Airtel Recharge Plan: ଏୟାରଟେଲର ସବୁଠାରୁ ଦମଦାର୍ ପ୍ଲାନ୍; କେବଳ ୨୮୦ ଟଙ୍କାରେ ବର୍ଷସାରା ଫ୍ରି ଟକଟାଇମ୍, OTT, SMS ଏବଂ ଡାଟା ବି ମିଳିବ ମାଗଣା
Advertisement
Article Detail0/zeeodisha/odisha1527387

Airtel Recharge Plan: ଏୟାରଟେଲର ସବୁଠାରୁ ଦମଦାର୍ ପ୍ଲାନ୍; କେବଳ ୨୮୦ ଟଙ୍କାରେ ବର୍ଷସାରା ଫ୍ରି ଟକଟାଇମ୍, OTT, SMS ଏବଂ ଡାଟା ବି ମିଳିବ ମାଗଣା

Airtel Recharge Plan: ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀ ଏୟାରଟେଲ ବାର୍ଷିକ ପ୍ଲାନ୍ ନେଇ ଆସିଛି । ଏଠାରେ ଆପଣଙ୍କୁ ୩,୩୫୯ ଟଙ୍କା ପ୍ଲାନ୍ ବିଷୟରେ କହୁଛି । ଏହି ପ୍ଲାନ ଥରେ ରିଚାର୍ଜ କରିବା ଉପରେ ଆପଣଙ୍କ ପକେଟରେ ବୋଝ ପଡ଼ିବ, କିନ୍ତୁ ଯଦି ଆପଣ ଏହାର ମାସିକ ଖର୍ଚ୍ଚ ସହିତ ଲାଭକୁ ଦେଖନ୍ତି, ତେବେ ଏହି ପ୍ଲାନ୍ ହେଉଛି ଏୟାରଟେଲର ଭେଲ୍ୟୁ ଫର ମନି ପ୍ଲାନ୍ । 

Airtel Recharge Plan: ଏୟାରଟେଲର ସବୁଠାରୁ ଦମଦାର୍ ପ୍ଲାନ୍; କେବଳ ୨୮୦ ଟଙ୍କାରେ ବର୍ଷସାରା ଫ୍ରି ଟକଟାଇମ୍, OTT, SMS ଏବଂ ଡାଟା ବି ମିଳିବ ମାଗଣା

Airtel Cheapest Recharge Plan: ଆପଣ ପ୍ରତି ମାସରେ ରିଚାର୍ଜ ଯୋଗୁଁ ଅଧିକ ଚିନ୍ତୁତ ହୋଇଯାଅନ୍ତି କି? ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏୟାରଟେଲ (Airtel) ଏକ ପ୍ଲାନ୍ ପ୍ରସ୍ତୁତ କରିଛି । ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀ ଏୟାରଟେଲ  (Bharti Airtel) ବାର୍ଷିକ ପ୍ଲାନ୍ ନେଇ ଆସିଛି । ଏଠାରେ ଆପଣଙ୍କୁ ୩,୩୫୯ ଟଙ୍କା ପ୍ଲାନ୍ ବିଷୟରେ କହୁଛି । ଏହି ପ୍ଲାନ ଥରେ ରିଚାର୍ଜ କରିବା ଉପରେ ଆପଣଙ୍କ ପକେଟରେ ବୋଝ ପଡ଼ିବ, କିନ୍ତୁ ଯଦି ଆପଣ ଏହାର ମାସିକ ଖର୍ଚ୍ଚ ସହିତ ଲାଭକୁ ଦେଖନ୍ତି, ତେବେ ଏହି ପ୍ଲାନ୍ ହେଉଛି ଏୟାରଟେଲର ଭେଲ୍ୟୁ ଫର ମନି ପ୍ଲାନ୍ । ଏହି ପ୍ଲାନ୍ ମାତ୍ର ୨୮୦ ଟଙ୍କା ମାସିକ ଖର୍ଚ୍ଚରେ ପୂରା ବର୍ଷର ବୈଧତା, ୨.୫ ଜିବି ଡାଟା, ଅସୀମିତ କଲ୍ ଏବଂ SMS ପ୍ରଦାନ କରେ ।

ଏୟାରଟେଲ ୩୩୫୯ ଟଙ୍କାର ପ୍ଲାନ୍ (Airtel Rupees 3359 Plan)

