Advertisement
Photo Details/zeeodisha/odisha2462228
photoDetails0hindi

Gold Price Today: ନବରାତ୍ରୀର ପଞ୍ଚମ ଦିନରେ କମିଲା ସୁନା ରୂପା ଦର, ଜାଣନ୍ତୁ କେତେ ହେଲା ଶସ୍ତା

Gold Price Today: ଆଜି ସୁନା ଓ ରୂପା ମୂଲ୍ୟରେ ଅସ୍ଥିରତା ଦେଖାଯାଉଛି । ଆଜି ଭାରତରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ମୂଲ୍ୟ ରହିଛି ୭୧,୩୪୦ ଟଙ୍କା । ଗତକାଲି ଏହାର ମୂଲ୍ୟ ଥିଲା ୭୧,୩୫୦ ଟଙ୍କା । ଆଜି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ରହିଛି ୭୭,୮୧୦ ଟଙ୍କା । ଗତକାଲି ୨୪ କ୍ୟାରେଟ ସୁନା ଦର ରହିଥିଲା ୭୭,୮୨୦ ଟଙ୍କା ।

1/6

ଆଜି ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ପିଛା ମୂଲ୍ୟ ରହିଛି ୭,୧୩୪ । ୨୪ କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି ଗ୍ରାମ ପିଛା ୭,୭୮୧ ରହିଛି ।

2/6

ଆଜି ୟୁପିର ରାଜଧାନୀ ଲକ୍ଷ୍ନୌରେ ୨୨ କ୍ୟାରେଡ୍ ସୁନା ୧୦ ଗ୍ରାମ ପିଛା ମୂଲ୍ୟ ରହିଛି ୭୧,୩୪୦ ଟଙ୍କା।  ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୭୭,୮୧୦ ଟଙ୍କା ରହିଛି ।

3/6

ଗାଜିଆବାଦରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୭୧,୩୪୦ ଟଙ୍କା ରହିଥିବା ସମୟରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୭,୮୧୦ ଟଙ୍କା ।

4/6

ନୋଏଡାରେ ୨୨ ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଯଥାକ୍ରମେ ୭୧,୩୪୦ ଏବଂ ୭୭,୮୧୦ ଟଙ୍କା ରହିଛି ।

5/6

ମେରୁଟରେ ୨୨ ସୁନା ମୂଲ୍ୟ  ୭୧,୩୪୦ ଏବଂ ୨୪ କ୍ୟାରେଡ୍ ୭୭,୮୧୦ ଟଙ୍କା ରହିଛି । ଆଗ୍ରାରେ ୨୨ କ୍ୟାରେଡ୍ ଏବଂ ୨୪ କ୍ୟାରେଟ୍ ଦର ଯଥାକ୍ରମେ ୭୧,୩୪୦ ଏବଂ ୭୭,୮୧୦ ଟଙ୍କା ରହିଛି ।

6/6

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନାଦର ୧୦ ଗ୍ରାମ ପ୍ରତି ୭୧,୧୯୦ ଟଙ୍କା ରହିଥିବା ସମୟରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ରହିଛି ୭୭,୬୬୦ । ଗତକାଲି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୭୧,୨୦୦ ଏବଂ ୩୪ କ୍ୟାରେଟ୍ ୭୭,୬୭୦ ଟଙ୍କା ରହିଥିଲା