Advertisement

Muslim population in uttar pradesh

alt
Sacred City of India: ଅଯୋଧ୍ୟା, ପ୍ରୟାଗରାଜ, ମଥୁରା ଏବଂ କାଶୀ ଦେଶର ପ୍ରମୁଖ ଧାର୍ମିକ ସହର ଭାବେ ଜଣାଶୁଣା। ହେଲେ କ'ଣ ଆପଣ ଜାଣିଛନ୍ତି ହିନ୍ଦୁ ଧର୍ମ ସହିତ ଜଡ଼ିତ ଭାରତ ବର୍ଷର କେଉଁ ସହରରେ ସର୍ବାଧିକ ସଂଖ୍ୟାରେ ମୁସଲମାନ ବସବାସ କରିଥାନ୍ତି? ଆପଣ ହୁଏତ ଏହି ପ୍ରଶ୍ନର ଉତ୍ତର ଜାଣି ନଥିବେ। ଅଯୋଧ୍ୟା, ପ୍ରୟାଗରାଜ, ମଥୁରା କିମ୍ବା ବାରଣାସୀ ମଧ୍ୟରୁ କେଉଁଠି ବସବାସ କରିଥାନ୍ତି ସର୍ବାଧିକ ସଂଖ୍ୟକ ମୁସଲମାନ? ଭାରତ ବର୍ଷର ମୋଟ ଜନସଂଖ୍ୟା ୧୪୦ କୋଟିରୁ ଅଧିକ। ଯେଉଁଥିରୁ ପ୍ରାୟ ୮୦ ପ୍ରତିଶତ ହେଉଛନ୍ତି ହିନ୍ଦୁ ଅଟନ୍ତି। ଦେଶର ମୋଟ ଜନସଂଖ୍ୟାର ୧୫ ପ୍ରତିଶତ ହେଉଛନ୍ତି ମୁସଲମାନ। ଯଦି ବିଶ୍ୱର ସବୁଠାରୁ ବଡ ମୁସଲମାନ ଜନସଂଖ୍ୟା ଦେଶ କଥା କୁହାଯାଏ ତାହେଲେ ଇଣ୍ଡୋନେସିଆ ପ୍ରଥମ ସ୍ଥାନରେ ରହିଛି। ସେହିପରି ପାକିସ୍ତାନ ଦ୍ୱିତୀୟ ଏବଂ ଭାରତ ତୃତୀୟ ସ୍ଥାନରେ ରହିଛି। 
Jan 9,2024, 1:31 AM IST

Trending news