India vs Sri Lanka Updates: ଭାରତର ସହଜ ବିଜୟ
Advertisement

India vs Sri Lanka Updates: ଭାରତର ସହଜ ବିଜୟ

India vs Sri Lanka LIVE: ଚଳିତ ବିଶ୍ୱକପରେ ଆଜି ଶ୍ରୀଲଙ୍କା ବିପକ୍ଷରେ ଭାରତର ସହଜ ବିଜୟ ହାସଲ କରିନେଇଛି। ପଢନ୍ତୁ ପୂରା ରିପୋର୍ଟ...

India vs Sri Lanka Updates: ଭାରତର ସହଜ ବିଜୟ
LIVE Blog

India vs Sri Lanka LIVE: ବିଶ୍ୱକପରେ ଭାରତର ବିଜୟ ଧାରା ଜାରି ରହିଛି। ଆଜି ୱାଂଖଡ଼େର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତ ବୃହତ ବ୍ୟବଧାନରେ ବିଜୟ ଲାଭ କରିଛି। ମାତ୍ର ୧୯.୪ ଓଭରରେ ଭାରତ ସହଜରେ ବିଜୟ ହାସଲ କରିନେଇଛି। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଆଗରେ ଏକ ବିଶାଳ ସ୍କୋର ଛିଡ଼ା କରିଛି। ଟସ ଜିତି ଶ୍ରୀଲଙ୍କା ବୋଲିଂ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଓଭରର ଦ୍ୱିତୀୟ ବଲରେ ରୋହିତ ଶର୍ମା ଆଉଟ ହେବା ସମସ୍ତଙ୍କୁ ଏକ ପ୍ରକାର ନିରାଶ କରିଥିଲା। କିନ୍ତୁ ରକ୍ଷଣଶୀଳ ବ୍ୟାଟିଂ କରି ଶୁବମନ ଗିଲ ଓ ବିରାଟ କୋହଲି ଦଳ ପାଇଁ ଏକ ବଡ଼ ସ୍କୋର ଛିଡ଼ା କରିଥିଲେ। ଗିଲ ୯୨, ବିରାଟ ୮୮ ଓ ଶ୍ରେୟାସ ଆୟାର ୮୨ ରନର ବଡ଼ ଇନିଂସ ଖେଳିଥିଲେ। ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଧୁଶଙ୍କା ବେଶ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ମୋଟ ୫ଟି ୱିକେଟ ହାତେଇଥିଲେ। ଅନ୍ୟମାନଙ୍କ ମଧ୍ୟରୁ ଦୁଷ୍ମନ୍ଥ ଚାମିରା ଗୋଟିଏ ୱିକେଟ ହାତେଇଥିଲେ। 

 

02 November 2023
20:42 PM

India vs Sri Lanka Live Score: ଭାରତର ସହଜ ବିଜୟ

ବିଶ୍ୱକପରେ ଭାରତର ବିଜୟ ଧାରା ଜାରି ରହିଛି। ଆଜି ୱାଂଖଡ଼େର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତ ବୃହତ ବ୍ୟବଧାନରେ ବିଜୟ ଲାଭ କରିଛି। ମାତ୍ର ୧୯.୪ ଓଭରରେ ଭାରତ ସହଜରେ ବିଜୟ ହାସଲ କରିନେଇଛି। ଶ୍ରୀଲଙ୍କା ପାଳି ଆରମ୍ଭରୁ ଭାରତର ବୋଲରମାନେ ଘାତକ ବୋଲିଂ କରି ଶ୍ରୀଲଙ୍କାର ବ୍ୟାଟସମ୍ୟାନଙ୍କୁ ଚାପରେ ରଖିଥିଲେ। ମହମ୍ମଦ ଶାମୀ ଓ ମହମ୍ମଦ ସିରାଜଙ୍କ ଘାତକ ବୋଲିଂର ସାମ୍ନା କରି ନପାରି ମାତ୍ର ୫୫ ରନରେ ଅଲ ଆଉଟ ହୋଇଯାଇଥିଲେ। ଶ୍ରୀଲଙ୍କାର ୫ ଜଣ ବ୍ୟାଟସମ୍ୟାନ ଖାତା ଖୋଲି ପାରିନଥିବା ବେଳେ କାସୁନ ରାଜିଥା ସର୍ବାଧିକ ୧୪ ରନ କରିଥିଲେ। ଆଞ୍ଜେଲୋ ମାଥ୍ୟୁସ ୧୨ ରନ କରି ଆଉଟ ହୋଇଥିବା ବେଳେ ମାହିସ ଥିକସାଣା ୧୨ ରନ କରି ଅପରାଜିତ ରହିଥିଲେ।  ମହମ୍ମଦ ଶାମୀ ସର୍ବାଧିକ ୫ଟି ଓ୍ୱିକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ମହମ୍ମଦ ସିରାଜ ୩ଟି ଓ ଜଶପ୍ରିତ ବୁମରା ଏବଂ ରବୀନ୍ଦ୍ର ଜାଡ଼େଜା ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ। 

