Advertisement
Photo Details/zeeodisha/odisha2532272
photoDetails0hindi

IPL 2025: ନିଲାମୀ ପରେ ଜାଣନ୍ତୁ କେଉଁ ଟିମ୍ କେତେ ଷ୍ଟ୍ରଙ୍ଗ, କିଏ କେଉଁ ଦଳରେ ହେଲେ ସାମିଲ୍?

IPL 2025: ଆଇପିଏଲ୍ ୨୦୨୫ ମେଗା ନିଲାମରେ ଖେଳାଳିଙ୍କ ଉପରେ ବହୁତ ଟଙ୍କା ଆୟୋଜକଙ୍କ ପକ୍ଷରୁ ଉଡ଼ାଯାଇଛି। ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ଙ୍କୁ ମଧ୍ୟ ଏହି ନିଲାମରେ ଦେଖିବାକୁ ମିଳିଛି । ଋଷଭ ପନ୍ତ ୨୭ କୋଟି ଟଙ୍କାରେ ବିକ୍ରି ହୋଇଥିବା ବେଳେ ଶ୍ରେୟସ ଆୟର ୨୬.୭୫ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ସେହିପରି ଭେଙ୍କଟେଶ ଆୟରଙ୍କୁ ୨୩.୭୫ କୋଟି ଟଙ୍କାରେ କିଣାଯାଇଛି। ତେବେ ଆଇପିଏଲ୍ ୨୦୨୫ ପୂର୍ବରୁ ସମସ୍ତ ଦଳ ନିଜ ନିଜର ସ୍ଥିତି କଡ଼ାକଡ଼ି କରିଛନ୍ତି। ଆସନ୍ତୁ ଜାଣିବା ଆଇପିଏଲ୍ ୨୦୨୫ରେ କେଉଁ ଦଳ ସବୁଠାରୁ ଶକ୍ତିଶାଳୀ। 

 

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

1/10
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ବିରାଟ କୋହଲି, ରଜତ ପଟିଦାର, ୟଶ ଦୟାଲ, ଲିୟମ୍ ଲିଭିଂଷ୍ଟୋନ, ଫିଲ୍ ସଲ୍ଟ, ଜିତେଶ ଶର୍ମା, ଜୋସ୍ ହେଜଲଉଡ୍, ରାଶିଖ ଦାର, ସୁୟଶ ଶର୍ମା, କ୍ରୁଣାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ସ୍ୱପ୍ନିଲ ସିଂହ, ଟିମ୍ ଡେଭିଡ୍, ରୋମାରିଓ ସେଫର୍ଡ, ନୁଆନ୍ ତୁଷାରା, ମନୋଜ ଭଣ୍ଡାଗେ, ଜାକବ ବେଥେଲ, ଦେବଦତ୍ତ ପଡିକ୍କାଲ, ସ୍ୱସ୍ତିକ ଚିକାରା, ଲୁଙ୍ଗି ଏନଗିଡି, ଅଭିନନ୍ଦନ ସିଂ, ମୋହିତ ରାଠୀ।

କୋଲକାତା ନାଇଟ୍ ରାଇଡର୍ସ

2/10
କୋଲକାତା ନାଇଟ୍ ରାଇଡର୍ସ

ସୁନୀଲ ନାରିନ, ଆନ୍ଦ୍ରେ ରସେଲ, ରିଙ୍କୁ ସିଂହ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା, ରମଣଦୀପ ସିଂହ, ଭେଙ୍କଟେଶ ଆୟର, କ୍ୱିଣ୍ଟନ ଡି କକ୍, ରହମାନୁଲ୍ଲା ଗୁରବାଜ, ଏନରିଚ୍ ନୋର୍ଖିୟା, ଅଙ୍ଗକୃଷ ରାଘବଂଶୀ, ବୈଭବ ଅରୋରା, ମୟଙ୍କ ମାର୍କଣ୍ଡେ, ରୋଭମ୍ୟାନ୍ ପାୱେଲ, ମନୀଷ ପାଣ୍ଡେ, ସ୍ପେନ୍ସର ଜନସନ, ଲଭନୀତ ସିସୋଦିଆ, ଅଜିଙ୍କ୍ୟ ରାହାଣେ, ଅନୁକୁଳ ରୟ, ମୋଇନ୍ ଅଲ୍ଲୀ ଓ ଉମରାନ ମଲ୍ଲିକ।

