Anupama: ବିଜେପିରେ ସାମିଲ ହେଲେ ରୁପାଲୀ ଗାଙ୍ଗୁଲି
Advertisement
Article Detail0/zeeodisha/odisha2230163

Anupama: ବିଜେପିରେ ସାମିଲ ହେଲେ ରୁପାଲୀ ଗାଙ୍ଗୁଲି

Anupama: ଟେଲି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଲୋକପ୍ରିୟ ସିରିଏଲ ଅନୁପମାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ରୂପାଲି ଗାଙ୍ଗୁଲି ରାଜନୀତି ଏଣ୍ଟ୍ରି ମାରିଛନ୍ତି।ଆଜି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ରୂପାଲି ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଛନ୍ତି।

ଭାରତୀୟ ଟେଲି ଦୁନିଆରେ ରୁପାଲୀ ଗାଙ୍ଗୁଲି ଜଣେ ଖୁବ୍ ଲୋକପ୍ରିୟ ଅଭିନେତ୍ରୀ ଭାବେ ପରିଚିତ। ତେବେ ସେ ବିଧିବଧ ଭାବେ ଆଜି ବିଜେପିରେ ସାମିଲ୍ ହେବା ପରେ ଦଳକୁ ଧନ୍ୟବାନ ଜଣାଇଚନ୍ତି। ଏଥି ସହ ସେ କହିଛନ୍ତି ମୋତେ ସମସ୍ତଙ୍କର ଆଶୀର୍ବାଦ ଆବଶ୍ୟକ । ଯାହା ବି କରିବି ତାହା ଠିକ୍ ଓ ଭଲ ହେଉ ବୋଲି ରୂପାଲି କହିଛନ୍ତି ।