20:28 PM

India vs Sri Lanka Live Score: ଶ୍ରୀଲଙ୍କାର ନବମ ଓ୍ୱିକେଟର ପତନ

ଭାରତ: 357/08
ଶ୍ରୀଲଙ୍କା: 49/9

କାସୁନ ରାଜିଥା: 14
ମାହିସ ଥିକସାଣା: 11

ଭାରତ
ବୋଲର: ମହମ୍ମଦ ଶାମୀ

18ତମ ଓଭର
4.0.0.0.2.W

ଶେଷ ଓ୍ୱିକେଟ
କାସୁନ ରାଜିଥା: 14

20:23 PM

India vs Sri Lanka Live Score: ଶ୍ରୀଲଙ୍କାର ଅଷ୍ଟମ ଓ୍ୱିକେଟର ପତନ

ଭାରତ: 357/08
ଶ୍ରୀଲଙ୍କା: 43/8

କାସୁନ ରାଜିଥା: 8
ମାହିସ ଥିକସାଣା: 11

ଭାରତ
ବୋଲର: କୂଳଦୀପ ଯାଦବ

17ତମ ଓଭର
0.0.0.1.0.0

ଶେଷ ଓ୍ୱିକେଟ
ଆଞ୍ଜେଲୋ ମାଥ୍ୟୁସ: 12

20:20 PM

India vs Sri Lanka Live Score: ଶ୍ରୀଲଙ୍କାର ଅଷ୍ଟମ ଓ୍ୱିକେଟର ପତନ

ଭାରତ: 357/08
ଶ୍ରୀଲଙ୍କା: 42/8

କାସୁନ ରାଜିଥା: 7
ମାହିସ ଥିକସାଣା: 11

ଭାରତ
ବୋଲର: ମହମ୍ମଦ ଶାମୀ

16ଶ ଓଭର
0.1.0.0.4.0

ଶେଷ ଓ୍ୱିକେଟ
ଆଞ୍ଜେଲୋ ମାଥ୍ୟୁସ: 12

20:16 PM

India vs Sri Lanka Live Score: ଶ୍ରୀଲଙ୍କାର ଅଷ୍ଟମ ଓ୍ୱିକେଟର ପତନ

ଭାରତ: 357/08
ଶ୍ରୀଲଙ୍କା: 37/8

କାସୁନ ରାଜିଥା: 6
ମାହିସ ଥିକସାଣା: 7

ଭାରତ
ବୋଲର: ମହମ୍ମଦ ସିରାଜ

15ଶ ଓଭର
1.0.0.0.0.0

ଶେଷ ଓ୍ୱିକେଟ
ଆଞ୍ଜେଲୋ ମାଥ୍ୟୁସ: 12

20:11 PM

India vs Sri Lanka Live Score: ଶ୍ରୀଲଙ୍କାର ଅଷ୍ଟମ ଓ୍ୱିକେଟର ପତନ

ଭାରତ: 357/08
ଶ୍ରୀଲଙ୍କା: 36/8

କାସୁନ ରାଜିଥା: 5
ମାହିସ ଥିକସାଣା: 7

ଭାରତ
ବୋଲର: ମହମ୍ମଦ ଶାମୀ

14ଶ ଓଭର
W.4.B1.1.0.1

ଶେଷ ଓ୍ୱିକେଟ
ଆଞ୍ଜେଲୋ ମାଥ୍ୟୁସ: 12

20:04 PM

India vs Sri Lanka Live Score: ଶ୍ରୀଲଙ୍କାର ସପ୍ତମ ଓ୍ୱିକେଟର ପତନ

ଭାରତ: 357/08
ଶ୍ରୀଲଙ୍କା: 29/7

ଆଞ୍ଜେଲୋ ମାଥ୍ୟୁସ: 12
ମାହିସ ଥିକସାଣା: 06

ଭାରତ
ବୋଲର: ମହମ୍ମଦ ସିରାଜ

13ଶ ଓଭର
0.1.0.0.4.2

ଶେଷ ଓ୍ୱିକେଟ
ଦୁଷ୍ମନ୍ଥ ଚାମିରା: 00

19:59 PM

India vs Sri Lanka Live Score: ଶ୍ରୀଲଙ୍କାର ସପ୍ତମ ଓ୍ୱିକେଟର ପତନ

ଭାରତ: 357/08
ଶ୍ରୀଲଙ୍କା: 22/7

ଆଞ୍ଜେଲୋ ମାଥ୍ୟୁସ: 11
ମାହିସ ଥିକସାଣା: 00

ଭାରତ
ବୋଲର: ମହମ୍ମଦ ଶାମୀ

12ଶ ଓଭର
0.1.W.0.0.0

ଶେଷ ଓ୍ୱିକେଟ
ଦୁଷ୍ମନ୍ଥ ଚାମିରା: 00

19:47 PM

India vs Sri Lanka Live Score: ଶ୍ରୀଲଙ୍କାର ଷଷ୍ଠ ଓ୍ୱିକେଟର ପତନ

ଭାରତ: 357/08
ଶ୍ରୀଲଙ୍କା: 21/6

ଆଞ୍ଜେଲୋ ମାଥ୍ୟୁସ: 10
ଦୁଷ୍ମନ୍ଥ ଚାମିରା: 00

ଭାରତ
ବୋଲର: ମହମ୍ମଦ ସିରାଜ

11ମ ଓଭର
0.2.1.B4.0.0

ଶେଷ ଓ୍ୱିକେଟ
ଦୁଶନ ହେମନ୍ଥା: 00

19:41 PM

India vs Sri Lanka Live Score: ଶ୍ରୀଲଙ୍କାର ଷଷ୍ଠ ଓ୍ୱିକେଟର ପତନ

ଭାରତ: 357/08
ଶ୍ରୀଲଙ୍କା: 14/6

ଆଞ୍ଜେଲୋ ମାଥ୍ୟୁସ: 07
ଚାରିଥ ଆଶଲାଙ୍କା: 01

ଭାରତ
ବୋଲର: ମହମ୍ମଦ ଶାମୀ

10ମ ଓଭର
0.0.W.W.0.0

ଶେଷ ଓ୍ୱିକେଟ
ଦୁଶନ ହେମନ୍ଥା: 00

19:32 PM

India vs Sri Lanka Live Score: ଶ୍ରୀଲଙ୍କାର ଚତୁର୍ଥ ଓ୍ୱିକେଟର ପତନ

ଭାରତ: 357/08
ଶ୍ରୀଲଙ୍କା: 14/4

ଆଞ୍ଜେଲୋ ମାଥ୍ୟୁସ: 07
ଚାରିଥ ଆଶଲାଙ୍କା: 01

ଭାରତ
ବୋଲର: ଜଶପ୍ରିତ ବୁମରା

ନବମ ଓଭର
0.0.1.0.0.1

ଶେଷ ଓ୍ୱିକେଟ
କୁଶଲ ମେଣ୍ଡିସ: 01

19:28 PM

India vs Sri Lanka Live Score: ଶ୍ରୀଲଙ୍କାର ଚତୁର୍ଥ ଓ୍ୱିକେଟର ପତନ

ଭାରତ: 357/08
ଶ୍ରୀଲଙ୍କା: 12/4

ଆଞ୍ଜେଲୋ ମାଥ୍ୟୁସ: 06
ଚାରିଥ ଆଶଲାଙ୍କା: 00

ଭାରତ
ବୋଲର: ମହମ୍ମଦ ସିରାଜ

ଅଷ୍ଟମ ଓଭର
0.0.0.0.0.0

ଶେଷ ଓ୍ୱିକେଟ
କୁଶଲ ମେଣ୍ଡିସ: 01

19:23 PM

India vs Sri Lanka Live Score: ଶ୍ରୀଲଙ୍କାର ଚତୁର୍ଥ ଓ୍ୱିକେଟର ପତନ

ଭାରତ: 357/08
ଶ୍ରୀଲଙ୍କା: 12/4

