Advertisement

Astrology 26 October 2024

alt
Rashifal 26 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଓ ତାରାମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୨୬ ଅକ୍ଟୋବର ୨୦୨୪ ହେଉଛି ଶନିବାର। ହିନ୍ଦୁ ଧର୍ମରେ ଶନିବାର ଦିନ ହନୁମାନ ଭଗବାନ ଓ ଶନିଦେବଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିନ ହନୁମାନ ଭଗବାନ ଏବଂ ଶନି ଦେବଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ। ବିଶ୍ୱାସ ରହିଛି ଯେ ଏହି ଦିନ ହନୁମାନ ଭଗବାନ ଓ ଶାନିଦେବଙ୍କୁ ପୂଜା କଲେ ଜୀବନର ସମସ୍ତ ବାଧାବିଘ୍ନରୁ ମୁକ୍ତି ମିଳିଥାଏ ଓ ଜୀବନରେ ସୁଖ ସମୃଦ୍ଧତା ଆସିଥାଏ। ଜାଣନ୍ତୁ ୨୬ ଅକ୍ଟୋବର ୨୦୨୪ ରେ କେଉଁ ରାଶି ଉପକୃତ ହେବେ ଏବଂ କେଉଁ ରାଶି ଗୁଡିକୁ ସତର୍କ ରହିବାକୁ ପଡିବ।  
Oct 25,2024, 19:27 PM IST

Trending news