Soumya ranjan Patnaik Removed: ଦଳର ଉପସଭାପତି ପଦବୀରୁ ବିଦା ହେଲେ ସୌମ୍ୟ ପଟ୍ଟନାୟକ, ଜୋର ଧରିଲା ରାଜନୀତି
trendingNow,recommendedStories0/zeeodisha/odisha1867725

Soumya ranjan Patnaik Removed: ଦଳର ଉପସଭାପତି ପଦବୀରୁ ବିଦା ହେଲେ ସୌମ୍ୟ ପଟ୍ଟନାୟକ, ଜୋର ଧରିଲା ରାଜନୀତି

ଭୁବନେଶ୍ୱର: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ଉପସଭାପତି ପଦବୀରୁ ଦଳ ବରଖାସ୍ତ କରିଛି। ଦଳର ପ୍ରାଥମିକ ସଦସ୍ୟତା ସମ୍ପର୍କରେ ଦଳ କୌଣସି ନିଷ୍ପତ୍ତି ନେଇ ନାହିଁ। ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ସଭାପତି ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଥିବା ଜଣାଇ ଦିଆଯାଇଛି। ତତକ୍ଷଣାତ

Soumya ranjan Patnaik Removed: ଦଳର ଉପସଭାପତି ପଦବୀରୁ ବିଦା ହେଲେ ସୌମ୍ୟ ପଟ୍ଟନାୟକ, ଜୋର ଧରିଲା ରାଜନୀତି

Soumya ranjan Patnaik Removed: ଭୁବନେଶ୍ୱର: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ଉପସଭାପତି ପଦବୀରୁ ଦଳ ବରଖାସ୍ତ କରିଛି। ଦଳର ପ୍ରାଥମିକ ସଦସ୍ୟତା ସମ୍ପର୍କରେ ଦଳ କୌଣସି ନିଷ୍ପତ୍ତି ନେଇ ନାହିଁ। ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ସଭାପତି ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଥିବା ଜଣାଇ ଦିଆଯାଇଛି। ତତକ୍ଷଣାତ ତାଙ୍କୁ ଉପସଭାପତି ପଦରୁ ବରଖାସ୍ତ କରାଗଲା ବୋଲି ଏଥିରେ ଦର୍ଶାଯାଇଛି। ସୌମ୍ୟରଞ୍ଜନ ପଟ୍ଟନାୟକ ଏବେ ଖଣ୍ଡପଡ଼ାରୁ ବିଜେଡ଼ିରୁ ବିଧାୟକ ଅଛନ୍ତି। 

Trending news