ଆଞ୍ଜେଲୋ ମାଥ୍ୟୁସ: 06
ଚାରିଥ ଆଶଲାଙ୍କା: 00

ଭାରତ
ବୋଲର: ମହମ୍ମଦ ସିରାଜ

ସପ୍ତମ ଓଭର
0.2.Wd.0.0.0.0

ଶେଷ ଓ୍ୱିକେଟ
କୁଶଲ ମେଣ୍ଡିସ: 01

fallback

19:13 PM

India vs Sri Lanka Live Score: ଶ୍ରୀଲଙ୍କାର ଚତୁର୍ଥ ଓ୍ୱିକେଟର ପତନ

ଭାରତ: 357/08
ଶ୍ରୀଲଙ୍କା: 9/4

ଆଞ୍ଜେଲୋ ମାଥ୍ୟୁସ: 04
ଚାରିଥ ଆଶଲାଙ୍କା: 00

ଭାରତ
ବୋଲର: ମହମ୍ମଦ ସିରାଜ

ଷଷ୍ଠ ଓଭର
0.0.Wd.L1.0.0.0

ଶେଷ ଓ୍ୱିକେଟ
କୁଶଲ ମେଣ୍ଡିସ: 01

19:12 PM

India vs Sri Lanka Live Score: ଶ୍ରୀଲଙ୍କାର ଚତୁର୍ଥ ଓ୍ୱିକେଟର ପତନ

ଭାରତ: 357/08
ଶ୍ରୀଲଙ୍କା: 7/4

ଆଞ୍ଜେଲୋ ମାଥ୍ୟୁସ: 04
ଚାରିଥ ଆଶଲାଙ୍କା: 00

ଭାରତ
ବୋଲର: ଜଶପ୍ରିତ ବୁମରା

ପଞ୍ଚମ ଓଭର
0.0.0.0.0.0

ଶେଷ ଓ୍ୱିକେଟ
କୁଶଲ ମେଣ୍ଡିସ: 01

19:06 PM

India vs Sri Lanka Live Score: ଶ୍ରୀଲଙ୍କାର ଚତୁର୍ଥ ଓ୍ୱିକେଟର ପତନ

ଭାରତ: 357/08
ଶ୍ରୀଲଙ୍କା: 7/4

ଆଞ୍ଜେଲୋ ମାଥ୍ୟୁସ: 04
ଚାରିଥ ଆଶଲାଙ୍କା: 00

ଭାରତ
ବୋଲର: ମହମ୍ମଦ ସିରାଜ

ଚତୁର୍ଥ ଓଭର
W.0.0.0.0.4

ଶେଷ ଓ୍ୱିକେଟ
କୁଶଲ ମେଣ୍ଡିସ: 01

19:00 PM

India vs Sri Lanka Live Score: ଶ୍ରୀଲଙ୍କାକୁ ତୃତୀୟ ଝଟକା

ଭାରତ: 357/08
ଶ୍ରୀଲଙ୍କା: 3/3

କୁଶଲ ମେଣ୍ଡିସ: 01
ଚାରିଥ ଆଶଲାଙ୍କା: 00

ଭାରତ
ବୋଲର: ଜଶପ୍ରିତ ବୁମରା

ତୃତୀୟ ଓଭର
0.0.0.1.0.0

ଶେଷ ଓ୍ୱିକେଟ
ସାଦିରା ସମରୱିକ୍ରମା: 00

18:56 PM

India vs Sri Lanka Live Score: ଶ୍ରୀଲଙ୍କାକୁ ତୃତୀୟ ଝଟକା

ଭାରତ: 357/08
ଶ୍ରୀଲଙ୍କା: 2/3

କୁଶଲ ମେଣ୍ଡିସ: 00
ଚାରିଥ ଆଶଲାଙ୍କା: 00

ଭାରତ
ବୋଲର: ମହମ୍ମଦ ସିରାଜ

ଦ୍ୱିତୀୟ ଓଭର
W.0.0.0.W.0

ଶେଷ ଓ୍ୱିକେଟ
ସାଦିରା ସମରୱିକ୍ରମା: 00

18:44 PM

India vs Sri Lanka Live Score: ଶ୍ରୀଲଙ୍କାକୁ ପ୍ରଥମ ଝଟକା

ଭାରତ: 357/08
ଶ୍ରୀଲଙ୍କା: 2/1

କୁଶଲ ମେଣ୍ଡିସ: 00
ଦିମୁଥ କରୁଣାରତ୍ନେ: 00

ଭାରତ
ବୋଲର: ଜଶପ୍ରିତ ବୁମରା

ପ୍ରଥମ ଓଭର
W.Wd.Wd.0.0.0.0.0

ଶେଷ ଓ୍ୱିକେଟ
ପାଥୁମ ନିଶାଙ୍କ: 00

fallback

18:40 PM

India vs Sri Lanka Live Score: ଶ୍ରୀଲଙ୍କାକୁ ପ୍ରଥମ ଝଟକା

ଭାରତକୁ ପ୍ରଥମ ସଫଳତା। ପ୍ରଥମ ବଲରେ ଓପନିଂ ଯୋଡ଼ି ଭାଙ୍ଗିବାରେ ସଫଳ ହୋଇଛନ୍ତି ଜଶପ୍ରିତ ବୁମରା। ପାଥୁମ ନିଶାଙ୍କଙ୍କୁ ଏଲବିଡବ୍ଲ୍ୟୁ କରି ପାଭିଲିଅନ ପଠାଇଛନ୍ତି ବୁମରା

18:06 PM

India vs Sri Lanka Live Score: ଶ୍ରୀଲଙ୍କା ଆଗରେ ବିଶାଳ ବିଜୟ ଲକ୍ଷ୍ୟ

ଭାରତ: 357/08

ରବୀନ୍ଦ୍ର ଜାଡ଼େଜା: 35
ମହମ୍ମଦ ଶାମୀ: 01

ଶ୍ରୀଲଙ୍କା
ବୋଲର: କାସୁନ ରଜିଥା

50ତମ ଓଭର
2.1.W.1.0.W

ଶେଷ ଓ୍ୱିକେଟ

ରବୀନ୍ଦ୍ର ଜାଡ଼େଜା: 35

17:59 PM

India vs Sri Lanka Live Score: ଷଷ୍ଠ ଓ୍ୱିକେଟର ପତନ

ଭାରତ: 352/06

ରବୀନ୍ଦ୍ର ଜାଡ଼େଜା: 31
ମହମ୍ମଦ ଶାମୀ: 02

ଶ୍ରୀଲଙ୍କା
ବୋଲର: ଦୁଷ୍ମନ୍ଥ ଚାମିରା

49ତମ ଓଭର
4.1.1.6.1.0

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 82

17:54 PM

India vs Sri Lanka Live Score: ଷଷ୍ଠ ଓ୍ୱିକେଟର ପତନ

ଭାରତ: 339/06

ରବୀନ୍ଦ୍ର ଜାଡ଼େଜା: 19
ମହମ୍ମଦ ଶାମୀ: 01

ଶ୍ରୀଲଙ୍କା
ବୋଲର: ଦିଲଶାନ ମଧୁଶଙ୍କା

48ତମ ଓଭର
6.6.Wd.W.1.2.3

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 82

17:50 PM

India vs Sri Lanka Live Score: ଭାରତର ଷଷ୍ଠ ଓ୍ୱିକେଟର ପତନ। 

ଷଷ୍ଠ ୱିକେଟ ହରାଇଲା ଭାରତ। ଷଷ୍ଠ ୱିକେଟ ଭାବେ ଶ୍ରେୟାସ ଆୟାର ଆଉଟ ହୋଇଛନ୍ତି। ସେ ବ୍ୟକ୍ତିଗତ ୮୨ ରନ କରି ପାଭିଲିୟନ ଫେରିଛନ୍ତି। 