ପଞ୍ଜାବ କିଙ୍ଗ୍ସ

3/10
ପଞ୍ଜାବ କିଙ୍ଗ୍ସ

ଶଶାଙ୍କ ସିଂହ, ପ୍ରଭସିମରନ ସିଂହ, ଅର୍ଶଦୀପ ସିଂହ, ଶ୍ରେୟସ ଆୟର, ୟୁଜବେନ୍ଦ୍ର ଚହଲ, ମାର୍କସ ଷ୍ଟୋଇନିସ୍, ଗ୍ଲେନ୍ ମ୍ୟାକ୍ସୱେଲ, ନେହାଲ ୱାଧେରା, ହରପ୍ରୀତ ବ୍ରାର, ବିଷ୍ଣୁ ବିନୋଦ, ବିଜୟକୁମାର ବୈଶାଖ, ୟଶ ଠାକୁର, ମାର୍କୋ ଜନସନ, ଜୋସ୍ ଇଙ୍ଗଲିସ, ଲକି ଫର୍ଗୁସନ୍, ଅଜମତୁଲ୍ଲାହା ଉମରଜୋଇ, ହରନୁର ସିଂହ, କୁଲଦୀପ ସେନ, ପ୍ରିୟାଂଶ ଆର୍ଯ୍ୟ, ଏରୋନ ହାର୍ଡି, ମୁଶିର ଖାନ୍, ସୂର୍ଯ୍ୟାଂଶ ଶେଡଗେ, ଜାଭିୟର ବାର୍ଟଲେଟ୍, ପାୟଲା ଅବିନାଶ ଓ ପ୍ରବୀଣ ଦୁବେ। 

ଦିଲ୍ଲୀ କ୍ୟାପିଟାଲ୍ସ

4/10
ଦିଲ୍ଲୀ କ୍ୟାପିଟାଲ୍ସ

ଅକ୍ଷର ପଟେଲ, କୁଲଦୀପ ଯାଦବ, ଟ୍ରିଷ୍ଟାନ୍ ଷ୍ଟବ୍ ସ, ଅଭିଷେକ ପୋରେଲ, ମିଚେଲ ଷ୍ଟାର୍କ, କେଏଲ୍ ରାହୁଲ, ହ୍ୟାରି ବ୍ରୁକ୍, ଜେକ୍ ଫ୍ରେଜର-ମ୍ୟାକ୍ଗର୍କ, ଟି ନଟରାଜନ, କରୁଣ ନାୟାର, ସମୀର ରିଜଭି, ଆଶୁତୋଷ ଶର୍ମା, ମୋହିତ ଶର୍ମା, ଫାଫ୍ ଡୁ ପ୍ଲେସିସ୍, ମୁକେଶ କୁମାର, ଦର୍ଶନ ମାଲକାଣ୍ଡେ, ବିପ୍ରଜ ନିଗମ, ଦୁଷ୍ମନ୍ଥା ଚମିରା, ଡୋନୋଭାନ୍ ଫେରେରା, ଅଜୟ ମଣ୍ଡଳ, ମନୱନ୍ତ କୁମାର, ତ୍ରିପୁରାନା ବିଜୟ ଓ ମାଧବ ତିୱାରୀ। 

