Mo Bus Viral: ମୋ ବସ୍ ତଥା ରାଜ୍ୟରେ ପରିଚାଳନା କରୁଥିବା କ୍ରୁଟ୍ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା କର୍ମଚାରୀ। କର୍ମଚାରୀ ଜଣଙ୍କର କହିବାକଥା, ରୁଟ୍ ଫିକ୍ସ କରିବାକୁ କରାଯାଉଛି ବହୁତ ଖରାପ ଡିଲ୍ । ମହିଳା ବୋଲି ରୁଟ୍ ଫିକ୍ସ କରିବାକୁ ହେଲେ ପ୍ରଥମେ ପଇସା ଦିଅ ନଚେତ୍ ଯେଉଁ ମାନେ ନିଜ ଦରମାରୁ ୨୦୦୦ ହଜାର ଟଙ୍କା ଦେଇପାରୁନାହାଁନ୍ତି ସେମାନେ ଆମ ରୁମ୍ ପାର୍ଟନର ହୁଅ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ମହିଳା କର୍ମଚାରୀ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି। ଆପଣ ବି ଏହି ଭିଡିଓ ମୂଳର ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ସତ କଣ ଜାଣିପାରିବେ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.