17:46 PM

India vs Sri Lanka Live Score: ଅର୍ଦ୍ଧଶତକ ପୂରଣ କଲେ ଶ୍ରେୟାସ

ଭାରତ: 320/05

ରବୀନ୍ଦ୍ର ଜାଡ଼େଦା: 14
ଶ୍ରେୟାସ ଆୟାର: 70

ଶ୍ରୀଲଙ୍କା
ବୋଲର: ଦୁଷ୍ମନ୍ଥ ଚାମିରା

47ତମ ଓଭର
2.4.0.2.1.2

ଶେଷ ଓ୍ୱିକେଟ
ସୂର୍ଯ୍ୟକୁମାର ଯାଦବ: 12

17:41 PM

India vs Sri Lanka Live Score: ଅର୍ଦ୍ଧଶତକ ପୂରଣ କଲେ ଶ୍ରେୟାସ

ଭାରତ: 309/05

ରବୀନ୍ଦ୍ର ଜାଡ଼େଦା: 12
ଶ୍ରେୟାସ ଆୟାର: 62

ଶ୍ରୀଲଙ୍କା
ବୋଲର: କାସୁନ ରାଜିଥା

46ତମ ଓଭର
1.1.1.0.1.1

ଶେଷ ଓ୍ୱିକେଟ
ସୂର୍ଯ୍ୟକୁମାର ଯାଦବ: 12

17:38 PM

India vs Sri Lanka Live Score: ଅର୍ଦ୍ଧଶତକ ପୂରଣ କଲେ ଶ୍ରେୟାସ

ଭାରତ: 304/05

ରବୀନ୍ଦ୍ର ଜାଡ଼େଦା: 10
ଶ୍ରେୟାସ ଆୟାର: 59

ଶ୍ରୀଲଙ୍କା
ବୋଲର: ମାହିସ ଥିକସାଣା

45ତମ ଓଭର
1.1.1.1.B4.1

ଶେଷ ଓ୍ୱିକେଟ
ସୂର୍ଯ୍ୟକୁମାର ଯାଦବ: 12

17:33 PM

India vs Sri Lanka Live Score: ଅର୍ଦ୍ଧଶତକ ପୂରଣ କଲେ ଶ୍ରେୟାସ

ଭାରତ: 295/05

ରବୀନ୍ଦ୍ର ଜାଡ଼େଦା: 08
ଶ୍ରେୟାସ ଆୟାର: 56

ଶ୍ରୀଲଙ୍କା
ବୋଲର: ମାହିସ ଥିକସାଣା

44ତମ ଓଭର
1.1.Wd.1.1.1.1

ଶେଷ ଓ୍ୱିକେଟ
ସୂର୍ଯ୍ୟକୁମାର ଯାଦବ: 12

17:29 PM

India vs Sri Lanka Live Score: ଭାରତର ପଞ୍ଚମ ଓ୍ୱିକେଟର ପତନ

ଭାରତ: 288/05

ରବୀନ୍ଦ୍ର ଜାଡ଼େଦା: 05
ଶ୍ରେୟାସ ଆୟାର: 53

ଶ୍ରୀଲଙ୍କା
ବୋଲର: ମାହିସ ଥିକସାଣା

43ତମ ଓଭର
1.2.4.0.1.1

ଶେଷ ଓ୍ୱିକେଟ
ସୂର୍ଯ୍ୟକୁମାର ଯାଦବ: 12

17:25 PM

India vs Sri Lanka Live Score: ଭାରତର ପଞ୍ଚମ ଓ୍ୱିକେଟର ପତନ

ଭାରତ: 279/05

ରବୀନ୍ଦ୍ର ଜାଡ଼େଦା: 03
ଶ୍ରେୟାସ ଆୟାର: 46

ଶ୍ରୀଲଙ୍କା
ବୋଲର: ଦିଲସାନ ମଧୁଶଙ୍କା

42ତମ ଓଭର
1.1.W.2.0.1

ଶେଷ ଓ୍ୱିକେଟ
ସୂର୍ଯ୍ୟକୁମାର ଯାଦବ: 12

17:21 PM

India vs Sri Lanka Live Score: ଭାରତର ପଞ୍ଚମ ଓ୍ୱିକେଟର ପତନ। 

ପଞ୍ଚମ ୱିକେଟ ହରାଇଲା ଭାରତ। ପଞ୍ଚମ ୱିକେଟ ଭାବେ ସୂର୍ଯ୍ୟକୁମାର ଯାଦବ ଆଉଟ ହୋଇଛନ୍ତି। ସେ ବ୍ୟକ୍ତିଗତ ୧୨ ରନ କରି ପାଭିଲିୟନ ଫେରିଛନ୍ତି। 

17:17 PM

India vs Sri Lanka Live Score: ଭାରତର ଚତୁର୍ଥ ଓ୍ୱିକେଟର ପତନ

ଭାରତ: 274/04

ସୂର୍ଯ୍ୟକୁମାର ଯାଦବ: 11
ଶ୍ରେୟାସ ଆୟାର: 45

ଶ୍ରୀଲଙ୍କା
ବୋଲର: ମାହିସ ଥିକସାଣା

41ତମ ଓଭର
1.2.0.1.6.0

ଶେଷ ଓ୍ୱିକେଟ
କେଏଲ ରାହୁଲ: 21

17:13 PM

India vs Sri Lanka Live Score: ଭାରତର ଚତୁର୍ଥ ଓ୍ୱିକେଟର ପତନ

ଭାରତ: 264/04

ସୂର୍ଯ୍ୟକୁମାର ଯାଦବ: 08
ଶ୍ରେୟାସ ଆୟାର: 38

ଶ୍ରୀଲଙ୍କା
ବୋଲର: ଦୁଶମନ୍ଥ ଚାମିରା

40ତମ ଓଭର
1.W.0.4.0.4

ଶେଷ ଓ୍ୱିକେଟ
କେଏଲ ରାହୁଲ: 21

17:08 PM

India vs Sri Lanka Live Score: ଭାରତର ଚତୁର୍ଥ ଓ୍ୱିକେଟର ପତନ। 

ଚତୁର୍ଥ ୱିକେଟ ହରାଇଲା ଭାରତ। ଚତୁର୍ଥ ୱିକେଟ ଭାବେ କେଏଲ ରାହୁଲ ଆଉଟ ହୋଇଛନ୍ତି। ସେ ବ୍ୟକ୍ତିଗତ ୨୧ ରନ କରି ପାଭିଲିୟନ ଫେରିଛନ୍ତି। 

