Advertisement
photoDetails1hindi

Norway Ambassador:ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ପ୍ରଂଶସା, ଓଡ଼ିଆରେ ଲେଖିଲେ 'ଧନ୍ୟବାଦ ଓଡ଼ିଶା'

Norway Ambassador News: ଶିଳ୍ପ ମହାକୁମ୍ଭ ରେ ମୋଟ୍ ୧୦ ଲକ୍ଷ ୪୮ ହଜାର ୮୦୭ କୋଟିର ପୁଞ୍ଜିନିବେଶ ପାଇଁ ଆଗ୍ରହ ଆସିଛି। ଏହାକୁ ନେଇ ଖୁସିବ୍ୟକ୍ତ ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ଓଡ଼ିଶାକୁ ଆସି ଓଡ଼ିଶାର କୀର୍ତ୍ତିରାଜି ବୁଲି ଦେଖି ପ୍ରଂଶସା କରିଛନ୍ତି ବିଦେଶୀ ରାଷ୍ଟ୍ରମୁଖ୍ୟ ଓ ରାଷ୍ଟ୍ରଦୂତ।

ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ପ୍ରଂଶସା

1/7
ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ପ୍ରଂଶସା

ସେପଟେ ନରୱେରୁ ଆସିଥିବା ଆମ୍ବାସଡର Hans Jacob Frydenlund ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଅତି ନିକଟରୁ ଦେଖିଛନ୍ତି। ପୁରୀ ସମୁଦ୍ର ବେଳାଭୂମିରେ ଥିବା ବାଲୁକାକଳା ବୁଲି ଦେଖିଛନ୍ତି ନରୱେ ଆମ୍ବାସଡର ।

ସୂର୍ଯ୍ୟମନ୍ଦିରରେ Hans Jacob Frydenlund

2/7
ସୂର୍ଯ୍ୟମନ୍ଦିରରେ Hans Jacob Frydenlund

କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିଲେ ନରୱେ ଆମ୍ବାସଡର Hans Jacob Frydenlund

କୋଣାର୍କର କାରୁକାର୍ଯ୍ୟକୁ ପ୍ରଂଶସା

3/7
କୋଣାର୍କର କାରୁକାର୍ଯ୍ୟକୁ ପ୍ରଂଶସା

କୋଣାର୍କ ସୂର୍ଯ୍ୟମନ୍ଦିର ବୁଲି କାରୁକାର୍ଯ୍ୟକୁ ନିଜ ମୋବାଇଲରେ କଏଦ କଲେ ନରୱେ ଆମ୍ବାସଡର Hans Jacob Frydenlund

ପୋଜ୍ ଦେଉଛନ୍ତି ନରୱେ ଆମ୍ବାସଡର

4/7
ପୋଜ୍ ଦେଉଛନ୍ତି ନରୱେ ଆମ୍ବାସଡର

କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିଲେ । ସ୍ମୃତି ସାଉଁଣ୍ଟିବାକୁ ନିଜ ଟିମ ସହ ଫଟୋ ଉଠାଇଲେ Hans Jacob Frydenlund

ଧଉଳିରେ ନରୱେ ଆମ୍ବାସଡର

5/7
ଧଉଳିରେ ନରୱେ ଆମ୍ବାସଡର

ଧୋବ ଫର ଫର ଶାନ୍ତିର ପ୍ରତିକ ଧଉଳିଗିରି ବୁଲି ଦେଖିଲେ ହଂସ ଜାକବ ଫ୍ରେଡେନଲଣ୍ଡ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହଂସ ଜାକବ

6/7
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହଂସ ଜାକବ

ମେକ ଇନ ଓଡ଼ିଶାରେ ଯୋଗଦେବାକୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନରୱେ ଆମ୍ବାସଡର Hans Jacob Frydenlund

ଓଡ଼ିଆରେ ଟ୍ୱିଟ କଲେ ଧନ୍ୟବାଦ ଓଡ଼ିଶା

7/7
ଓଡ଼ିଆରେ ଟ୍ୱିଟ କଲେ ଧନ୍ୟବାଦ ଓଡ଼ିଶା

ଓଡ଼ିଶାର କାରୁକାର୍ଯ୍ୟ ଦେଖି ବିମୋହିତ ହେଲେ ବିଦେଶୀ ରାଷ୍ଟ୍ରଦୂତ । ଓଡ଼ିଆରେ ଲେଖିଲେ 'ଧନ୍ୟବାଦ ଓଡ଼ିଶା'

ट्रेन्डिंग फोटोज़