Advertisement

Astro Tips For Home

alt
ମନକଥା,ଶକ୍ତି,ଗୁପ୍ତରୋଗ,ଶତ୍ରୁ-ମିତ୍ର,ଆୟୁଶ,ଆତ୍ମଶକ୍ତି ଆଦିର ଖୋଲା ବହି କହିଲେ ଭୁଲ ହେବ ନାହିଁ ।ବୁଢା ଆଙ୍ଗୁଠିର ସମ୍ପର୍କ ମସ୍ତିଷ୍କ ସହିତ ରହିଛି । ହାତର କାର୍ଯ୍ୟକ୍ଷମତାର କେନ୍ଦ୍ର ହେଉଛି ବୁଢା ଆଙ୍ଗୁଠି । ପ୍ରତ୍ୟକ ବ୍ୟକ୍ତିଙ୍କ ଆଙ୍ଗୁଠିରେ ଥିବା ରେଖ ମାତୃଗର୍ଭରୁ ହିଁ ସୃଷ୍ଟି ହୋଇଥାଏ । ଗର୍ଭବାସ୍ଥାର ଚତୁର୍ଥ ମାସରୁ ଆଙ୍ଗୁଠିର ରେଖା ସବୁ ସୃଷ୍ଟି ହୁଏ । ଯେଉଁ ରେଖା ସବୁ ମୃତ୍ଯୁ ପର୍ଯ୍ୟନ୍ତ ରହିଥାଏ । ସେଥିପାଇଁ ଅପରାଧୀକୁ ଚିହ୍ନଟ କରିବା ପାଇଁ ଫିଙ୍ଗର ପ୍ରିଣ୍ଟ୍ ନିଆଯାଇଥାଏ । ପୁରାତନ କାଳରେ କୌଣସି ବ୍ୟକ୍ତିଙ୍କୁ ଚାକିରିରେ ନିଯୁକ୍ତି ସମୟରେ ବ୍ୟକ୍ତିଙ୍କ ଆଙ୍ଗୁଠି ଦେଖାଯାଉଥିଲା । କାରଣ ଲୋକଙ୍କ ଆଙ୍ଗୁଠି ସେମାନଙ୍କ ବ୍ଯକ୍ତିତ୍ୱ କଥା କୁହେ ବୋଲି ବିଶ୍ୱାସ ଥିଲା ।ମଣିଶର ମୃତ୍ଯୁର କିଛି ସମୟ ପୂର୍ବରୁ ହାତ
Sep 30,2023, 16:26 PM IST

Trending news