Advertisement
Photo Details/zeeodisha/odisha2484500
photoDetails0hindi

Gold Rate Today: ଲଗାତର ତୃତୀୟ ଦିନରେ ବଢିଲା ସୁନା ଦର, ଜାଣନ୍ତୁ ଭରି ପିଛା ଭୁବନେଶ୍ବରରେ କେତେ ରହିଛି ରେଟ୍?

Gold Rate Today: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର। ଉଛୁଳୁଛି ସୁନା ବଜାର । ଦୀପାବଳୀ ଓ ଦଶହରା ପୂର୍ବରୁ ବଢିଲା ସୁନା ରେଟ୍। ଯାହା ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ରେଟ୍।...

1/5
ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୩,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦, ୦୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୪୦୦ ଓ ୪୩୦ ଟଙ୍କା ବୃଦ୍ଧି ପାଇଛି।    ALSO READ: Horoscope 2025: ଏହିସବୁ ରାଶିଙ୍କ ଭାଗ୍ୟ ଖୋଲିବ ଶନି-ବୃହସ୍ପତି-ରାହୁଙ୍କ ଶୁଭଯୋଗ, କିଣିବେ ନୂଆ ଘର ସହ ଚାକିରିରେ ମିଳିବ ପଦୋନ୍ନତି!   ALSO READ: Road Accident: ଟ୍ରକ୍ -କାର୍ ମୁହାଁମୁହିଁ ଧକ୍କା, ୫ ମୃତ

2/5
ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୨୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୪୦୦ ଓ ୪୩୦ ଟଙ୍କା ବୃଦ୍ଧି ପାଇଛି। 

3/5
  ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍  ରେଟ୍ ୭୩, ୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୦୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୪୦୦ ଓ ୪୩୦ ଟଙ୍କା ବୃଦ୍ଧି ପାଇଛି। 

4/5
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦, ୦୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୪୦୦ ଓ ୪୩୦ ଟଙ୍କା ବଢିଛି। 

5/5
ସେହିପରି, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୧୮ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୦,୦୬୦ ଥିବା ବେଳେ ୨୨ କ୍ୟାରେଟ୍ ର ଦାମ୍ ୭୩,୪୦୦ ଓ ୨୪ କ୍ୟାରେଟ୍ ର ଦାମ୍ ୮୦,୦୭୦ ଟଙ୍କା ରହିଛି।   ୧୮ ,୨୨ ଓ ୨୪ କ୍ୟାରେଟ୍ ଭରି ପିଛା ୩୩୦, ୪୦୦ ଓ ୪୩୦ ଟଙ୍କା ବଢିଛି।