ଲକ୍ଷ୍ନୌ ସୁପର ଜାଏଣ୍ଟସ୍

5/10
ଲକ୍ଷ୍ନୌ ସୁପର ଜାଏଣ୍ଟସ୍

ନିକୋଲାସ ପୁରନ, ମୟଙ୍କ ଯାଦବ, ରବି ବିଶ୍ଵାଇ, ଆୟୁଷ ବଡୋନି, ମୋହସିନ ଖାନ, ଋଷଭ ପନ୍ତ, ଡେଭିଡ ମିଲର, ଏଡେନ ମାର୍କରାମ, ମିଚେଲ ମାର୍ଶ, ଆଭେଶ ଖାନ, ଅବଦୁଲ ସମାଦ, ଆର୍ଯ୍ୟନ ଜୁୟାଲ, ଆକାଶଦୀପ, ହିମ୍ମତ ସିଂହ, ଏମ ସିଦ୍ଧାର୍ଥ, ଦିଗେଶ ସିଂ, ଶାହବାଜ ଅହମ୍ମଦ, ଆକାଶ ସିଂ, ଶମାର ଜୋସେଫ, ପ୍ରିନ୍ସ ଯାଦବ, ଯୁବରାଜ ସିଂ, ରାଜବର୍ଦ୍ଧନ ହାଙ୍ଗରଗେକର, ଅର୍ଶିନ କୁଲକର୍ଣ୍ଣି ଓ ମାଥ୍ୟୁ ବ୍ରିଟ୍ଜକେ।    

ରାଜସ୍ଥାନ ରୟାଲ୍ସ

6/10
ରାଜସ୍ଥାନ ରୟାଲ୍ସ

ସଞ୍ଜୁ ସାମସନ, ଯଶସ୍ୱୀ ଜୟସ୍ୱାଲ, ରିଆନ ପରାଗ, ଧରୁଲ ଜୁରେଲ, ଶିମରନ ହେଟମେୟର, ସନ୍ଦୀପ ଶର୍ମା, ଜୋଫ୍ରା ଆର୍ଚର, ମହିଷ ଥିକ୍ସନା, ୱାନିନ୍ଦୁ ହସରଙ୍ଗା, ଆକାଶ ମାଧୱାଲ, କୁମାର କାର୍ତ୍ତିକେୟ, ନୀତିଶ ରାଣା, ତୁଷାର ଦେଶପାଣ୍ଡେ, ଶୁଭମ ଦୁବେ, ଯୁଧବୀର ସିଂହ, ଫଜଲହକ ଫାରୁକି, ବୈଭବ ସୂର୍ଯ୍ୟବଂଶୀ, କ୍ୱିନା ମଫାକା, କୁନାଲ ରାଠୋର ଓ ଅଶୋକ ଶର୍ମା। 

ସନରାଇଜର୍ସ ହାଇଦ୍ରାବାଦ

7/10
ସନରାଇଜର୍ସ ହାଇଦ୍ରାବାଦ

ପ୍ୟାଟ୍ କମିନ୍ସ, ହେନରିକ୍ କ୍ଲାସେନ୍, ଅଭିଷେକ ଶର୍ମା, ଟ୍ରାଭିସ୍ ହେଡ୍, ନୀତିଶ କୁମାର ରେଡ୍ଡୀ, ମହମ୍ମଦ ସାମି, ହର୍ଷଲ ପଟେଲ, ଇଶାନ କିଶନ, ରାହୁଲ ଚହର, ଆଡାମ ଜାମ୍ପା, ଅଥର୍ବ ତାଇଡେ, ଅଭିନବ ମନୋହର, ସିମରଜିତ୍ ସିଂହ, ଜିଶାନ ଅନସାରୀ, ଜୟଦେବ ଉନାଦକଟ, ବ୍ରାଇଡନ୍ କାର୍ସେ, କାମିନ୍ଦୁ ମେଣ୍ଡିସ୍, ଅନିକେତ ବର୍ମା, ଇଶାନ ମାଲିଙ୍ଗା ଓ ସଚିନ ବେବି। 

