ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୧୦୮ ଆମ୍ୱୁଲାନ୍ସ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ
Advertisement
Article Detail0/zeeodisha/odisha2112541

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୧୦୮ ଆମ୍ୱୁଲାନ୍ସ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ

incentives to 108 ambulance workers: ରାଜ୍ୟର ସମସ୍ତ ୧୦୮ ଆମ୍ୱୁଲାନ୍ସ ଷ୍ଟାଫଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । ଯେଉଁ ଷ୍ଟାଫ୍ ମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଆମ୍ୱୁଲାନ୍ସର ଡ୍ରାଇଭର, ହେଲପର ଏବଂ ଟେକନିସିଆନ ।

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୧୦୮ ଆମ୍ୱୁଲାନ୍ସ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ୧୦୮ ଆମ୍ୱୁଲାନ୍ସ ଷ୍ଟାଫଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । ଯେଉଁ ଷ୍ଟାଫ୍ ମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଆମ୍ୱୁଲାନ୍ସର ଡ୍ରାଇଭର, ହେଲପର ଏବଂ ଟେକନିସିଆନ ।

ମିଳିଥିବା ସୂଚନା ମୁତାବକ, ଡ୍ରାଇଭର ଏବଂ ଟେକନିଆସିନଙ୍କୁ ମାସକୁ ୫ ହଜାର ଟଙ୍କା ମିଳିବ । ଏଥିସହ ହେଲପରଙ୍କୁ ମାସକୁ ୨ ହଜାର ଟଙ୍କା ସହାୟତା ଦିଆଯିବ । ଏହି ବର୍ଦ୍ଧିତ ଟଙ୍କା ଚଳିତ ଫେବୃଆରୀରୁ ଲାଗୁ କରାଯାଇଛି । ପୂର୍ବରୁ ପାଉଥିବା ସହାୟତା ସହିତ ଏହି ସହାୟତା ରାଶି ମିଳିବ । ରାଜ୍ୟରେ ସେମାନଙ୍କର ଅବଦାନ ଅତୁଳନୀୟ ଏବଂ ସେମାନଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମତବ୍ୟକ୍ତ ପାଇଛି । ଅନ୍ୟପଟେ ଏହି ଖବର ରାଜ୍ୟରେ କାର୍ଯ୍ୟରତ ୧୦୮ ଆମ୍ୱୁଲାନ୍ସର କର୍ମଚାରୀଙ୍କ ଓଠରେ ହସ ଭରି ଦେଇଛି ।

Also Read- Mangal Gochar 2024: ଶନିଙ୍କ ରାଶି ମଙ୍ଗଳ ଚଳନ, ଏହି ରାଶିର ଲୋକଙ୍କୁ ମିଳିବ ସବୁ ଖୁସି...

Also Read- ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ଉଦ୍‌ଘାଟିତ