Video: ଓଲିଉଡ ଅଭିନେତା ତଥା ଉପସ୍ଥାପକ ସୁଜିତ ପାଇକରାୟ ନିଜ ଫିଟନେସ ପ୍ରତି ଖୁବ ଧ୍ୟାନ ଦିଅନ୍ତି । ଅନେକ ସମୟରେ ସେ ଜିମ୍ ରେ ନଜର ଆସନ୍ତି । କେବଳ ସେତିକି ନୁହେଁ, ନିଜ ଶରୀରର ଯତ୍ନ ପାଇଁ ସେ ଡାଏଟ୍ ଚାର୍ଟ ମଧ୍ୟ ଫଲୋ କରୁଥିବା ସୂଚନା ମିଳିଛି । ନିକଟରେ ଜିମ୍ ରୁ ତାଙ୍କର ଏହି ଭିଡିଓଟି ଭାଇରାଲ୍ ହୋଇଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.