Advertisement
Photo Details/zeeodisha/odisha2546250
photoDetails0hindi

Gold Rate Today: ଆଜି ସୁନା ଦରରେ ବୃହତ ହ୍ରାସ, ଜାଣନ୍ତୁ ଭୁବନେଶ୍ବରରେ ଭରି ପିଛା କେତେ ରହିଛି ରେଟ୍?

Gold Rate Today: ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର। ଲଗାତର ତିନି ଦିନ ହେବ ସୁନା ଦର ବୃଦ୍ଧି ଗ୍ରାହକଙ୍କ ନିଦ ହଜେଇ ଦେଇଥିଲା। ଆଜି ଦର ହ୍ରାସ ପାଇଛି। ବିବାହ ସିଜିନ୍-ରେ ଅର୍ଥାତ୍ ଆଜି ଆପଣ ସୁନା କିଣିବା ପାଇଁ ଯୋଜନା କରିଥିଲେ। ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ଆଜିର ସୁନାରେଟ୍?

1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାରେ ୧୦ ଗ୍ରାମ୍ ରେଟ୍ ୭୧,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୬୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୫୦ ଓ ୨୭୦ ଟଙ୍କା ହ୍ରାସ ପାଇଛି। 

ALSO READ: Shani Gochar 2025: ୨୦୨୫-ମାର୍ଚ୍ଚରେ ଶନିଙ୍କ ଶୁଭ ଚଳନ, ୫ ରାଶି ହେବେ ଭାଗ୍ୟବାନ୍, ବଢିବ ବ୍ୟାଙ୍କ୍ ବାଲାନ୍ସ!

ALSO READ: Surya Gochar 2024: ସୂର୍ଯ୍ୟଦେବ ଚମକାଇବେ ଏହିସବୁ ରାଶିଙ୍କ ଭାଗ୍ୟ, କ୍ୟାରିୟରରେ ହେବ ଉନ୍ନତି ସହ...

2/5

ସେହିପରି ଦେଶର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୭୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୫୦ ଓ ୨୭୦ ଟଙ୍କା କମିଛି। 

 

3/5

ମାୟା ନଗରୀ ମୁମ୍ବାଇରେ ମଧ୍ୟ ସୁନାର ଦରରେ ପରିବର୍ତ୍ତନ ଦେଖାଦେଇଛି। ୨୨ କ୍ୟାରେଟ୍ ର ୧୦ ଗ୍ରାମ୍ ରେଟ୍ ୭୧,୧୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୬୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୫୦ ଓ ୨୭୦ ଟଙ୍କା ହ୍ରାସ ପାଇଛି। 

 

4/5

ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୧୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୬୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୫୦ ଓ ୨୭୦ ଟଙ୍କା ଖସିଛି।

 

5/5

ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭,୬୨୦ ଓ  ୧୮ କ୍ୟାରେଟ୍ ର ଦାମ୍ ୫୮, ୨୨୦  ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୨୫୦, ୨୪ କ୍ୟାରେଟ୍ ରେ ୨୭୦ ଓ ୧୮ କ୍ୟାରେଟ୍ ରେ ୨୦୦ ଟଙ୍କା ହ୍ରାସ ପାଇଛି।