Weather Update: ରାଜ୍ୟରେ କେତେକ ସ୍ଥାନରେ ଶୀତ ଜାରି ରହିଥିବା ବେଳେ ଆଉ କେତେକ ସ୍ଥାନରେ ହାଲୁକା ବର୍ଷା ଜାରି ରହିଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆସନ୍ତା ଶନିବାର ଠାରୁ ରାଜ୍ୟରେ ଶୀତ ବଢିପାରେ।
Trending Photos
କୁହୁଡି ପୂର୍ବାନୁମାନ#odisha #odishaweather #weather #fog #fogwarning pic.twitter.com/ZJSDiK8tmv
— Meteorological Centre, Bhubaneswar (@mcbbsr) December 4, 2024
ରାଜ୍ୟ ପାଇଁ ପାଣିପାଗ ପୂର୍ବାନୁମାନ ଏବଂ ଚେତାବନୀ |
ତା. ୦୪/୧୨/୨୦୨୪, ୦୫/୧୨/୨୦୨୪ ରେ ଚିନ୍ହିତ ଜିଲ୍ଲାଗୁଡ଼ିକରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସାମ୍ବାବନା ଅଛି|
ତା. ୦୮/୧୨/୨୦୨୪, ୦୯/୧୨/୨୦୨୪ ରେ ଚିନ୍ହିତ ଜିଲ୍ଲାଗୁଡ଼ିକରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସାମ୍ବାବନା ଅଛି|
— Meteorological Centre, Bhubaneswar (@mcbbsr) December 4, 2024