17:06 PM

India vs Sri Lanka Live Score: ଭାରତର ତୃତୀୟ ଓ୍ୱିକେଟର ପତନ

ଭାରତ: 255/03

କେଏଲ ରାହୁଲ: 21
ଶ୍ରେୟାସ ଆୟାର: 37

ଶ୍ରୀଲଙ୍କା
ବୋଲର: ମାହିସ ଥିକସାଣା

39ତମ ଓଭର
1.1.1.1.2.1

ଶେଷ ଓ୍ୱିକେଟ
ବିରାଟ କୋହଲି: 88

17:02 PM

India vs Sri Lanka Live Score: ଭାରତର ତୃତୀୟ ଓ୍ୱିକେଟର ପତନ

ଭାରତ: 248/03

କେଏଲ ରାହୁଲ: 19
ଶ୍ରେୟାସ ଆୟାର: 32

ଶ୍ରୀଲଙ୍କା
ବୋଲର: ଦୁଶ୍ମନ୍ଥ ଚାମିରା

38ତମ ଓଭର
1.4.1.0.1.B1

ଶେଷ ଓ୍ୱିକେଟ
ବିରାଟ କୋହଲି: 88

16:56 PM

India vs Sri Lanka Live Score: ଭାରତର ତୃତୀୟ ଓ୍ୱିକେଟର ପତନ

ଭାରତ: 240/03

କେଏଲ ରାହୁଲ: 17
ଶ୍ରେୟାସ ଆୟାର: 27

ଶ୍ରୀଲଙ୍କା
ବୋଲର: ମାହିସ ଥିକସାଣା

37ତମ ଓଭର
1.0.0.0.0.0

ଶେଷ ଓ୍ୱିକେଟ
ବିରାଟ କୋହଲି: 88

16:52 PM

India vs Sri Lanka Live Score: ଭାରତର ତୃତୀୟ ଓ୍ୱିକେଟର ପତନ

ଭାରତ: 239/03

କେଏଲ ରାହୁଲ: 16
ଶ୍ରେୟାସ ଆୟାର: 27

ଶ୍ରୀଲଙ୍କା
ବୋଲର: କାସୁନ ରାଜିଥା

36ତମ ଓଭର
4.0.1.6.1.Wd.1

ଶେଷ ଓ୍ୱିକେଟ
ବିରାଟ କୋହଲି: 88

16:47 PM

India vs Sri Lanka Live Score: ଭାରତର ତୃତୀୟ ଓ୍ୱିକେଟର ପତନ

ଭାରତ: 225/03

କେଏଲ ରାହୁଲ: 10
ଶ୍ରେୟାସ ଆୟାର: 20

ଶ୍ରୀଲଙ୍କା
ବୋଲର: ଦାସୁନ ହେମନ୍ଥା

35ତମ ଓଭର
1.1.1.1.1.6

ଶେଷ ଓ୍ୱିକେଟ
ବିରାଟ କୋହଲି: 88

16:43 PM

India vs Sri Lanka Live Score: ଭାରତର ତୃତୀୟ ଓ୍ୱିକେଟର ପତନ

ଭାରତ: 214/03

କେଏଲ ରାହୁଲ: 07
ଶ୍ରେୟାସ ଆୟାର: 12

ଶ୍ରୀଲଙ୍କା
ବୋଲର: କାସୁନ ରାଜିଥା

34ତମ ଓଭର
4.1.0.0.6.2

ଶେଷ ଓ୍ୱିକେଟ
ବିରାଟ କୋହଲି: 88

16:39 PM

India vs Sri Lanka Live Score: ଭାରତର ତୃତୀୟ ଓ୍ୱିକେଟର ପତନ

ଭାରତ: 201/03

କେଏଲ ରାହୁଲ: 02
ଶ୍ରେୟାସ ଆୟାର: 04

ଶ୍ରୀଲଙ୍କା
ବୋଲର: ଦୁଶନ ହେମନ୍ଥା

33ତମ ଓଭର
0.0.0.0.1.1

ଶେଷ ଓ୍ୱିକେଟ
ବିରାଟ କୋହଲି: 88

16:36 PM

India vs Sri Lanka Live Score: ଭାରତର ତୃତୀୟ ଓ୍ୱିକେଟର ପତନ

ଭାରତ: 199/03

କେଏଲ ରାହୁଲ: 01
ଶ୍ରେୟାସ ଆୟାର: 03

ଶ୍ରୀଲଙ୍କା
ବୋଲର: ଦିଲଶାନ ମଧୁଶଙ୍କା

32ତମ ଓଭର
1.0.W.1.Wd.1.0

ଶେଷ ଓ୍ୱିକେଟ
ବିରାଟ କୋହଲି: 88

16:33 PM

India vs Sri Lanka Live Score: ଭାରତର ତୃତୀୟ ଓ୍ୱିକେଟର ପତନ। 

ଶତକରୁ ପୁଣି ଥରେ ବର୍ତ୍ତିଲେ ବିରାଟ କୋହଲି। ତୃତୀୟ ଓ୍ୱିକେଟ ଭାବେ ବିରାଟ କୋହଲି ଆଉଟ ହୋଇ ପାଭିଲିୟନ ଫେରିଛନ୍ତି। ସେ ବ୍ୟକ୍ତିଗତ ଭାବେ ୮୮ ରନ କରି ପାଭିଲିୟନ ଫେରିଛନ୍ତି। 

