PAN ଓ Aadhaar Cardକୁ ଏପର୍ଯ୍ୟନ୍ତ କରିନାହାଁନ୍ତି ଲିଙ୍କ୍? ତ ମାର୍ଚ୍ଚ ୩୧ ପରେ ହୋଇଯିବ ରଦ୍ଦ, ଘରେ ବସି ଏପରି କରନ୍ତୁ Online Link
Advertisement

PAN ଓ Aadhaar Cardକୁ ଏପର୍ଯ୍ୟନ୍ତ କରିନାହାଁନ୍ତି ଲିଙ୍କ୍? ତ ମାର୍ଚ୍ଚ ୩୧ ପରେ ହୋଇଯିବ ରଦ୍ଦ, ଘରେ ବସି ଏପରି କରନ୍ତୁ Online Link

Pan Aadhaar Linking: ନିକଟ ଅତୀତରେ ଆୟକର ବିଭାଗ ପ୍ୟାନ୍ କାର୍ଡ ଧାରକମାନଙ୍କ ପାଇଁ ମାର୍ଚ୍ଚ ୨୦୨୩ ଶେଷ ସୁଦ୍ଧା ଆଧାର ସହିତ କାର୍ଡକୁ ଲିଙ୍କ୍ କରିବା ବାଧ୍ୟତାମୂଳକ କରିଛି । ଯଦି ଏହା ନ କରାଯାଏ ତେବେ କାର୍ଡ “ନିଷ୍କ୍ରିୟ” ହୋଇଯିବ । ଯଦି ଆପଣ ଏପର୍ଯ୍ୟନ୍ତ ପ୍ୟାନ୍ ଓ ଆଧାରକୁ ଲିଙ୍କ୍ କରିନାହାଁନ୍ତି, ତେବେ ଟେନସନ ନେବା ଆବଶ୍ୟକ ନାହିଁ । ଘରେ ବସି ଅନଲାଇନ୍ SMS ମାଧ୍ୟମରେ ଆପଣ ଏହା କରିପାରିବେ ।

PAN ଓ Aadhaar Cardକୁ ଏପର୍ଯ୍ୟନ୍ତ କରିନାହାଁନ୍ତି ଲିଙ୍କ୍? ତ ମାର୍ଚ୍ଚ ୩୧ ପରେ ହୋଇଯିବ ରଦ୍ଦ, ଘରେ ବସି ଏପରି କରନ୍ତୁ Online Link

Pan Aadhaar Linking: ପ୍ୟାନ୍ (PAN Card) ଓ ଆଧାର (Aadhaar Card) କୁ ଲିଙ୍କ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି କେହି ଏପର୍ଯ୍ୟନ୍ତ ଲିଙ୍କ୍ କରିନାହାଁନ୍ତି, ତେବେ ୩୧ ମାର୍ଚ୍ଚ ୨୦୨୩ ପୂର୍ବରୁ ଏହା କରିନିଅନ୍ତୁ । ଯଦି ଲିଙ୍କ୍ ହୋଇନାହିଁ ତେବେ ପ୍ୟାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ । ନିକଟ ଅତୀତରେ ଆୟକର ବିଭାଗ (Income Tax Department) ପ୍ୟାନ୍ କାର୍ଡ ଧାରକମାନଙ୍କ ପାଇଁ ମାର୍ଚ୍ଚ ୨୦୨୩ ଶେଷ ସୁଦ୍ଧା ଆଧାର ସହିତ କାର୍ଡକୁ ଲିଙ୍କ୍ କରିବା ବାଧ୍ୟତାମୂଳକ କରିଛି । ଯଦି ଏହା ନ କରାଯାଏ ତେବେ କାର୍ଡ “ନିଷ୍କ୍ରିୟ” ହୋଇଯିବ । ଯଦି ଆପଣ ଏପର୍ଯ୍ୟନ୍ତ ପ୍ୟାନ୍ ଓ ଆଧାରକୁ ଲିଙ୍କ୍ କରିନାହାଁନ୍ତି, ତେବେ ଟେନସନ ନେବା ଆବଶ୍ୟକ ନାହିଁ । ଘରେ ବସି ଅନଲାଇନ୍ SMS ମାଧ୍ୟମରେ ଆପଣ ଏହା କରିପାରିବେ ।