ଚେନ୍ନାଇ ସୁପର କିଙ୍ଗସ୍

8/10
ଚେନ୍ନାଇ ସୁପର କିଙ୍ଗସ୍

ଋତୁରାଜ ଗାଇକୱାଡ, ମାଥିଶା ପଥିରାନା, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନି, ଡେଭୋନ୍ କନୱେ, ରାହୁଲ ତ୍ରିପାଠୀ, ରାଚିନ୍ ରବୀନ୍ଦ୍ର, ଆର ଅଶ୍ୱିନ, ଖଲିଲ ଅହମ୍ମଦ, ନୁର ଅହମ୍ମଦ, ବିଜୟ ଶଙ୍କର, ସାମ୍ କୁରାନ୍, ଶେଖ୍ ରସିଦ୍, ଅଂଶୁଲ କାମ୍ବୋଜ, ମୁକେଶ ଚୌଧୁରୀ, ଦୀପକ ହୁଡା, ଗୁରଜପତ ସିଂହ, ନାଥନ୍ ଏଲିସ୍, ଜେମି ଓଭରଟନ୍, କମଲେଶ ନାଗରକୋଟି, ରାମକୃଷ୍ଣ ଘୋଷ, ଶ୍ରେୟସ ଗୋପାଳ, ବଂଶ ବେଦୀ ଓ ଆନ୍ଦ୍ରେ ସିଦ୍ଧାର୍ଥ।

ମୁମ୍ବାଇ ଇଣ୍ଡିଆନ୍ସ

9/10
ମୁମ୍ବାଇ ଇଣ୍ଡିଆନ୍ସ

ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଯଶପ୍ରୀତ ବୁମ୍ରା, ଟ୍ରେଣ୍ଟ ବୋଲ୍ଟ, ନମନ ଧୀର, ରବିନ୍ ମିଞ୍ଜ, କର୍ଣ୍ଣ ଶର୍ମା, ରିଆନ୍ ରିକେଲଟନ୍, ଦୀପକ ଚହର, ଆଲ୍ଲା ଗଜାନଫର, ୱିଲ୍ ଜ୍ୟାକ୍ସ, ଅଶ୍ୱିନୀ କୁମାର, ମିଚେଲ ସାଣ୍ଟନର, ରିସ୍ ଟପ୍ଲେ, କ୍ରିଷ୍ଣା ଶ୍ରୀଜିତ, ରାଜ ଅଙ୍ଗଦ ବାୱା, ସତ୍ୟନାରାୟଣ, ବେଭନ୍ ଜାକବ୍ସ, ଅର୍ଜୁନ ତେନ୍ଦୁଲକର, ଲିଜାଦ ୱିଲିୟମ୍ସ ଓ ବିଗ୍ନେଶ ପୁଥୁର। 

 

ଗୁଜରାଟ ଟାଇଟନ୍ସ

10/10
ଗୁଜରାଟ ଟାଇଟନ୍ସ

ଶୁଭମନ ଗିଲ, ରସିଦ ଖାନ, ସାଇ ସୁଦର୍ଶନ, ଶାହାରୁଖ ଖାନ, ରାହୁଲ ତେୱାଟିଆ, କାଗିସୋ ରାବାଡା, ଜୋସ ବଟଲର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ନିଶାନ୍ତ ସିନ୍ଧୁ, ମହିପାଲ ଲୋମରୋର, କୁମାର କୁଶାଗ୍ରା, ଅନୁଜ ରାୱତ, ମାନବ ସୁଥାର, ୱାଶିଂଟନ ସୁନ୍ଦର, ଜେରାଲ୍ଡ କୋଏଟଜି, ଅର୍ଶଦ ଖାନ, ଗୁରନୁର ବ୍ରାର, ଶେର୍ଫାନ ରଦରଫୋର୍ଡ, ସାଇ କିଶୋର, ଇଶାନ୍ତ ଶର୍ମା, ଜୟନ୍ତ ଯାଦବ, ଗ୍ଲେନ୍ ଫିଲିପ୍ସ, କରିମ୍ ଜାନତ ଏବଂ କୁଲୱନ୍ତ ଖେଜରୋଲିଆ।