Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବକଙ୍କ ମୁଣ୍ଡରେ ରୁପି ହେଉଥିବା କାରଣରୁ ସେ ସମସ୍ୟାରେ ପଡିଥିଲେ । କିନ୍ତୁ ପାର୍ଲରରେ ପହଞ୍ଚିବା ପରେ କିଛି ପ୍ରତିକାର କରାଯାଇଛି । କିନ୍ତୁ ଆପଣଙ୍କୁ କହିରଖୁଛୁ ଭିଡିଓର ସତ୍ୟତା କେତେ ତାହା ଯାଞ୍ଚ ହୋଇନାହିଁ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.