ଆଡଭାଇଜାରୀରେ ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଯେ, "ଏହା ବାଧ୍ୟତାମୂଳକ । ଆଦୌ ବିଳମ୍ବ କରନ୍ତୁ ନାହିଁ । ଆଜି ଏହାକୁ ଲିଙ୍କ୍ କରନ୍ତୁ । IT ଅଧିନିୟମ ଅନୁଯାୟୀ, ସମସ୍ତ ପାନ୍ ଧାରକମାନଙ୍କ ପାଇଁ ବାଧ୍ୟତାମୂଳକ, ଯେଉଁମାନେ ରିହାତି ବର୍ଗରେ ଆସନ୍ତି ନାହିଁ । ମାର୍ଚ୍ଚ ୩୧,୨୦୨୩ ପୂର୍ବରୁ ସେମାନଙ୍କର ଆଧାର ସହିତ ସେମାନଙ୍କର ସ୍ଥାୟୀ ଆକାଉଣ୍ଟ୍ ନମ୍ବର (PAN) ଲିଙ୍କ କରିବା ଜରୁରୀ । ନଚେତ୍ ଏପ୍ରିଲ୍ ୧, ୨୦୨୩ ଠାରୁ ଲିଙ୍କ୍ ହୋଇନଥିବା ପାନ୍ ନିଷ୍କ୍ରିୟ ହୋଇଯିବ ।" ଆପଣଙ୍କୁ କହି ରଖୁଛୁ ଯେ, ପାନ୍ ଓ ଆଧାରକୁ ଲିଙ୍କ୍ କରିବାର ଅନେକ ଉପାୟ ଅଛି । ପ୍ୟାନ୍ ଓ ଆଧାର କାର୍ଡ ମଧ୍ୟ SMS ମାଧ୍ୟମରେ ଲିଙ୍କ୍ ହୋଇପାରିବ । ଆସନ୍ତୁ ଜାଣିବା କିପରି SMS ମାଧ୍ୟମରେ ଲିଙ୍କ୍ କରାଯାଏ ।

SMS ମାଧ୍ୟମରେ ପ୍ୟାନ୍ ଓ ଆଧାରକୁ କିପରି କରିବେ ଲିଙ୍କ୍

ଷ୍ଟେପ୍ 1: ଟେକ୍ସଟ୍ ମ୍ୟାସେଜ ଆପକୁ ଯାଆନ୍ତୁ ।

ଷ୍ଟେପ୍ 2: UIDPAN ଫର୍ମାଟରେ ମ୍ୟାସେଜ ଟାଇପ୍ କରନ୍ତୁ ।

ଷ୍ଟେପ୍ 3: ମ୍ୟାସେଜରେ ଆପଣଙ୍କୁ କେବଳ UIDPAN (ସ୍ପେସ୍) ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର (ସ୍ପେସ୍) ୧୦ ଅଙ୍କ ବିଶିଷ୍ଟ PAN ନମ୍ବର ଏଣ୍ଟ୍ରି କରିବାକୁ ପଡିବ ।

ଷ୍ଟେପ୍ 4: ଆପଣଙ୍କର ପଞ୍ଜୀକୃତ ନମ୍ବରରୁ 567678 କିମ୍ବା 56161 କୁ SMS ପଠାନ୍ତୁ ।

ଷ୍ଟେପ୍ 5: ଆପଣ ମ୍ୟାସେଜ ପଠାଇବା ମାତ୍ରେ ଆଧାର ଓ ପ୍ୟାନ୍ କାର୍ଡ ଲିଙ୍କ୍ ନିଶ୍ଚିତ କରିବେ ।

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବଙ୍କ ଟେଷ୍ଟ କ୍ୟାରିୟର ଶେଷ; ଯାହାଙ୍କ ପାଇଁ ମିଳିଥିଲା ସୁଯୋଗ, ସେ ହିଁ ବର୍ତ୍ତମାନ ଛଡ଼ାଇ ନେବେ ସ୍ଥାନ!

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ବି ଲାଗୁ ହେବ ପୁରୁଣା ପେନସନ ଯୋଜନା! ବିଜେପିର ବଢ଼ିଲା ଟେନସନ୍

ଅଧିକ ପଢ଼ନ୍ତୁ:-ମହାଶିବରାତ୍ରୀରୁ ଖୋଲିବ ଏସବୁ ରାଶିର ଲୋକଙ୍କ ଭାଗ୍ୟ! ବର୍ଷିବ ଧନ, ବଢ଼ିବ ଆୟ

 

ପ୍ୟାନ୍-ଆଧାର ଲିଙ୍କ୍ କରିବାର ଆଉ ଏକ ସହଜ ପ୍ରକ୍ରିୟା...

୧. ପ୍ୟାନ-ଆଧାର ସଂଯୋଗ ପାଇଁ ସର୍ବପ୍ରଥମେ ଇନକମ ଟ୍ୟାକ୍ସ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ।

୧. ଏହା ପରେ, ଆପଣ ବାମ ପାର୍ଶ୍ୱରେ Quick Section ଦେଖିବେ, ଏହା ଉପରେ କ୍ଲିକ୍ କରନ୍ତୁ।

୩. ନୂତନ Window ଠାରେ ଆପଣଙ୍କର ଆଧାର ବିବରଣୀ, ପ୍ୟାନ୍ ଏବଂ ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ।

୪. "I validate my Aadhar details" ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

୫. ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବର ଏରକ OTP ଗ୍ରହଣ କରିବ। ଏହାକୁ ପ୍ରବେଶ କରି Sumit କରନ୍ତୁ।

୬. ଜରିମାନା ଭରିବା ପରେ ଆପଣଙ୍କ ଆଧାର କାର୍ଡ ସହ ପ୍ୟାନ୍ କାର୍ଡ ଲିଙ୍କ କରି ଦିଆଯିବ।