ଜଳୁଛି ଚିଲିକା ନଳବଣ, କିଏ ଲଗାଇଲା ନିଆଁ ?
Advertisement

ଜଳୁଛି ଚିଲିକା ନଳବଣ, କିଏ ଲଗାଇଲା ନିଆଁ ?

Fire case: ନିଆଁରେ ଜଳୁଛି ଚିଲିକାର ଏକର ଏକର ନଳବଣ । ପବନର ବେଗ ଆହୁରି ନିଆଁକୁ ଭୟାନକ କରିବାରେ ଲାଗିଛି । କାଳୁପଡା ଘାଟ ଜେଟି ନିକଟରେ ନିଆଁ ଲାଗିଥିବା ସମୟରେ ଅନେକ ଚିଲିକାରେ ରହୁଥିବା ଜଳଚର ଏବଂ ପକ୍ଷୀଙ୍କ ଉପରେ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା ରହିଛି । ଏଥିସହ ନଳବଣ କୂଳରେ ଥିବା ମତ୍ସ୍ୟଜୀବୀଙ୍କ ଡଙ୍ଗା, ଜାଲ ସମେତ ମାଛ ଧରିବା ଉପକରଣ ଗୁଡିକ ନିଆଁରେ ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।

ନଳବଣରେ ନିଆଁ ଲାଗିଥିବା ଖବର ଜଣାପଡିବା ପରେ ନିଆଁକୁ ଆୟତ କରିବା ପାଇଁ ବର୍ତ୍ତମାନ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡିଛି । ତେବେ ନିଆଁର ମାତ୍ରା ଏତେ ଅଧିକ ରହିଛି ଯାହାକୁ ଆୟତ କରିବା ଅନେକ କଷ୍ଟସାଧ୍ୟ ବୋଲି କୁହାଯାଉଛି । ଅନ୍ୟପଟେ କେଉଁ କାରଣରୁ ନଳବଣରେ ନିଆଁ ଲାଗିଲା ସେନେଇ ମଧ୍ୟ ତନାଘନା ଚାଲିଛି 

Also Read- Shukra Gochar 2024: ୨୪ ଏପ୍ରିଲରୁ ବଦଳିବ ୪ରାଶିର ଭାଗ୍ୟ, ମିଳିବ ବିପୁଳ ଲାଭ

Also Read- Odisha Politics: ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ଲେଖାଶ୍ରୀ