ଏୟାରଟେଲ ୩୩୫୯ ଟଙ୍କା ପ୍ଲାନର ଲମ୍ବା ବୈଧତା ସହିତ ଆସିଥାଏ । ଏହି ପ୍ଲାନ୍ ୧୨ ମାସ ଅର୍ଥାତ ୩୬୫ ଦିନର ବୈଧତା ପ୍ରଦାନ କରେ । ଏୟାରଟେଲ ଏହି ପ୍ଲାନରେ ଅସୀମିତ ଭଏସ୍ କଲିଂ ପ୍ରଦାନ କରେ । ଏହି ପ୍ଲାନରେ ଆପଣଙ୍କୁ ପ୍ରତିଦିନ ୧୦୦ଟି SMS ଦିଆଯାଉଛି । ଭାରତ ଏୟାରଟେଲର ଲମ୍ବା ବୈଧତା ପ୍ଲାନରେ ଦୈନିକ ୨.୫ ଜିବି ଡାଟା ପ୍ରଦାନ କରେ । ଏଥିରେ ଏୟାରଟେଲ ବ୍ୟବହାରକାରୀମାନେ (Airtel Users) ଆମାଜନ ପ୍ରାଇମ ଭିଡିଓର ଏକ ବର୍ଷର ମୋବାଇଲ ସଂସ୍କରଣ, ମୋବାଇଲରେ ବ୍ୟବହାର କରିବାକୁ ଡିଜନି + ହଟଷ୍ଟାର ମୋବାଇଲର ସବସ୍କ୍ରିପସନ୍ ମଧ୍ୟ ପାଇପାରିବେ । ଏହା ବ୍ୟତୀତ ୱିଙ୍କ୍ ମ୍ୟୁଜିକ୍ ପାଇଁ ମାଗଣା ଅକ୍ସେସ୍, ଆପୋଲୋ 24x7 ସର୍କଲର ସଦସ୍ୟତା ୩ ମାସ ପାଇଁ ଉପଲବ୍ଧ ରହିଥାଏ । ଏୟାରଟେଲର ଏହି ପ୍ଲାନରେ ମାସିକ କେବଳ ୨୮୦ ଟଙ୍କା ଖର୍ଚ୍ଚ ହେବ ।

ଅଧିକ ପଢ଼ନ୍ତୁ:-ପ୍ରସିଦ୍ଧ ଅଭିନେତାଙ୍କ ଖୁଲାସା, 'ନିଜ ଭାଇଙ୍କ ସହ ଲିଭ୍-ଇନରେ ରହୁଛନ୍ତି ମୋ ପତ୍ନୀ, ଯିଏ କନ୍ୟାଦାନ କରିଛନ୍ତି ତାଙ୍କ ସହ...'

ଅଧିକ ପଢ଼ନ୍ତୁ:-ପ୍ରଥମେ କଲା ଉଲଗ୍ନ, ତା'ପରେ ଲୁଟିଲେ ୨.୭୦ କୋଟି ଟଙ୍କା

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢ଼ିଚାଲିଛି ଗର୍ବ ଅହଂକାର! ରୋହିତଙ୍କ ଅଧିନାୟକତ୍ୱ ଉପରେ ଏହି ମନ୍ତବ୍ୟରୁ ସୃଷ୍ଟି ହେଲା ବବାଲ

 

୨୮୦ ଟଙ୍କାର ମାସିକ ଖର୍ଚ୍ଚରେ ଆପଣ ନିଜ ପରିବାର, ବନ୍ଧୁ କିମ୍ବା ଅଫିସ୍ ସହିତ ବର୍ଷସାରା କଥାବାର୍ତ୍ତା କରିପାରିବେ । ଏହା ସହିତ SMS ମଧ୍ୟ ମାଗଣାରେ ମିଳିଥାଏ । ୨.୫ ଜିବି ଡାଟା ଦୈନିକ ମିଳିଥାଏ । ଯଦି ଆପଣ ଅଧିକ ଡାଟା ଆବଶ୍ୟକ କରନ୍ତି, ତେବେ ଆପଣ ଏକ ଟପଅପ୍ ପ୍ଲାନ୍ ନେଇପାରିବେ, ଯାହାର ବୈଧତା ଆପଣ ବର୍ଷସାରା ପାଇବେ । କାରଣ ଆପଣଙ୍କର ବିଦ୍ୟମାନ ମୂଖ୍ୟ ପ୍ଲାନର ବୈଧତା ସମଗ୍ର ବର୍ଷ ପାଇଁ ରହିଥାଏ । ଥରେ ରିଚାର୍ଜ କରିବାରୁ ଏହି ପ୍ଲାନ୍ ପକେଟ ଉପରେ ବୋଝ ବଢ଼ାଇ ଥାଏ, କିନ୍ତୁ ପ୍ରତ୍ୟେକ ମାସର ଖର୍ଚ୍ଚ ଓ ଲାଭକୁ ଦେଖିଲେ ଏହା ବହୁତ ଲାଭଦାୟକ ଓ ଭେଲ୍ୟୁ ଫର ମନି ପ୍ଲାନ୍ । ଯଦି ଆମେ ଏହି ପ୍ଲାନର ଗୋଟିଏ ଦିନର ମୂଲ୍ୟ ବିଷୟରେ ଆଲୋଚନା କରିବା, ତା’ହେଲେ ଏହାର ଗୋଟିଏ ଦିନର ମୂଲ୍ୟ ପାଖାପାଖି ୯ ଟଙ୍କାକୁ ଆସିଥାଏ ।