Advertisement
photoDetails1hindi

Shweta Tiwari Bold Photos: ୪୨ ବର୍ଷରେ ବି ଅକ୍ଷୁର୍ଣ୍ଣ ରହିଛି ଶ୍ବେତାଙ୍କ ସୌନ୍ଦର୍ଯ୍ୟ, ଆଜିବି ବୋଲ୍ଡ ଅନ୍ଦାଜରେ ଫ୍ୟାନ୍ସଙ୍କୁ କରୁଛନ୍ତି ଘାଇଲା

Shweta Tiwari Bold Photos: ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ । ଦମଦାର ଅଭିନୟ ପାଇଁ ଆଜିବି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ଶ୍ୱେତା ତିୱାରୀ ଫଟୋ ଗୁଡିକୁ ନିକଟରେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ତେବେ ଏହି ଫଟୋ ଗୁଡିକରେ ଶ୍ବେତା ଏତେ ସୁନ୍ଦର ଦେଖାଯାଉଛନ୍ତି ଯେ, ଯେ କେହି ବି ତାଙ୍କ ଫଟୋକୁ କିଛି ସମୟ ପାଇଁ ଅନାଇ ରହିବ ।

1/7

2/7

3/7

ନିକଟରେ ଇନଷ୍ଟାରେ ସେୟାର କରିଥିବା ଫଟୋ ଗୁଡିକରେ ଦେଖିବାକୁ ମିଳିଛି ଯେ ଶ୍ୱେତା ତିୱାରୀ ଏକ ସବୁଜ ରଙ୍ଗର ଶାଢୀ ପିନ୍ଧିଛନ୍ତି ।  ଶ୍ୱେତା ୪୨ ବର୍ଷ ବୟସରେ ପହଞ୍ଚିଥିଲେ ମଧ୍ୟ ଆଜିବି ତାଙ୍କ ସୁନ୍ଦରତା ଅକ୍ଷୁର୍ଣ୍ଣ ରହିଛି । ସେ ନିଜ ସୁନ୍ଦରତାରେ ଯେ କୌଣସି ଯୁବ ଅଭିନେତ୍ରୀ ପଛରେ ମଧ୍ୟ ପକାଇ ଦେବେ । ଶ୍ୱେତା ତିୱାରୀଙ୍କ ଏହି ଲାଟେଷ୍ଟ ଫଟୋ ଗୁଡିକ ସୋସିଆଲ ମିଡିଆରେ ଏବେ ନିଆଁ ଲଗାଇଛି ।

4/7

ଏହି ଲାଟେଷ୍ଟ ଫଟୋରେ ଶ୍ୱେତା ତିୱାରୀ ତାଙ୍କର ସୁନ୍ଦର ଚେହେରା ସହିତ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ଆଉ ଏକ ଫଟୋରେ ଦେଖିବାକୁ ମିଳିଛି ଯେ,ଶ୍ବେତା ଏକ ବୋଲ୍ଡ ଲୁକରେ ନଜର ଆସିଛନ୍ତି । ଏହି ଫଟୋତୁ ମଧ୍ୟ ପ୍ରଶଂସକ ବେଶ ତାରିଫ କରିଛନ୍ତି ।

5/7

ଶ୍ବେତା ତିଓ୍ବାରୀଙ୍କ ସୌନ୍ଦର୍ଯ୍ୟକୁ ଶଦ୍ଧରେ ପରି ପ୍ରକାଶ କରି ହେବ ନାହିଁ । ଶ୍ବେତା ତିଓ୍ବାରିଙ୍କ ବୋଲ୍ଟ ଫଟୋକୁ କେବଳ ଫ୍ୟାନ୍ସ କାହିଁକି କେତେକ ବି ଟାଉନ୍ ସେଲିବ୍ରେଟି ମଧ୍ୟ ପସନ୍ଦ କରିଛନ୍ତି । 

6/7

ଶ୍ୱେତା ତିୱାରୀ ଜଣେ ଜଣାଶୁଣା ଟିଭି ଅଭିନେତ୍ରୀ । ଯଦି ଆମେ ତାଙ୍କ ୱାର୍କଫ୍ରଣ୍ଟ ବିଷୟରେ କଥା ହେବା ,ତେବେ ଏହି ଅଭିନେତ୍ରୀ ଅନେକ ଟିଭି ସିରିଏଲରେ କାମ କରିଛନ୍ତି । 

7/7

କସୋଟି ଜିନ୍ଦେଗି କି' ସିରିଏଲରେ କାମ କରି ଅଧିକ ଲୋକପ୍ରିୟତା ହାସଲ କରିଥିଲେ ଶ୍ୱେତା ତିଓ୍ବାରୀ ସର୍ବାଧିକ ଲୋକପ୍ରିୟ ହୋଇଥିଲେ । ରିଏଲିଟି ଶୋ ବିଗ୍ ବସ୍ (ଶ୍ୱେତା ତିୱାରୀ ବିଗ୍ ବସ୍ ବିଜେତା) ମଧ୍ୟ ହୋଇଛନ୍ତି । 

ट्रेन्डिंग फोटोज़