16:30 PM

India vs Sri Lanka Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 195/02

ବିରାଟ କୋହଲି: 88
ଶ୍ରେୟାସ ଆୟାର: 01

ଶ୍ରୀଲଙ୍କା
ବୋଲର: ଦୁଶନ ହେମନ୍ଥା

31ତମ ଓଭର
0.0.1.1.0.0 

ଶେଷ ଓ୍ୱିକେଟ
ଶୁବମନ ଗିଲ: 92

16:24 PM

India vs Sri Lanka Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 193/01

ବିରାଟ କୋହଲି: 87
ଶୁବମନ ଗିଲ: 92

ଶ୍ରୀଲଙ୍କା
ବୋଲର: ଦିଲସାନ ମଧୁଶଙ୍କା

30ତମ ଓଭର
0.Wd.1.0.4.2.W

ଶେଷ ଓ୍ୱିକେଟ
ଶୁବମନ ଗିଲ: 92

16:18 PM

India vs Sri Lanka Live Score: ବିରାଟ ଓ ଗିଲଙ୍କ ଅର୍ଦ୍ଧଶତକ ପୂରଣ

ଭାରତ: 185/01

ବିରାଟ କୋହଲି: 86
ଶୁବମନ ଗିଲ: 86

ଶ୍ରୀଲଙ୍କା
ବୋଲର: ଦୁଶନ ହେମନ୍ଥା

29ତମ ଓଭର
1.6.0.1.1.4

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

16:14 PM

India vs Sri Lanka Live Score: ବିରାଟ ଓ ଗିଲଙ୍କ ଅର୍ଦ୍ଧଶତକ ପୂରଣ

ଭାରତ: 172/01

ବିରାଟ କୋହଲି: 84
ଶୁବମନ ଗିଲ: 75

ଶ୍ରୀଲଙ୍କା
ବୋଲର: ଦୁଶମନ୍ଥ ଚାମିରା

28ତମ ଓଭର
0.0.0.6.1.1

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

16:09 PM

India vs Sri Lanka Live Score: ବିରାଟ ଓ ଗିଲଙ୍କ ଅର୍ଦ୍ଧଶତକ ପୂରଣ

ଭାରତ: 164/01

ବିରାଟ କୋହଲି: 83
ଶୁବମନ ଗିଲ: 68

ଶ୍ରୀଲଙ୍କା
ବୋଲର: ମାହିଶ ଥିକସାଣା

27ତମ ଓଭର
0.0.1.0.1.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

16:05 PM

India vs Sri Lanka Live Score: ବିରାଟ ଓ ଗିଲଙ୍କ ଅର୍ଦ୍ଧଶତକ ପୂରଣ

ଭାରତ: 162/01

ବିରାଟ କୋହଲି: 82
ଶୁବମନ ଗିଲ: 67

ଶ୍ରୀଲଙ୍କା
ବୋଲର: ଦୁଶମନ୍ଥ ଚାମିରା

26ତମ ଓଭର
4.1.1.3.1.1

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

fallback

16:00 PM

India vs Sri Lanka Live Score: ବିରାଟ ଓ ଗିଲଙ୍କ ଅର୍ଦ୍ଧଶତକ ପୂରଣ

ଭାରତ: 151/01

ବିରାଟ କୋହଲି: 73
ଶୁବମନ ଗିଲ: 65

ଶ୍ରୀଲଙ୍କା
ବୋଲର: ମାହିସ ଥିକସାଣା

25ତମ ଓଭର
1.1.4.1.4.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

15:51 PM

India vs Sri Lanka Live Score: ବିରାଟ ଓ ଗିଲଙ୍କ ଅର୍ଦ୍ଧଶତକ ପୂରଣ

ଭାରତ: 140/01

ବିରାଟ କୋହଲି: 67
ଶୁବମନ ଗିଲ: 60

ଶ୍ରୀଲଙ୍କା
ବୋଲର: ଦୁଶମନ୍ଥ ଚାମିରା

24ତମ ଓଭର
1.0.0.1.1.1

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

15:50 PM

India vs Sri Lanka Live Score: ବିରାଟ ଓ ଗିଲଙ୍କ ଅର୍ଦ୍ଧଶତକ ପୂରଣ

ଭାରତ: 136/01

ବିରାଟ କୋହଲି: 65
ଶୁବମନ ଗିଲ: 58

ଶ୍ରୀଲଙ୍କା
ବୋଲର: ମାହିଶ ଥିକସାଣା

23ମ ଓଭର
1.1.0.1.0.1

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

 

15:43 PM

India vs Sri Lanka Live Score

ଭାରତ: 132/1

ବିରାଟ କୋହଲି: 63
ଶୁବମନ ଗିଲ: 56

ଶ୍ରୀଲଙ୍କା
ବୋଲର: କଶୁନ ରଜିତା

22ତମ ଓଭର
0.0.1.4.0.1

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

15:41 PM

India vs Sri Lanka Live Score

ଭାରତ: 126/1

ବିରାଟ କୋହଲି: 58
ଶୁବମନ ଗିଲ: 55

ଶ୍ରୀଲଙ୍କା
ବୋଲର: ଦୁଶନ ହେମନ୍ଥା

21ତମ ଓଭର
1.0.1.1.1.2

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

15:40 PM

India vs Sri Lanka Live Score

ଭାରତ: 120/1

ବିରାଟ କୋହଲି: 54
ଶୁବମନ ଗିଲ: 53

ଶ୍ରୀଲଙ୍କା
ବୋଲର: କଶୁନ ରଜିତା

20ତମ ଓଭର
1.0.0.0.0.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

15:38 PM

India vs Sri Lanka Live Score

ଭାରତ: 119/1

ବିରାଟ କୋହଲି: 53
ଶୁବମନ ଗିଲ: 53

ଶ୍ରୀଲଙ୍କା
ବୋଲର: ଦୁଶନ ହେମନ୍ଥା

19ମ ଓଭର
0.0.4.1.0.1

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

15:37 PM

India vs Sri Lanka Live Score

ଭାରତ: 106/01

ବିରାଟ କୋହଲି: 52
ଶୁବମନ ଗିଲ: 48

ଶ୍ରୀଲଙ୍କା
ବୋଲର: କଶୁନ ରଜିତା

18ମ ଓଭର
4.2.0.1.0.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

15:28 PM

India vs Sri Lanka Live Score: ବିରାଟଙ୍କ ଅର୍ଦ୍ଧଶତକ ପୂରଣ

ଭାରତ: 106/01

ବିରାଟ କୋହଲି: 52
ଶୁବମନ ଗିଲ: 41

ଶ୍ରୀଲଙ୍କା
ବୋଲର: ଦୁସନ ହେମନ୍ଥା

17ମ ଓଭର
N2.2.1.1.0.1.1

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

15:25 PM

India vs Sri Lanka Live Score: ଅର୍ଦ୍ଧଶତକ ପୂରଣ କଲେ ବିରାଟ

ଅର୍ଦ୍ଧଶତକ ପୂରଣ କରିଛନ୍ତି ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୫୧ଟି ବଲ ଖେଳି ୫୧ ରନ କରିଛନ୍ତି କୋହଲି। ଏହା ସହିତ ସେ ଅପରାଜିତ ରହି ଖେଳ ଜାରି ରଖିଛନ୍ତି। 

