Viral Video: ଗତ କିଛି ଦିନ ତଳେ ଯାତ୍ରା ମଞ୍ଚରେ ସାହୁ ଭାଉଜଙ୍କ ଅଶ୍ଲୀଳ ନୃତ୍ୟୁ ବେଶ୍ ଭାଇରାଲ୍ ହୋଇଥିଲା। ଆଉ ପରେ ସେ କ୍ଷାମା ପ୍ରାର୍ଥନା କରି ମଧ୍ୟ ସେଭଳି ନୃତ୍ୟୁ ଯାତ୍ରା ମଞ୍ଚରେ ପୁଣି ପରିବେଷଣ କରୁଛନ୍ତି। ତେବେ, ଏହାରି ଭିତରେ ଆଉ ଜଣେ ପୁରୀ ବୋହୂଙ୍କ ଭିଡିଓ ସୋସିଆଲ୍ ମିଡିଆରେ ନିଆଁ ଲଗାଇଛି। ଦେଖନ୍ତୁ ଏହି ଭିଡିଓଟିକୁ...