ଯୁବତୀଙ୍କୁ ଇନଷ୍ଟାଗ୍ରାମରେ ଫସାଉଥିଲା ଯୁବକ, ଆଉ ତାପରେ କରୁଥିଲା ଲୁଟ୍
Advertisement
Article Detail0/zeeodisha/odisha2195283

ଯୁବତୀଙ୍କୁ ଇନଷ୍ଟାଗ୍ରାମରେ ଫସାଉଥିଲା ଯୁବକ, ଆଉ ତାପରେ କରୁଥିଲା ଲୁଟ୍

Crime News: ଇନଷ୍ଟାଗ୍ରାମ ବ୍ୟବହାର କରି ପ୍ରଥମେ ପ୍ରେମ ଏବଂ ପରେ ପ୍ରତାରଣାର ଅଭିଯୋଗ ଦିନକୁ ଦିନ ସାମ୍ନାକୁ ଆସୁଛି । ଜଣେ ଯୁବକ ନିଜକୁ ଆରପିଏଫ ଅଧିକାରୀ ବୋଲି ପରିଚୟ ଦେଇ ଇନଷ୍ଟାଗ୍ରାମରେ ଅନେକ ଯୁବତୀଙ୍କୁ ପ୍ରେମ ନିବେଦନ କରୁଥିଲା । ଯେଉଁ ଯୁବତୀ ଯୁବକର ମିଠା ମିଠା କଥାରେ ଫସି ଯାଉଥିଲେ ତାଙ୍କଠାରୁ ହେଉଥିଲା ଲୁଟ୍ । 

ଯୁବତୀଙ୍କୁ ଇନଷ୍ଟାଗ୍ରାମରେ ଫସାଉଥିଲା ଯୁବକ, ଆଉ ତାପରେ କରୁଥିଲା ଲୁଟ୍

Crime News: ସୋସିଆଲ ମିଡିଆ ପାଲଟିଛି ଅପରାଧ କରିବାର ନୂଆ ତରିକା । ଇନଷ୍ଟାଗ୍ରାମ ବ୍ୟବହାର କରି ପ୍ରଥମେ ପ୍ରେମ ଏବଂ ପରେ ପ୍ରତାରଣାର ଅଭିଯୋଗ ଦିନକୁ ଦିନ ସାମ୍ନାକୁ ଆସୁଛି । ଜଣେ ଯୁବକ ନିଜକୁ ଆରପିଏଫ ଅଧିକାରୀ ବୋଲି ପରିଚୟ ଦେଇ ଇନଷ୍ଟାଗ୍ରାମରେ ଅନେକ ଯୁବତୀଙ୍କୁ ପ୍ରେମ ନିବେଦନ କରୁଥିଲା । ଯେଉଁ ଯୁବତୀ ଯୁବକର ମିଠା ମିଠା କଥାରେ ଫସି ଯାଉଥିଲେ ତାଙ୍କଠାରୁ ହେଉଥିଲା ଲୁଟ୍ । ଏପରି ଏକ ଅଭିଯୋଗ ଆସିଛି ଷ୍ଟିଲ୍ ସିଟି ରାଉରକେଲାରୁ ।

ଜଣେ ଯୁବତୀଙ୍କ ନିକଟରୁ ଅଭିଯୋଗ ପାଇବା ପରେ ରାଉରକେଲା ଜିଆରପି କଦମ ସଦାଶିବ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । କଦମଙ୍କ ଘର ତେଲଙ୍ଗାନା ଅଞ୍ଚଳରେ ବୋଲି ଜଣାପଡିଛି । ଦୀର୍ଘଦିନରୁ ସେ ଏପରି ମିଛ ପ୍ରେମରେ ସତସତିକା ଲୁଟ୍ କରୁଥିବା ଜଣାପଡିଛି । ବର୍ତ୍ତମାନ କଦମକୁ କୋର୍ଟ ଚାଲାଣ କରାଯାଇଛି ।

Also Read- Crime News: ଲୁଟର ଶିକାର ହେଲେ ବ୍ରଏଲର କମ୍ପାନୀ ଏଜେଣ୍ଟ

Also Read- ଏପ୍ରିଲ ୧୦ରୁ ସମ୍ବଲପୁର ଜିଲ୍ଲାରେ ସକାଳୁଆ ଅଫିସ