15:24 PM

India vs Sri Lanka Live Score: ଭାରତର ବ୍ୟାଟିଂ ଜାରି

ଭାରତ: 97/01

ବିରାଟ କୋହଲି: 46
ଶୁବମନ ଗିଲ: 39

ଶ୍ରୀଲଙ୍କା
ବୋଲର: ଦିଲସାନ ମଧୁଶଙ୍କା

16ମ ଓଭର
4.0.1.4.0.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

15:19 PM

India vs Sri Lanka Live Score: ଭାରତର ବ୍ୟାଟିଂ ଜାରି

ଭାରତ: 88/01

ବିରାଟ କୋହଲି: 41
ଶୁବମନ ଗିଲ: 35

ଶ୍ରୀଲଙ୍କା
ବୋଲର: ଦୁଶନ ହେମନ୍ଥା

15ମ ଓଭର
1.1.0.0.1.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

15:12 PM

India vs Sri Lanka Live Score: ଭାରତର ବ୍ୟାଟିଂ ଜାରି

ଭାରତ: 85/01

ବିରାଟ କୋହଲି: 39
ଶୁବମନ ଗିଲ: 34

ଶ୍ରୀଲଙ୍କା
ବୋଲର: ଦିଲଶାନ ମଧୁଶଙ୍କା

14ମ ଓଭର
1.0.1.0.1.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

15:08 PM

India vs Sri Lanka Live Score: ଭାରତର ବ୍ୟାଟିଂ ଜାରି

ଭାରତ: 82/01

ବିରାଟ କୋହଲି: 37
ଶୁବମନ ଗିଲ: 33

ଶ୍ରୀଲଙ୍କା
ବୋଲର: ମାହିସ ଥିକସାଣା

13ମ ଓଭର
1.1.1.0.Wd.4.2

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

15:05 PM

India vs Sri Lanka Live Score: ମ୍ୟାଚ ପୂର୍ବରୁ ଭାରତୀୟ ଖେଳାଳିଙ୍କ ଜୋରଦାର ଅଭ୍ୟାସ

ମ୍ୟାଚ ପୂର୍ବରୁ ଭାରତୀୟ ଖେଳାଳିଙ୍କ ଜୋରଦାର ଅଭ୍ୟାସ। ଦେଖନ୍ତୁ ଫଟୋ

fallback

15:02 PM

India vs Sri Lanka Live Score: ଭାରତର ବ୍ୟାଟିଂ ଜାରି

ଭାରତ: 72/01

ବିରାଟ କୋହଲି: 36
ଶୁବମନ ଗିଲ: 26

ଶ୍ରୀଲଙ୍କା
ବୋଲର: ଆଞ୍ଜେଲୋ ମାଥ୍ୟୁସ

12ମ ଓଭର
1.1.1.0.0.1

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

14:59 PM

India vs Sri Lanka Live Score: ଭାରତର ବ୍ୟାଟିଂ ଜାରି

ଭାରତ: 68/01

ବିରାଟ କୋହଲି: 34
ଶୁବମନ ଗିଲ: 24

ଶ୍ରୀଲଙ୍କା
ବୋଲର: ମାହିସ ଥିକସାଣା

11ମ ଓଭର
4.1.1.1.1.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

14:54 PM

India vs Sri Lanka Live Score: ଭାରତର ବ୍ୟାଟିଂ ଜାରି

ଭାରତ: 60/01

ବିରାଟ କୋହଲି: 28
ଶୁବମନ ଗିଲ: 22

ଶ୍ରୀଲଙ୍କା
ବୋଲର: କାସୁନ ରାଜିଥା

10ମ ଓଭର
1.1.0.1.0.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

14:51 PM

India vs Sri Lanka Live Score: ଭାରତର ବ୍ୟାଟିଂ ଜାରି

ଭାରତ: 57/01

ବିରାଟ କୋହଲି: 26
ଶୁବମନ ଗିଲ: 21

ଶ୍ରୀଲଙ୍କା
ବୋଲର: କାସୁନ ରାଜିଥା

ନବମ ଓଭର
L4.0.4.0.0.2

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

fallback

14:46 PM

India vs Sri Lanka Live Score: ଭାରତର ବ୍ୟାଟିଂ ଜାରି

ଭାରତ: 47/01

ବିରାଟ କୋହଲି: 26
ଶୁବମନ ଗିଲ: 15

ଶ୍ରୀଲଙ୍କା
ବୋଲର: ଆଞ୍ଜେଲୋ ମାଥ୍ୟୁ

ଅଷ୍ଟମ ଓଭର
0.0.0.4.0.1

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

14:41 PM

India vs Sri Lanka Live Score: ଭାରତର ୩୩/୧

ଭାରତ: 42/01

ବିରାଟ କୋହଲି: 26
ଶୁବମନ ଗିଲ: 10

ଶ୍ରୀଲଙ୍କା
ବୋଲର: କାସୁନ ରଜିଥା

ସପ୍ତମ ଓଭର
0.0.1.4.4.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

14:36 PM

India vs Sri Lanka Live Score: ଭାରତର ୩୩/୧

ଭାରତ: 33/01

ବିରାଟ କୋହଲି: 18
ଶୁବମନ ଗିଲ: 09

ଶ୍ରୀଲଙ୍କା
ବୋଲର: ଦୁଶମନ୍ଥ ଚାମିରା

ଷଷ୍ଠ ଓଭର
0.0.4.0.0.4

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

14:32 PM

Bowlers with a wicket in the first over of the innings this WC:

Mitchell Starc vs IND (Ishan Kishan)

Trent Boult vs BAN (Liton Das)

Reece Topley vs SA (Quinton de Kock)

Dilshan Madushanka vs AFG (R Gurbaz)

Dilshan Madushanka vs IND (Rohit Sharma)

