Advertisement

JEE Topper

alt
JEE Advanced Result: ଛାତ୍ର ଛାତ୍ରୀମାନଙ୍କୁ ମିଳିଲା ଉତ୍ତର ଖାତା, ଫଳାଫଳ ଉପରେ ନଜର, ତେବେ ଇତିମଧ୍ୟରେ ଜେଇ ଆଡ଼ଭାନ୍ସ(JEE Advanced) ର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି।  ସକାଳ ସମୟ 10:00 ଟାରେ ଏହାର ଫଳାଫଳ ପ୍ରକାଶ ପାଇବ ।ଫଳାଫଳକୁ ନେଇ ଛାତ୍ର ଛାତ୍ରୀ ମାନେ ଉତ୍କଣ୍ଠାର ସହିତ ଅନାଇ ବସିଛନ୍ତି । ତେବେ ଏହି ବର୍ଷ କିଏ ଏହି ଶ୍ରେଷ୍ଠ ସ୍ଥାନ ଅଧିକାର କରିବା ତାକୁ ମଧ୍ୟ ସମସ୍ତେ ଅନାଇ ବସିଛନ୍ତି ।ଏଥର ଏହି ଜେଇ ଆଡ଼ଭାନ୍ସ ଫଳାଫଳ ସମ୍ଭନ୍ଧୀୟ ସମସ୍ତ ପରିଚାଳନା ଦାୟିତ୍ୱ ବମ୍ବେ ଆଇ ଆଇ ଟି (IIT Bombay)ହାତରେ ରହିଛି । ଅନ୍ୟପକ୍ଷରେ ଓଡ଼ିଶାର କେଉଁ ଛାତ୍ର ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବ ସେ ନେଇ ଛାତ୍ର ଛାତ୍ରୀ ମାନେ ଅନାଇ ବସିଛନ୍ତି ।ତେବେ ଏହି ଫଳାଫଳକୁ ଜାଣିବା ପାଇଁ ଛାତ୍ର ଛାତ୍ରୀ ମାନେ  jeeadv.ac.in ରେ ଡାଉନ ଲୋଡ କରି ନିଜର ମାର୍କ ଓ ରାଙ୍କ  ଜାଣି ପାରିବେ ।  
Sep 11,2022, 1:59 AM IST

Trending news