କ୍ରୀଡା ଜଗତରୁ ଆସିଲା ଦୁଃଖଦ ଖବର, ଆଉ ନାହାଁନ୍ତି ଏହି ଯୁବ କ୍ରିକେଟର
Advertisement
Article Detail0/zeeodisha/odisha2125891

କ୍ରୀଡା ଜଗତରୁ ଆସିଲା ଦୁଃଖଦ ଖବର, ଆଉ ନାହାଁନ୍ତି ଏହି ଯୁବ କ୍ରିକେଟର

Cricketer Hoysala K Dies: ପୁଣି କ୍ରୀଡା ଜଗତରୁ ଆସିଲା ଦୁଃଖଦ ଖବର। ମାତ୍ର ୩୪ ବର୍ଷରେ ଆଖି ବୁଜିଲେ ଯୁବ କ୍ରିକେଟର ହୋଏସାଲା କେ (Cricketer Hoysala K Dies) । ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।  ତେବେ, ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଶୋକର ଛାୟା ଖେଳି ଯାଇଛି।  ମୃତ୍ୟୁ ବେଳକୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା।

ALSO READ: Odisha News: ଝିଅ ବାହାଘର ପାଇଁ ରଖିଥିବା ଜିନିଷକୁ ଖାଇଗଲା ନିଆଁ

ALSO READ: Gold Rate Today: ଶସ୍ତା ହେଲା ସୁନା, ରାଜ୍ୟରେ ୧୦ ଗ୍ରାମ ସୁନାକୁ ରହିଛି ଏତିକି ଟଙ୍କା

ସୂଚନା ଅନୁସାରେ,  ବେଙ୍ଗାଲୁରୁର ଆରଏସଏସ ଗ୍ରାଉଣ୍ଡରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଗୁରୁବାର ଆଇଜି ସାଉଥ ଜୋନ ଟୁର୍ଣ୍ଣାମେଣ୍ଟରେ ହୋଏସଲା ତାମିଲନାଡୁ ବିପକ୍ଷରେ ଏକ ମ୍ୟାଚ୍ ଖେଳିଥିଲେ ।  ଆଉ ମ୍ୟାଚ୍ ଖେଳି ବିଜୟୀ ବି ହୋଇଥିଲେ। ଏ-ହାପରେ ସାଥୀ ଖେଳାଳୀଙ୍କ ସହ ମିଶି ଡିନର ପାର୍ଟି ପାଇଁ ପ୍ଲାନ୍ କରିଥିଲେ। ଭୋଜନ କରିବାକୁ ସମସ୍ତେ ଏକ ସାଙ୍ଗରେ ବସିଥିବା ବେଳେ ସେଠାରେ ଟଳି ପଡିଥିଲେ ହୋଏସାଲା କେ । ପରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥଲା। କିନ୍ତୁ ମେଡିକାଲରେ ପହଞ୍ଚିବା ପୂର୍ବରୁ ବାଟରୁ ସେ ଆଖି ବୁଜିଥିଲେ।  ଏହା ପରେ ତାଙ୍କ ପରିବାର ସଦସ୍ୟଙ୍କୁ ଖବର ଦିଆଯାଇଥିଲା।  ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  (A middle-order batter and bowler) ବୋଲର ହୋଏସଲା ଅଣ୍ଡର-25 ବର୍ଗରେ (under-25 category) କର୍ଣ୍ଣାଟକ ଦଳକୁ ପ୍ରତିନିଧିତ୍ୱ କରିଥିଲେ । ସେ କର୍ଣ୍ଣାଟକ ପ୍ରିମିୟର ଲିଗ ମଧ୍ୟ ଖେଳିଛନ୍ତି ।