14:29 PM

India vs Sri Lanka Live Score: ଭାରତର ପ୍ରଥମ ୱିକେଟର ପତନ

ଭାରତ: 25/01

ବିରାଟ କୋହଲି: 10
ଶୁବମନ ଗିଲ: 09

ଶ୍ରୀଲଙ୍କା
ବୋଲର: ଦିଲଶାନ ମଧୁଶଙ୍କା

ପଞ୍ଚମ ଓଭର
0.4.4.0.Wd.1.1

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

fallback

14:23 PM

India vs Sri Lanka Live Score: ଭାରତର ପ୍ରଥମ ୱିକେଟର ପତନ

ଭାରତ: 14/01

ବିରାଟ କୋହଲି: 09
ଶୁବମନ ଗିଲ: 00

ଶ୍ରୀଲଙ୍କା
ବୋଲର: ଦୁଶମନ୍ଥ ଚାମିରା

ଚତୁର୍ଥ ଓଭର
0.0.0.0.0.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

14:18 PM

India vs Sri Lanka Live Score: ଭାରତର ପ୍ରଥମ ୱିକେଟର ପତନ

ଭାରତ: 14/01

ବିରାଟ କୋହଲି: 09
ଶୁବମନ ଗିଲ: 00

ଶ୍ରୀଲଙ୍କା
ବୋଲର: ଦିଲଶାନ ମଧୁଶଙ୍କା

ତୃତୀୟ ଓଭର
0.4.0.Wd.0.1.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

14:12 PM

India vs Sri Lanka Live Score: ଭାରତର ପ୍ରଥମ ୱିକେଟର ପତନ

ଭାରତ: 08/01

ବିରାଟ କୋହଲି: 04
ଶୁବମନ ଗିଲ: 00

ଶ୍ରୀଲଙ୍କା
ବୋଲର: ଦୁଶମନ୍ଥା ଚାମିରା

ଦ୍ୱିତୀୟ ଓଭର
0.0.0.0.0.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

14:07 PM

India vs Sri Lanka Live Score: ଭାରତର ପ୍ରଥମ ୱିକେଟର ପତନ

ଭାରତ: 08/01

ବିରାଟ କୋହଲି: 00
ଶୁବମନ ଗିଲ: 00

ଶ୍ରୀଲଙ୍କା
ବୋଲର: ଦିଲଶାନ ମଦୁଶଙ୍କା

ପ୍ରଥମ ଓଭର
4.W.0.0.0.4

ଶେଷ ଓ୍ୱିକେଟ
ରୋହିତ ଶର୍ମା: 4

13:39 PM

India vs Sri Lanka Live Score: ଭାରତକୁ ପ୍ରଥମ ଝଟକା

ମାତ୍ର ୪ ରନରେ ପ୍ରଥମ ଓ୍ୱିକେଟ ହରାଇଛି ଭାରତ। ପ୍ରଥମ ଓ୍ୱିକେଟ ଭାବେ ରୋହିତ ଶର୍ମା କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରିଛନ୍ତି। 

fallback

13:38 PM

India vs Sri Lanka Live Score: ଶ୍ରୀଲଙ୍କା ଦଳ

ଶ୍ରୀଲଙ୍କାର ଚୂଡ଼ାନ୍ତ ଏକାଦଶ: ପାଥୁମ ନିଶାଙ୍କା, ଦିମୁଥ କରୁଣାରତ୍ନେ, କୁଶଲ ମେଣ୍ଡିସ (ଅଧିନାୟକ), ସାଦିରା ସମରୱିରା, ଚାରିଥ ଆଶଲାଙ୍କା, ଆଞ୍ଜେଲୋ ମାଥ୍ୟୁସ, ଦୁସନ ହେମନ୍ଥା, ମାହିସା ଥିକଶାଣା, କାସୁନ ରାଜିଥା, ଦୁଶମନ୍ଥ ଚାମିରା, ଦିଲସାନ ମଧୁଶଙ୍କା 

13:37 PM

India vs Sri Lanka Live Score: ଭାରତୀୟ ଦଳ

ଭାରତର ଚୂଡ଼ାନ୍ତ ଏକାଦଶ: ରୋହିତ ଶର୍ମା, ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟାର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ଶାମୀ, ଜଶପ୍ରିତ ବୁମରା, କୂଳଦୀପ ଯାଦବ, ମହମ୍ମଦ ସିରାଜ

13:33 PM

India vs Sri Lanka Live Score: ପଡ଼ିଲା ଟସ

ପଡ଼ିଲା ଟସ୍ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଶ୍ରୀଲଙ୍କା। ବ୍ୟାଟିଂ କରିବ ଭାରତ। 

12:20 PM

India vs Sri Lanka Live Score: ୩ ସ୍ପିନରଙ୍କ ସହ ମୈଦାନକୁ ଓହ୍ଲାଇପାରେ ଭାରତ

ଟିମ୍ ଇଣ୍ଡିଆ 3 ସ୍ପିନରଙ୍କ ସହ ଶ୍ରୀଲଙ୍କା ବିପକ୍ଷରେ ମୈଦାନକୁ ଓହ୍ଲାଇପାରେ। ତେବେ ଆର ଅଶ୍ୱିନ୍ ଦଳକୁ ଫେରିବା ନେଇ ସମ୍ଭାବନା ଦେଖାଦେଇଛି। ଏହି ପ୍ରଶ୍ନ ଉପରେ ରୋହିତ ଶର୍ମା କହିଛନ୍ତି ଯେ ଆମର ସମସ୍ତ ବିକଳ୍ପ ଖୋଲା ଅଛି। ଯଦି ଆବଶ୍ୟକ ହୁଏ, ଆମେ ୩ଜଣ ସ୍ପିନରଙ୍କ ସହିତ ମଧ୍ୟ ଯାଇପାରିବା।

12:19 PM

India vs Sri Lanka Live Score: ସେମିରେ ସ୍ଥାନ ପକ୍କା ପାଇଁ ସୁଯୋଗ

ଭାରତ ଯଦି ଶ୍ରୀଲଙ୍କା ବିପକ୍ଷରେ ବିଜୟ ହାସଲ କରୁଛି, ତେବେ ଭାରତ ଚଳିତ ବିଶ୍ୱକପରେ ସପ୍ତମ ବିଜୟ ହାସଲ କରିବ। ଏପରିକି ଚଳିତ ବିଶ୍ୱକପରେ ଅପରାଜେୟ ରହିବ। ଏହି ରେକର୍ଡ ସହିତ ବିଶ୍ୱକପର ସେମିଫାଇନାଲରେ ସ୍ଥାନ ପକ୍କା କରିବ ଭାରତ। ଏପରି କରିବାରେ ଭାରତ ପ୍ରଥମ ଦଳ ସାବ୍ୟସ୍ତ ହେବ। 

11:25 AM

India vs Sri Lanka LIVE: ନମସ୍କାର ବନ୍ଧୁଗଣ। ଆଜି ଚଳିତ ବିଶ୍ୱକପର ୩୩ତମ ମ୍ୟାଚରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଓ୍ୱାଙ୍ଖଡ଼େରେ ଖେଳାଯିବ। ଅପରାହ୍ଣ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବ। ଏହି ମ୍ୟାଚର ଟିକିନିଖ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଚେଷ୍ଟା କରିବୁ। ଟିକିନିଖ ଖବର ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।