Video: କଶ୍ମୀରରେ ତୁଷାରପାତ ସହ ଥଣ୍ଡା ବଢିବାରେ ଲାଗିଛି । ଭିଭିନ୍ନ ସ୍ଥାନରେ ଥିବା ହ୍ରଦ ଗୁଡିକ ବରଫରେ ପରିଣତ ହୋଇଛି । ପ୍ରସିଦ୍ଧ ଡାଲ୍ ଲେକ୍ ନିକଟରେ ଜଣେ ପର୍ଯ୍ୟଟକ ଏକ ଭିଡିଓ ସୁଟ୍ କରିଛନ୍ତି । ଯେଉଁଥିରେ ସେ ଦେଖାଇଛନ୍ତି ହ୍ରଦ ବରଫରେ ପରିଣତ ହେବା ପରେ କିପରି ମାଛଗୁଡିକ ବରଫରେ ଲାଖି ରହିଛନ୍ତି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.