଶାରେ ପାରାଦୀପ ସହରରେ ସେ ବୁଲିବୁଲି ରାସ୍ତା କଡରେ ଠିଆହୋଇ ବିଏସ୍ଏନ୍ଏଲ୍ ସିମକାର୍ଡ ବିକ୍ରୀ କରନ୍ତି ହେଲେ ନିଶାରେ ଜଣେ ଭଲ ସଂଗୀତ ନିର୍ଦ୍ଦେଶକ ହେବା..ସେ ହେଲେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସରବା ଗ୍ରାମର ଏସ୍.ଜୟନ୍ତ । ସେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କଲେଜ ରେ ପାଠ ପଢୁଥିବା ସମୟରେ କ୍ୟାସେଟ୍ ଦୋକାନ ରେ ଗୀତ ଶୁଣିଶୁଣି ସଂଗୀତ ପ୍ରତି ତାଙ୍କର ଆଗ୍ରହ ବଢିଥିଲା । କଲେଜ ପାଠ ପଢା ସରିବା ପରେ ସଂଗୀତ ନିର୍ଦ୍ଦେଶନା ଦେବା ପାଇଁ ସେ ଅନେକ ପ୍ରଯୋଜନା ସଂସ୍ଥା କୁ ଯାଇ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ବାରମ୍ବାର ନିରାଶ ହୋଇ ଫେରିବାକୁ ପଡୁଥିଲା। ହେଲେ ଏସ୍.ଜୟନ୍ତ ଙ୍କ ସଂଗୀତ ପ୍ରତି ତାଙ୍କର ମନୋବଳ ଭାଙ୍ଗି ନଥିଲା। ତାଙ୍କୁ ସଂଗୀତ ର ନିଶା ଏଭଳି ଘାରି ଥିଲା ଯେ ତା
Aug 21,2023, 19:52 PM IST

Trending news