Advertisement
Photo Details/zeeodisha/odisha2418860
photoDetails0hindi

Gold Rate Today: ଗଣେଶ ପୂଜାରେ ଜାରି ହେଲା ନୂଆ ସୁନା ଦର, ଜାଣନ୍ତୁ ଭରି ପିଛା କେତେ କମିଲା ରେଟ୍?

Gold Rate Today: ଗଣେଶ ପୂଜାରେ ଗ୍ରାହକଙ୍କୁ ମିଳିଲା ଖୁସି ଖବର। ଖସିଲା ସୁନା ରେଟ୍। ଗତକାଲି ସୁନା ଦର ବୃଦ୍ଧି ପାଇଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି। ଯଦି ଆପଣ ଆଜି ସୁନା-ଗହଣା କିଣିବା ପାଇଁ ପ୍ଲାନ୍ କରିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ଆଜିର ସୁନା ରେଟ୍?

1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୬,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୨,୮୭୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୪୦୦ ଓ ୪୪୦ ଟଙ୍କା ହ୍ରାସ ହୋଇଛି।

ALSO READ: Surya Shukra Yuti 2024: ସୂର୍ଯ୍ୟ-ଶୁକ୍ରଙ୍କ କୃପାରୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ସେପ୍ଟେମ୍ବର ୧୬ରୁ ଆରମ୍ଭ ହେବ ଶୁଭ ସମୟ

ALSO READ: Vande Bharat Express: ଏହି ଦିନ ଟାଟା ନଗରରୁ-ବ୍ରହ୍ମପୁରକୁ ଗଡି଼ବ ବନ୍ଦେ ଭାରତ ଏକ୍ସପ୍ରେସ୍, ଜାଣନ୍ତୁ କେଉଁସବୁ ରୁଟ୍ ରେ ମିଳିବ ସେବା?

2/5

ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୬,୯୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୦୨୦ ଟଙ୍କା ରହିଛି। ଏଠାରେ ୨୨ କ୍ୟାରେଟ୍ ରେ ୪୦୦ ଓ ୨୪ କ୍ୟାରେଟ୍ ରେ ୪୪୦ ଟଙ୍କା ହ୍ରାସ ପାଇଛି। 

 

3/5

ସେହିପରି, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୬,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୨,୮୭୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ୪୦୦ ଓ ୪୪୦ ଟଙ୍କା ହ୍ରାସ ପାଇଛି।

 

4/5

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୬,୮୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୨,୮୭୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍  ପିଛା ୪୦୦ ଓ ୪୪୦ ଟଙ୍କା କମିଛି।

 

5/5

ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୬,୮୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ୍ ୭୨,୮୭୦ ଟଙ୍କା ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ଏଠାରେ ୨୨ କ୍ୟାରେଟ୍ ରେ ୪୦୦ ଓ ୨୪ କ୍ୟାରେଟ୍ ରେ ୪୪୦ ଟଙ୍କା ହ୍ରାସ ହୋଇଛି।